"ବନ୍ଦେ ମାତରମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
ଟିକେ clean up, replaced: ମାନଙ୍କ → ମାନଙ୍କ (2) using AWB
୨୬ କ ଧାଡ଼ି:
=== ଭାରତୀୟ ସ୍ଵାଧୀନତା ସଂଗ୍ରାମ ===
[[ଫାଇଲ:India1907Flag.png|thumb|220px|[[ଭିକାଜୀ କାମା]]ଙ୍କ ଦେଇ ୧୯୦୭ରେ ତିଆରି ଜାତୀୟ ପତାକା]]
''"ବନ୍ଦେ ମାତରମ"'' [[ଭାରତୀୟ ସ୍ଵାଧୀନତା ଆନ୍ଦୋଳନ|ଭାରତୀୟ ସ୍ଵାଧୀନତା]] କାଳରେ ଫିରିଙ୍ଗି ମାନଙ୍କଫିରିଙ୍ଗିମାନଙ୍କ ବିରୋଧରେ ଏକ ଗାନ ଥିଲା । ଅନେକ ଧାରଣା, ଅନଶନରେ "ବନ୍ଦେ ମାତରମ" ବୋଲି ସ୍ଳୋଗାନ ଦିଆଯାଉଥିଲା । ଫିରିଙ୍ଗିମାନେ ଭୟଭୀତ ହୋଇ ଏହାକୁ ଅନ୍ୟାୟ ଭାବରେ ଘୋଷଣା କରି ବନ୍ଦେ ମାତରମ ବୋଲୁଥିବା [[ଭାରତୀୟ ସ୍ଵାଧୀନତା ସଂଗ୍ରାମୀ]] <!--[[Freedom_fighters_of_India]]--> ମାନଙ୍କୁ ଜେଲରେ ଭର୍ତି କରୁଥିଲେ । [[ଲାଲା ଲଜପତ ରାୟ]] [[ଲାହୋର]] ଠାରୁ ଏକ ସନ୍ଦର୍ଭ ଆରମ୍ଭ କରିଥିଲେ ଯାହାର ନାମ ଥିଲା "ବନ୍ଦେ ମାତରମ" ।<!--<ref name="mustard" />--> [[ହୀରାଲାଲ ସେନ]] ୧୯୦୫ରେ ଭାରତର ପ୍ରଥମ ରାଜନୀତିକ ଫିଲ୍ମ ତିଆରି କରିଥିଲେ ଯାହାର ଅନ୍ତରେ "ବନ୍ଦେ ମାତରମ" ଥିଲା ।<ref name="Local">{{cite book
| last = Chakrabarty
| first = Bidyut
୩୯ କ ଧାଡ଼ି:
 
== କବିତା ==
{{Rquote|left|ବନ୍ଦେ ମାତରମ</br />
ସୁଜଳାମ ସୁଫଳାମ</br />
ମଳୟଜ ଶୀତଳାମ</br />
ଶସ୍ୟ ଶ୍ୟାମଳାମ</br />
ମାତରମ</br />
ବନ୍ଦେ ମାତରମ।</br />
</br />
ଶୁଭ୍ରଜ୍ୟୋତ୍ସ୍ନା</br />
ପୁଲକିତ ଯାମିନୀମ</br />
ଫୁଲ୍ଲ କୁସୁମିତ</br />
ଧ୍ରୁମଦଳଶୋଭିନୀମ</br />
ସୁଭାସିନୀମ</br />
ସୁମଧୁର ଭାସିନୀମ</br />
ସୁଖଦାମ ବରଦାମ</br />
ମାତରମ</br />
ବନ୍ଦେ ମାତରମ॥|ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ}}
{{clear}}
୭୭ କ ଧାଡ଼ି:
* [http://www.milligazette.com/Archives/15082002/1508200250.htm Vande Matram is back as a handle to beat Muslims with]
* [http://www.islamicvoice.com/december.98/community.htm#VAN Historical perspective from Islamic Voice]
 
 
{{ଭାରତର ପ୍ରତୀକ}}