"ଅହିରାଜ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ସଜାଣି |
ଟିକେ clean up, replaced: ମାନଙ୍କ → ମାନଙ୍କ (6) using AWB |
||
୨୫ କ ଧାଡ଼ି:
* ''[[Hamadryas (disambiguation)|Hamadryas]]'' <small>Cantor, 1838 (''non'' [[Jacob Hübner|Hübner]], 1804: [[junior homonym|preoccupied]])</small>
* ''[[Naja]]'' <small>Elliott, 1840</small>
}}
'''ଅହିରାଜ''' ([[ଇଂରାଜୀ ଭାଷା|ଇଂରାଜୀ]]: King Cobra, ''Ophiophagus hannah'') ମୁଖ୍ୟତଃ [[ଭାରତ|ଦକ୍ଷିଣ ଭାରତ]]ର ଜଙ୍ଗଲମାନଙ୍କରେ ଦେଖାଯାଉଥିବା ବୃହତ ବିଷଧର ସର୍ପ ପ୍ରଜାତି । ଏହାର ଲମ୍ବ ୫.୬-୫.୭ ମିଟର । ସାଧାରଣରେ ନାଗ ନାମରେ ନାମିତ କିନ୍ତୁ ଏହା ପ୍ରକୃତ ନାଗ (Naja Genus)ପ୍ରଜାତିର ନୁହେଁ ଅହିରାଜ ନିଜ ପ୍ରଜାତି ରେ ଏକ ମାତ୍ର ଜୀବ ଯିଏକି ଅନ୍ୟ ସାପ,ଝିଟିପିଟି ଓ
===ଗଠନ===
ଅହିରାଜ ହାରାହାରି ୩-୪ ମିଟର ଲମ୍ବା ଓ ହାରାହାରି ୬ କିଗ୍ରା ଓଜନ । ପରୁଷ ଓ ସ୍ତ୍ରୀ ଅହିରାଜ ମଧ୍ୟରେ ପୁରୁଷ ଅହିରାଜ ସ୍ତ୍ରୀ ଠାରୁ ବଡ । ଏହାର ଚର୍ମ ଈଷତ ସବୁଜ,ବାଦାମି ବା ସ୍ୱଳ୍ପ କଳା ଓ ଦେହରେ ଈଷତ ହଳଦୀ ରଙ୍ଗ ବନ୍ଧନୀ ଥିବା ସହ ପେଟଟି ଈଷତ ହଳଦୀ ରଙ୍ଗ ହେଇଥାଏ । କିଶୋର
==ବର୍ଗୀକରଣ==
OPHIOPHAGUS HANNAH, MONOTYPIC GENUS OPHOIPHAGUS ରୁ ଆସିଛି । ଏହାଗୋଟେ ELAPIDAE ପରିବାରର ବିଭାଗୀକରଣ । ଅହିରାଜ କେବଳ ଏକାକୀ ସଦସ୍ୟ OPHIOPHAGUS ପ୍ରଜାତିର ।
ଯେଊଁଠାରେ କି ଅନ୍ୟ ନାଗ ପ୍ରଜାତି NAJA ଶ୍ରେଣୀରେ ଅନ୍ତର୍ଭୁକ୍ତ । ଅହିରାଜ ଅନ୍ୟ
== ବାସସ୍ଥଳୀ ==
ଅହିରାଜ ଭାରତ, ଦକ୍ଷିଣ-ପୂର୍ବ ଏସିଆ ରେ ଦେଖାଯାଆନ୍ତି ଯେପରିକି ବାଂଲାଦେଶ,ନେପାଳ,ଭୁଟାନ,ଚୀନ,କୋମ୍ବୋଡିଆ,ମ୍ୟାମାର,ଲାଓସ ,ଫିଲିପାଇନ,ସିଙ୍ଗାପୁର,ଥାଇଲାଣ୍ଡ ଓ ଭିଏତନାମ ।
ଏହା ଗଭୀର/ଘଞ୍ଚ ଜଙ୍ଗଲ ଯେଉଁଠାରେ ମୁଖ୍ୟତଃ ଝରଣା ବା ହ୍ରଦ ଥାଏ । ଜଙ୍ଗଲ କ୍ଷୟ ଯୋଗୁଁ ଏମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।
==ବ୍ୟବହାର==
ଅହିରାଜ ଅନ୍ୟ
==ପ୍ରଜନନ==
ସ୍ତ୍ରୀ ଅହିରାଜ ଜଣେ ସମର୍ପିତ ମାଁ ଅନ୍ୟ
==ପ୍ରତିରକ୍ଷା ଓ ବିଷ==
କୌଣସି ପ୍ରକାର ବିପଦ ପରିଲକ୍ଷିତ ହୁଏ ଅହିରାଜ ଯଥାଶୀଘ୍ର ପଳାୟନ କରିବାକୁ ଚେଷ୍ଟା କରେ ନଚେତ ନିଜ ଶରୀରକୁ ଏକ-ତୃତୀୟାଂଶ ଭୂମି ଉପରକୁ ଉଠାଇ ଫଣା ଖୋଲି ଗର୍ଜନ କରେ । ଯେତେବେଳେ ଅହିରାଜ ନିଜ ଶରୀରକୁ ଭୂମି ଉପରେ ରଖିଥାଏ ସେତେବେଳେ ମଧ୍ୟ ଆଗକୁ ବଢିବାରେ ସକ୍ଷମ ଥାଏ ଓ ଦୂର ପର୍ଯ୍ୟନ୍ତ ଆକ୍ରମଣ କରିଥାଏ । ଅହିରାଜ ଥରେ ମାତ୍ର ଆକ୍ରମଣ ରେ ଲଗାତର କାମୁଡି ଚାଲିଥାଏ । ମୁଖ୍ୟତଃ କିଶୋର ସାପମାନେ ଯଥା ଶୀଘ୍ର ବିଷ ସ୍ଖଳନ କରନ୍ତି କିନ୍ତୁ ବୟସ୍କ ମାନେ ଅତି ସଂଯମ ସହ ବିଷ ସ୍ଖଳନ କରନ୍ତି କାରଣ ସେମାନେ ନିଜ ବିଷ ର ମୂଲ୍ୟ ଜାଣନ୍ତି ।
ଅହିରାଜ ର ଜହରରେ ନିଉରୋଟୋକ୍ସସିନ(NEUROTOXIN)ସହ ଅନ୍ୟ ପଦାର୍ଥ ଥାଏ । ଯେପରିକି ମ୍ୟୂରିନ(Murine)LD50 ଯାହାକି Intravenous ୧.୩୧ମିଲିଗ୍ରାମ ଏବଂ Intraperitoneal ୧.୬୪୪ମିଲିଗ୍ରାମ ରୁ Subcutaneous ୧.୭ -୧.୯୩ ମିଲିଗ୍ରାମ କୁ ପରିବର୍ତନ ହେଇଥାଏ । ଅହିରାଜ ନିଜ ଶିକାରର ଶରୀରରେ ୨୦୦-୩୦୦ ମିଲିଗ୍ରାମ କିମ୍ବା ୭ ମିଲିଲିଟର ବିଷ ପ୍ରବାହିତ କରିଥାଏ ।
ଅହିରାଜ ର ଶିକାର/ପୀଡିତ ଶରୀରର ସ୍ନାୟୁତନ୍ତ୍ର ରେ ଯଥେଷ୍ଟ ଖ୍ୟତିଗ୍ରସ୍ତ ର ସମ୍ମୁଖୀନ ହେବାକୁ ପଡିଥାଏ । ପୀଡିତକୁ ମୁଣ୍ଡ ବୁଲାଇବା,ବେହୋସ,ଶ୍ଵାସରୁଦ୍ଧ,ପକ୍ଷାଘାତ ଓ କୋମା ହେବାର ଲକ୍ଷଣ ଦେଖାଯାଏ । ସର୍ପାଘାତର ୩୦ ମିନିଟ ରେ ପୀଡିତ ପ୍ରାଣ ହରାଏ । ମାତ୍ର ୨ଟି ପ୍ରତିରୋଧକ ର ଆବିଷ୍କାର ହୋଇଛି ଯାହା Central Research Institute ଭାରତ ଓ Red Cross ଥାଇଲାଣ୍ଡ ଦ୍ଵାରା ଯାହାକି ସ୍ୱଳ୍ପ ପରିମାଣରେ ଉପଲବ୍ଧ କିନ୍ତୁ ଆଶ୍ଚର୍ଯ୍ୟ ର କାରଣ ନୁହେଁ । Ohanin ନାମକ ପ୍ରୋଟିନ ଯାହାକି ଏହି ବିଷରେ ଥାଏ ସ୍ତନ୍ୟପାଇ ପ୍ରାଣିମାନଙ୍କ ଠାରେ Hypolocomotion, Hyperalgesia ପରିଲକ୍ଷିତ ହୁଏ ଏବଂ ଅନ୍ୟ ପଦାର୍ଥ Cardiotoxic,Cytotoxic ଓ Neurotoxic ମଧ୍ୟ ଥାଏ । ଥାଇଲାଣ୍ଡ ରେ ଏଲକହଲ,ହଳଦୀ ଓ ଚେରମୂଳି ରେ ପ୍ରସ୍ତୁତ ପଦାର୍ଥ କୁ ଶେବନ କରାଇଲେ ଅପେକ୍ଷାକୃତ ଫଳମିଳିଥାଏ ଉଚିତ ସମୟରେ ଉପଚାର କରାଇଲେ ପୀଡିତ ସମ୍ପୂର୍ଣ ସୁସ୍ଥ ହୋଇଯାଏ । ଏହା ଉଭୟ ଅହିରାଜ ଓ ଅନ୍ୟ ନାଗ ଦଂଶନ ରୁ ମଧ୍ୟ ଉପଚାର କରାଇଥାଏ । ଥାଇଲାଣ୍ଡ ର ସର୍ବେକ୍ଷଣ ରୁ ଜଣାଯାଏ ଯେ ୧୦ ଜଣ ଲୋକ ମୃତ୍ୟୁ ବରଣ କରନ୍ତି ୩୫ ଜଣଙ୍କ ମଧ୍ୟରେ ଓ ଭାରତର ଦକ୍ଷିଣାଞ୍ଚଳରେ ଏକ ଡାକ୍ତରଖାନାର ୬ବର୍ଷର ବିବରଣୀ ରୁ ଜଣାଯାଏ ଯେ ଦୁଇ-ତୃତୀୟାଂସ ଲୋକ ଯିଏକି ଅହିରାଜ ଦଂଶନ ର ଶିକାର ହୋଇଥିଲେ ଉଚିତ ଉପଚାର ଯୋଗୁଁ ଗୋଟାଏବି ପୀଡିତ ମୃତ୍ୟୁ ବରଣ କରିନାହାନ୍ତି । ଏହି ସର୍ପର ଦଂଶନର ଶିକାର ମୁଖ୍ୟ ରୂପରେ ସର୍ପ ପ୍ରତି ଆକ୍ରୁଷ୍ଟ ବ୍ୟକ୍ତି ମାନେହିଁ ହୁଅନ୍ତି ।
===ଫୁତ୍କାର===
|