"ବାଟମଙ୍ଗଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ clean up, replaced: ମାନଙ୍କ → ମାନଙ୍କ using AWB
୩୯ କ ଧାଡ଼ି:
}}
 
'''ବାଟ ମଙ୍ଗଳା ମନ୍ଦିର''' ହେଉଛି ହିନ୍ଦୁ ଦେବୀ ମା ମଙ୍ଗଳାଙ୍କ ପାଇଁ ଉତ୍ସର୍ଗୀକୃତ ଏକ ମନ୍ଦିର । ଏହି ମନ୍ଦିରଟି ଓଡ଼ିଶା ପ୍ରଦେଶରେ ଥିବା ହିନ୍ଦୁ ମାନଙ୍କହିନ୍ଦୁମାନଙ୍କ ପବିତ୍ର ପୁରୀ ସ‌ହର ଠାରୁ ୭ କିମି ଦୂରରେ ଅବସ୍ଥିତ । ଜଗନ୍ନାଥ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଭକ୍ତବୃନ୍ଦ ଏହି ମନ୍ଦିରକୁ ଦଣ୍ଡବତ କରିକି ଯାଆନ୍ତି । ବ୍ୟବ‌ହାରିକ କଥାବସ୍ତୁ ଅନୁସାରେ, ଭକ୍ତବୃନ୍ଦ ଜଗନ୍ନାଥ ମନ୍ଦିରକୁ ଯିବା ପୂର୍ବରୁ ପ୍ରଥମେ ଏହି ମନ୍ଦିରରେ ପ୍ରାର୍ଥନା କରନ୍ତି ।
 
ଲୋକ‌କଥା ଅନୁସାରେ, ଥରେ ଜଣେ ବ୍ରାହ୍ମଣ ଏଠାକୁ ଆସିଥିଲେ, ସେ ଆଖପାଖରେ ଶୂନ୍ୟତା ଅନୁଭବ କଲେ । ସେହି ସମୟରେ ମାଆ ବାଟ ମଙ୍ଗଳା ଆବିର୍ଭାବ ହୋଇ ତାଙ୍କୁ ଜଗନ୍ନାଥଙ୍କ ଆଡ଼କୁ ପଥ ପ୍ରଦର୍ଶିତ କରିଥିଲେ । ଏହିପରି ସେହି ବ୍ରହ୍ମଣ ଜଣକ ତାଙ୍କର ଲକ୍ଷସ୍ଥଳରେ ପ‌ହଞ୍ଚିଥିଲେ ଓ ବ୍ରହ୍ମାଣ୍ଡିୟ ସୃଷ୍ଟିର ରଚନା କରିଥିଲେ ।
 
 
[[ଶ୍ରେଣୀ:ହିନ୍ଦୁ ଦେବୀ]]