"ଗୌରୀଶଙ୍କର ରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ using AWB
ଲିଖନଶୈଳୀ
୨୦ କ ଧାଡ଼ି:
| website = http://karmaveergourishankar.info/ <!-- http://karmaveergourishankar.org/ -->
}}
ଗୌରୀ'''ଗୌରୀଶଙ୍କର ଶଙ୍କରରାୟ''' ଥିଲେଜଣେ [[ଓଡ଼ିଆ ଭାଷା|ଓଡ଼ିଆ ଭାଷା]] ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ । ସେ ଉନବିଂଶ ଶତାବ୍ଦୀ ଓଡ଼ିଆ ନବଜାଗରଣର ଅନ୍ୟତମ ବିଶିଷ୍ଟ କର୍ଣ୍ଣଧାରପୁରୋଧା । ଗୌରୀଶଙ୍କର ଓଡ଼ିଶାବାସୀ[[ଓଡ଼ିଶା]]ବାସୀ ବଙ୍ଗାଳୀ<ref>{{cite web |url= http://www.hindu.com/2001/01/07/stories/1307017p.htm |title=The Hindu : Dear Oriyas, Rise!|work=hindu.com |year=2001 |quote=Gauri Shankar Ray, a Bengali who had settled down in Orissa and upheld the cause of Oriya against Bengali. |accessdate=29 June 2012}}</ref> ହୋଇ ସୁଦ୍ଧା, [[ଉତ୍କଳ ସାହିତ୍ୟ ସମାଜ|ଉତ୍କଳ ସାହିତ୍ୟ ସମାଜର]] ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ଭାବରେ ସେ ନିଜହୋଇ ଓଡ଼ିଆ ପ୍ରୀତିଭାଷା ଆନ୍ଦୋଳନରେ ସଙ୍ଗଠନଭାଗ ଶକ୍ତିରନେଇଥିଲେ ପରିଚୟ ଦେଇ ଯାଇଛନ୍ତି।<ref>{{cite web |url= http://india.gov.in/knowindia/state_uts.php?id=82 |title=History - Odisha - States and Union Territories - Know India: National Portal of India |work=india.gov.in |year=2012 |quote=1882 AD: Utkal Sabha under the secretary Gouri Sankar Ray formed. |accessdate=30 June 2012}}</ref> ତାଙ୍କର ସମ୍ପାଦନାରେ ପ୍ରଥମ ଓଡ଼ିଆ ପତ୍ରିକା [[ଉତ୍କଳ ଦୀପିକା]] ପ୍ରକାଶିତ ହୋଇ [[ଓଡ଼ିଆ ଲୋକ|ଓଡ଼ିଆ]]ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିବାର ଭୂମିକା ଗ୍ରହଣ କରିଥିଲା । ସେ [[କଟକ ଟାଉନ ହଲ]]ର ପ୍ରତିଷ୍ଠାତା ଥିଲେ ।
'''ଗୌରୀଶଙ୍କର ରାୟ''' ୧୮୩୮ ମସିହା ଜୁଲାଇ ୧୩ ତାରିଖ, ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ [[କଟକ ଜିଲ୍ଲା]] ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।
[[ଓଡ଼ିଶା]] ମୋଗଲ ଶାସନାଧୀନ ହେଲା ପରେ ବଙ୍ଗର ଶାସନ କର୍ତ୍ତା ତୋଡ଼ରମଲ୍ଲଙ୍କୁ ଓଡ଼ିଶାର ରାଜସ୍ୱ-ବନ୍ଦୋବସ୍ତ କରିବାକୁ ପଠାଇଥିଲେ। ତାଙ୍କ ସହିତ ସହିତ ଯେଉଁ ବଙ୍ଗୀୟ ରାଜ କର୍ମଚାରୀମାନେ ଓଡ଼ିଶା ଆସି, ଓଡ଼ିଶାରେ ଘରଦ୍ଵାର କରି ରହି ଯାଇଥିଲେ, ଗୌରୀ ଶଙ୍କରଙ୍କ ପୂର୍ବପୁରୁଷ ଥିଲେ ସେଇମାନଙ୍କ ମଧ୍ୟରୁ ଅନ୍ୟତମ । ସେମାନଙ୍କ ପଦବୀ ଥିଲା ‘ବସୁ’, ଏମାନେ ଥିଲେ ରାଜବଂଶୀୟ କାୟସ୍ଥ । ମୋଗଲ ଶାସକମାନଙ୍କୁ, ରାଜସ୍ୱ ବନ୍ଦୋବସ୍ତ କରିବାରେ ସହାୟତା କରିଥିବା ହେତୁ ଏମାନଙ୍କୁ ‘ରାୟ’ ଉପାଧି ମିଳିଥିଲା । ଗୌରୀ ଶଙ୍କରଙ୍କ ପ୍ରପିତାମହ ମାଧବଚନ୍ଦ୍ର ‘ବସୁ’ ଉପାଧି ବର୍ଜନ କରି ‘ରାୟ’ ହୋଇଥିଲେ ।
 
== ପ୍ରାରମ୍ଭିକ ଜୀବନ ==
ଗ୍ରାମ ଚାଟଶାଳୀରେ ପ୍ରାଥମିକ ଓଡ଼ିଆ ଶିକ୍ଷା ସମାପ୍ତ ପରେ ଏଗାର ବର୍ଷ ବୟସରେ କଟକ ହାଇସ୍କୁଲ ଏବଂ ପରେ ହୁଗୁଳି ଯାଇ ସେଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଶିକ୍ଷା ସମାପ୍ତ ପରେ ପ୍ରଥମେ ମାସିକ ୨୦ ଟଙ୍କା ବେତନରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା ଏବଂ ପରେ କଟକ କମିଶନରଙ୍କ କାର୍ଯ୍ୟାଳୟରେ କିରାଣି ଭାବରେ କାର୍ଯ୍ୟ କରିଥିଲେ। ଗୌରୀଶଙ୍କର ଓ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ୧୮୬୪ ମସିହାରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ଗଢ଼ିଥିଲେ ।<ref>{{cite web |url= http://orissadiary.com/personality/writer/GOURISHANKARRAY%20.asp |title=GOURI SHANKAR RAY |work=orissadiary.com |year=2012 |quote=He was the associate founder of Cuttack Printing Company |accessdate=29 June 2012}}</ref>
=== ପାରିବାରିକ ===
ଏହି କଟକ ପ୍ରିଣ୍ଟିଂ କମ୍ପାନୀ ଆନୁକୂଲ୍ୟରେ ୧୮୬୫ ମସିହା ଜୁଲାଇ ପହିଲା ଦିନ ମୁଦ୍ରଣ ଯନ୍ତ୍ର ସ୍ଥାପିତ ହୋଇଥିଲା ଏବଂ ଏହାର ମାସକ ପରେ ଏଠାରୁ ପ୍ରଥମ ଓଡ଼ିଆ ସମ୍ବାଦ ପତ୍ର ‘[[ଉତ୍କଳ ଦୀପିକା]]’ ପ୍ରକାଶିତ ହୋଇଥିଲା।<ref>{{cite web |url= http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL048&vchslinkid=SL022 |title=Orissa Government Portal |work=odisha.gov.in |year=2012 |quote=The first news paper Utkal Deipika is brought out by the Cuttack printing company. |accessdate=30 June 2012}}</ref>
ସେ ୧୮୩୮ ମସିହା ଜୁଲାଇ ୧୩ ତାରିଖ, ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ [[ଓଡ଼ିଶାକଟକ ଜିଲ୍ଲା]] ଅସୁରେଶ୍ୱର ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶା ମୋଗଲ ଶାସନାଧୀନ ହେଲା ପରେ ବଙ୍ଗର ଶାସନ କର୍ତ୍ତା ତୋଡ଼ରମଲ୍ଲଙ୍କୁ[[ତୋଡ଼ରମଲ୍ଲ]]ଙ୍କୁ ଓଡ଼ିଶାର ରାଜସ୍ୱ-ବନ୍ଦୋବସ୍ତ କରିବାକୁ ପଠାଇଥିଲେ। ତାଙ୍କ ସହିତ ସହିତ ଯେଉଁ ବଙ୍ଗୀୟ ରାଜ କର୍ମଚାରୀମାନେ ଓଡ଼ିଶା ଆସି, ଓଡ଼ିଶାରେ ଘରଦ୍ଵାର କରି ରହି ଯାଇଥିଲେ, ଗୌରୀ ଶଙ୍କରଙ୍କ ପୂର୍ବପୁରୁଷ ଥିଲେ ସେଇମାନଙ୍କ ମଧ୍ୟରୁ ଅନ୍ୟତମ । ସେମାନଙ୍କ ପଦବୀ ଥିଲା ‘ବସୁ’, ଏମାନେ ଥିଲେ ରାଜବଂଶୀୟ କାୟସ୍ଥ । ମୋଗଲ ଶାସକମାନଙ୍କୁ, ରାଜସ୍ୱ ବନ୍ଦୋବସ୍ତ କରିବାରେ ସହାୟତା କରିଥିବା ହେତୁ ଏମାନଙ୍କୁ ‘ରାୟ’ ଉପାଧି ମିଳିଥିଲା । ଗୌରୀ ଶଙ୍କରଙ୍କ ପ୍ରପିତାମହ ମାଧବଚନ୍ଦ୍ର ‘ବସୁ’ ଉପାଧି ବର୍ଜନ କରି ‘ରାୟ’ ହୋଇଥିଲେ ।
 
=== ଶିକ୍ଷାଲାଭ ===
ଗ୍ରାମ ଚାଟଶାଳୀରେ ପ୍ରାଥମିକ ଓଡ଼ିଆ ଶିକ୍ଷା ସମାପ୍ତ ପରେ ଏଗାର ବର୍ଷ ବୟସରେ କଟକ ହାଇସ୍କୁଲ ଏବଂ ପରେ ହୁଗୁଳି ଯାଇ ସେଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ ।
 
== ଚାକିରି ==
ଶିକ୍ଷା ସମାପ୍ତ ପରେ ପ୍ରଥମେ ମାସିକ ୨୦ ଟଙ୍କା ବେତନରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା ଏବଂ ପରେ କଟକ କମିଶନରଙ୍କ କାର୍ଯ୍ୟାଳୟରେ କିରାଣି ଭାବରେ କାର୍ଯ୍ୟ କରିଥିଲେ।
 
== ୧୮୬୪: କଟକ ପ୍ରିଣ୍ଟିଂ କମ୍ପାନୀ ସ୍ଥାପନ ==
ଗ୍ରାମ ଚାଟଶାଳୀରେ ପ୍ରାଥମିକ ଓଡ଼ିଆ ଶିକ୍ଷା ସମାପ୍ତ ପରେ ଏଗାର ବର୍ଷ ବୟସରେ କଟକ ହାଇସ୍କୁଲ ଏବଂ ପରେ ହୁଗୁଳି ଯାଇ ସେଠାରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଶିକ୍ଷା ସମାପ୍ତ ପରେ ପ୍ରଥମେ ମାସିକ ୨୦ ଟଙ୍କା ବେତନରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ଶିକ୍ଷକତା ଏବଂ ପରେ କଟକ କମିଶନରଙ୍କ କାର୍ଯ୍ୟାଳୟରେ କିରାଣି ଭାବରେ କାର୍ଯ୍ୟ କରିଥିଲେ। ଗୌରୀଶଙ୍କର ଓ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ୧୮୬୪ ମସିହାରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ଗଢ଼ିଥିଲେ ।<ref>{{cite web |url= http://orissadiary.com/personality/writer/GOURISHANKARRAY%20.asp |title=GOURI SHANKAR RAY |work=orissadiary.com |year=2012 |quote=He was the associate founder of Cuttack Printing Company |accessdate=29 June 2012}}</ref>
 
==୧୮୬୫: ଉତ୍କଳ ଦୀପିକା ପ୍ରକାଶନ ==
ଏହି କଟକ ପ୍ରିଣ୍ଟିଂ କମ୍ପାନୀ ଆନୁକୂଲ୍ୟରେ ୧୮୬୫ ମସିହା ଜୁଲାଇ ପହିଲା ଦିନ ମୁଦ୍ରଣ ଯନ୍ତ୍ର ସ୍ଥାପିତ ହୋଇଥିଲା ଏବଂ ଏହାର ମାସକ ପରେ ଏଠାରୁ ପ୍ରଥମ ଓଡ଼ିଆ ସମ୍ବାଦ ପତ୍ର ‘[[ଉତ୍କଳ ଦୀପିକା]]’ ପ୍ରକାଶିତ ହୋଇଥିଲା।<ref>{{cite web |url= http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL048&vchslinkid=SL022 |title=Orissa Government Portal |work=odisha.gov.in |year=2012 |quote=The first news paper Utkal Deipika is brought out by the Cuttack printing company. |accessdate=30 June 2012}}</ref>
<ref>{{cite web |url= http://cuttack.nic.in/history/HISTORY-CUTTACK.htm |title=HISTORY OF CUTTACK |work=cuttack.nic.in |year=2011 |quote=The first Newspaper of Odisha “UtkalDipika” was publish by the Cuttack printing Company due to the efforts of Gourisankar Ray in 1866 |accessdate=30 June 2012}}</ref>
ଏହା ପ୍ରଥମେ ସାପ୍ତାହିକ ଆକାରରେ ପ୍ରକାଶିତ ହୋଇଥିଲେ ସୁଦ୍ଧା ପରେ ଏହା ଦୈନିକ ହୋଇଥିଲା । ଗୌରୀ ଶଙ୍କର ଥିଲେ କଟକ ପ୍ରିଣ୍ଟିଂ କମ୍ପାନୀର ଆଜୀବନ ସଚିବ ଓ ‘ଉତ୍କଳ ଦୀପିକା’ ର ପ୍ରଥମ ସମ୍ପାଦକ ।
 
== ଦେହାନ୍ତ ==
ଗୌରୀ ଶଙ୍କର ଥିଲେ ଉନବିଂଶ ଶତାବ୍ଦୀ ଓଡ଼ିଆ ନବଜାଗରଣର ଅନ୍ୟତମ ବିଶିଷ୍ଟ କର୍ଣ୍ଣଧାର । ଗୌରୀଶଙ୍କର ଓଡ଼ିଶାବାସୀ ବଙ୍ଗାଳୀ<ref>{{cite web |url= http://www.hindu.com/2001/01/07/stories/1307017p.htm |title=The Hindu : Dear Oriyas, Rise!|work=hindu.com |year=2001 |quote=Gauri Shankar Ray, a Bengali who had settled down in Orissa and upheld the cause of Oriya against Bengali. |accessdate=29 June 2012}}</ref> ହୋଇ ସୁଦ୍ଧା, [[ଉତ୍କଳ ସାହିତ୍ୟ ସମାଜ|ଉତ୍କଳ ସାହିତ୍ୟ ସମାଜର]] ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ଭାବରେ ସେ ନିଜ ଓଡ଼ିଆ ପ୍ରୀତି ଓ ସଙ୍ଗଠନ ଶକ୍ତିର ପରିଚୟ ଦେଇ ଯାଇଛନ୍ତି।<ref>{{cite web |url= http://india.gov.in/knowindia/state_uts.php?id=82 |title=History - Odisha - States and Union Territories - Know India: National Portal of India |work=india.gov.in |year=2012 |quote=1882 AD: Utkal Sabha under the secretary Gouri Sankar Ray formed. |accessdate=30 June 2012}}</ref>
କଟକ ଟାଉନ୍‌ ହଲ ତାଙ୍କରି ଅବଦାନ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପୂର୍ବରୁ ୧୯୧୭ ମସିହା ମାର୍ଚ୍ଚ ୭ ତାରିଖ ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ସେ ଇହଧାମତାଙ୍କର ତ୍ୟାଗଦେହାନ୍ତ କରିଥିଲେହୋଇଥିଲା
ତାଙ୍କର ବଳିଷ୍ଟ ସମ୍ପାଦନାରେ ଉତ୍କଳ ଦୀପିକା [[ଓଡ଼ିଆ ଲୋକ|ଓଡ଼ିଆ]]ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପିତ କରିବାରେ ଅଗ୍ରଣି ଭୂମିକା ଗ୍ରହଣ କରିଥିଲା ।
 
କଟକ ଟାଉନ୍‌ ହଲ ତାଙ୍କରି ଅବଦାନ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବା ପୂର୍ବରୁ ୧୯୧୭ ମସିହା ମାର୍ଚ୍ଚ ୭ ତାରିଖ ଫାଲଗୁନ ଶୁକ୍ଲ ଚତୁର୍ଦ୍ଦଶୀ ଦିନ ସେ ଇହଧାମ ତ୍ୟାଗ କରିଥିଲେ ।
 
== ଆଧାର ==