"ବଳଦେବଜୀଉ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ using AWB
୩୧ କ ଧାଡ଼ି:
}}
 
'''ବଳଦେବଜୀଉ ମନ୍ଦିର''' [[କେନ୍ଦ୍ରାପଡ଼ା]] ସହରର ୨ କି.ମି. ଦକ୍ଷିଣ ପଶ୍ଚିମକୁ, ଇଚ୍ଛାପୁର ଗାଁର କେନ୍ଦ୍ରରେ ଅବସ୍ଥିତ । ଏହା [[ଓଡ଼ିଶା|ଓଡ଼ିଶାର]] ଐତିହାସିକ କିର୍ତ୍ତୀରାଜିମାନଙ୍କ ଭିତରେ ଅନ୍ୟତମ । ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ତିଆରି ହୋଇଥିବାର ଅନୁମାନ କରାଯାଏ । ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି କୁହାଯାଏ । <ref>{{cite web | url=http://ignca.nic.in/asi_reports/orkendrapara001.pdf| title=Baladev Jew Temple, Ichapur Dist Kendrapara | publisher=Indira Gandhi National Centre for the Arts| accessdate=April 30, 2012 |}}</ref> ଦୁଇଏକର ୬ ଡ଼େସିମିଲ ପରିମିତ ସ୍ଥାନରେ ଅବସ୍ଥିତ ଏଇ ମନ୍ଦିର ଦୁଇ ଭାଗରେ ବିଭକ୍ତ । ଗୋଟିଏ ପାଖରେ ବିଭିନ୍ନ ମନ୍ଦିର ରହିଛି ଓ ଅନ୍ୟ ପାଖଟି ଉଦ୍ୟାନ । <ref>{{cite web | url=http://www.orissaspider.com/resources/2408-Baladev-Jew-Temple-Kendrapara.aspx | title=Baladev Jew Temple Kendrapara | publisher=Orissa Spider | accessdate=September 21, 2011 | author=Madhusmita}}</ref> ଏହି ମନ୍ଦିରର ପାଚେରୀ ୧୪ ଫୁଟ ଉଚ୍ଚ ।
<!--== ଅବସ୍ଥିତି ==
ଦ୍ରାଘିମା : 86026’21”E, ଅକ୍ଷାଂଶ : 20029’05” N
୫୦ କ ଧାଡ଼ି:
ମନ୍ଦିର ବେଢ଼ାରେ ଥିବା ଅନ୍ୟ ପ୍ରମୁଖ ମନ୍ଦିର ଗୁଡ଼ିକ ହେଲେ ଅଷ୍ଟଶମ୍ଭୁ ମନ୍ଦିର, ବୈକୁଣ୍ଠନାଥ ମନ୍ଦିର, କନକ ଦୁର୍ଗା ମନ୍ଦିର, ପାଦପଦ୍ମ ମନ୍ଦିର, ନବଗ୍ରହ ମନ୍ଦିର, ବାସୁଦେବ ମନ୍ଦିର, ଶ୍ରୀଗଣେଶ ମନ୍ଦିର, ରେବତୀ ମନ୍ଦିର, ତୁଳସୀ ମନ୍ଦିର, କଳ୍କୀ ମନ୍ଦିର, ଷଡ଼ଭୁଜ ଗୌରାଙ୍ଗ ମନ୍ଦିର ଓ ଶ୍ରୀରାମ ମନ୍ଦିର।
ଝୁଲଣ ଗୃହ, ରତ୍ନଭଣ୍ଡାର, ସ୍ନାନ ମଣ୍ଡପ, ମୁକ୍ତି ମଣ୍ଡପ ଆଦି ଆଉ କିଛି ସଂରଚନା ମଧ୍ୟ ବେଢ଼ା ଭିତରେ ରହିଛି।
ଭକ୍ତମାନେ ବସି ପ୍ରସାଦ ସେବନ କରିବା ପାଇଁ ବେଢା ଭିତରେ ଆନନ୍ଦ ବଜାର ରହିଛି।
 
== ବେଶ ==
୧୦୧ କ ଧାଡ଼ି:
 
== ପ୍ରସାଦ (ଧୂପ) ==
ଏଇ ମନ୍ଦିରରେ ଦିଅଁ ମାନଙ୍କଦିଅଁମାନଙ୍କ ପାଇଁ ୩ଟି ଧୂପ ଓ ୫ଟି ଅବକାଶ ରହିଛି।
* ସକାଳ ଧୂପ: ୯ଟାରୁ ୧୦ଟା
* ମଧ୍ୟାହ୍ନ ଧୂପ: ୧୧ଟାରୁ ୧୨ଟା
୧୦୮ କ ଧାଡ଼ି:
* ବଡ଼ ସିଂହାର ଧୂପ: ୯ଟା ୩୦ରୁ ୧୦ଟା
 
କେନ୍ଦ୍ରାପଡ଼ା ଅଞ୍ଚଳ [[ରସାବଳି]] ପାଇଁ ପ୍ରସିଦ୍ଧ। ତେଣୁ ଏଇ ମନ୍ଦିରରେ ରସାବଳି ପ୍ରସାଦ ଠାକୁରଙ୍କୁ ଅର୍ପଣ କରାଯାଏ। ଏହାଛଡ଼ା, ବଉଳ ଘଣ୍ଟିଆ, ଚଉରାଶୀ ବ୍ୟଞ୍ଜନ, ମକର ଚାଉଳ, ପୁର କାକରା, ପୋଟଳୀ ପିଠା, ଚିପା କାକରା, କରଞ୍ଜି, ଖଜା, ଲଡୁ, ଖୁଡୁମା, ଛେନା କାକରା ଇତ୍ୟାଦି ପ୍ରସାଦ ଚଢ଼ାଯାଏ।
 
== ବଳଦେବଙ୍କ ସ୍ତୁତି ==