"ଓଡ଼ିଆ ବିଜ୍ଞାନ କାହାଣୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ using AWB
 
୧ କ ଧାଡ଼ି:
{{Odia Sahitya1}}
{{Main|ବିଜ୍ଞାନ କାହାଣୀ}}
'''ବିଜ୍ଞାନ କାହାଣୀ''' ବିଜ୍ଞାନଭିତ୍ତିକ ଓ କଳ୍ପିତ [[କାହାଣୀ]], [[ଗପ]] ବା [[ଉପନ୍ୟାସ]]କୁ ବୁଝାଇଥାଏ । ଏଥିରେ [[ବିଜ୍ଞାନ]] ଓ [[କାରିଗରୀ ବିଜ୍ଞାନ]]ର ବିଷୟ, ଭବିଷ୍ୟତର ଆଧାରରେ କଳ୍ପନା ପ୍ରସୂତ [[ଆଦିଭୌତିକ ଘଟଣା]], <!--[[supernatural]]-->ପୃଥିବୀ ବାହାରେ ଜୀବନ ଓ ଜୀବ ମାନଙ୍କଜୀବମାନଙ୍କ ଅଦ୍ଭୁତ କାହାଣୀ ଆଦି ସ୍ଥାନ ପାଇଥାଏ ।<ref>{{cite web | author = Marg Gilks, Paula Fleming, and Moira Allen | title = Science Fiction: The Literature of Ideas | work = | publisher =WritingWorld.com | year =2003 | url = http://www.writing-world.com/sf/sf.shtml | accessdate = }}</ref> [[ଓଡ଼ିଆ ଭାଷା]]ରେ ଅନେକ ଜଣାଶୁଣା ବିଜ୍ଞାନ କାହାଣୀ ଲେଖାଯାଇଅଛି ।
 
== ଧାରାବାହିକ ଓଡ଼ିଆ ବିଜ୍ଞାନ କାହାଣୀ ==