"ପ୍ରଜାତନ୍ତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ clean up, replaced: ମାନଙ୍କ → ମାନଙ୍କ (2) using AWB
୭ କ ଧାଡ଼ି:
| type =
| format =
| owners = ପ୍ରଜାତନ୍ତ୍ର ପ୍ରଚାର ସମିତି<ref> http://www.oddissa.com/legendsoforissa.html</ref>
| founder = [[ହରେକୃଷ୍ଣ ମହତାବ|ଡକ୍ଟର ହରେକୃଷ୍ଣ ମହତାବ]]
| publisher = ଭର୍ତ୍ତୃହରି ମହତାବ
୩୭ କ ଧାଡ଼ି:
 
== ଇତିହାସ ==
'''ପ୍ରଜାତନ୍ତ୍ର''' ୨ ଅକ୍ଟୋବର ୧୯୨୩ ରୁ ଏକ ସାପ୍ତାହିକ ଖବରକାଗଜ ରୁପେ ପ୍ରଥମେ [[ବାଲେଶ୍ଵର]]ରୁ ଏହାର ପ୍ରକାଶନ ଆରମ୍ଭ କରାଯାଇଥିଲା । ଇଁରେଜ ସରକାରଙ୍କ 'ପ୍ରେସ ଅର୍ଡିନାନ୍ସ' କୁ ବିରୋଧ କରି ୨୮ ଡିସେମ୍ବର ୧୯୩୦ ଏହାର ପ୍ରକାଶନ ବନ୍ଦ କରାଯାଇଥିଲା । ୮ ଅଗଷ୍ଟ ୧୯୪୭ ରୁ ଏହା ପୁଣି ଏକ ଦୈନିକ ଖବରକାଗଜ ରୁପେ ପ୍ରକାଶ ପାଇବାକୁ ଲାଗିଲା । '''ପ୍ରଜାତନ୍ତ୍ର''', [[ହରେକୃଷ୍ଣ ମହତାବ|ଡକ୍ଟର ମହତାବ]]ଙ୍କମହତାବଙ୍କ ନେତୃତ୍ବରେ [[ଓଡ଼ିଶା]] ରାଜ୍ୟ ପୁନ୍ନଗଠନରେ ଏକ ମୁଖ୍ୟ ଭୁମିକା ଗ୍ରହଣ କରିଥିଲା । ସେ ସମୟରେ ସାମ୍ବାଦିକ ମାନଙ୍କସାମ୍ବାଦିକମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ସଂସ୍ଥା ରୁପେ ମଧ୍ଯ '''ପ୍ରଜାତନ୍ତ୍ର''' କାର୍ଯ୍ୟ କରୁଥିଲା, ଯେଉଁଠାରୁ ପ୍ରଶିକ୍ଷଣ ଲାଭ କରିଥିବା ବହୁ ସାମ୍ବାଦିକ ମାନେ ପରବର୍ତୀ ସମୟରେ ବହୁ ଗୁରୁତ୍ବପୁର୍ଣ ରାଜନୈତିକ ଓ ସାମାଜିକ ଦାୟିତ୍ଵ ବହନ କରିଥିଲେ । <ref> http://orissa.gov.in/e-magazine/orissaannualreference/ORA-2005/pdf/history_of_pres.pdf</ref> [[ଓଡ଼ିଶା]]ର [[ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନଙ୍କରମୁଖ୍ୟମନ୍ତ୍ରୀମାନଙ୍କର ତାଲିକା|ପୂର୍ବତନ ମୁଖ୍ୟମନ୍ତ୍ରୀ]] ଓ [[ଆସାମ]]ର ଏବେକାର ରାଜ୍ୟପାଳ [[ଜାନକୀ ବଲ୍ଲଭ ପଟ୍ଟନାୟକ]] ୧୯୫୨ ରୁ ୧୯୬୭ ଯାଏଁ '''ପ୍ରଜାତନ୍ତ୍ର'''ର ସମ୍ପାଦକ ରୁପେ କାର୍ଯ୍ୟ କରିଛନ୍ତି ।
 
== ସାମାଜିକ କାର୍ଯ୍ୟ ==
'''ପ୍ରଜାତନ୍ତ୍ର''' [[ଓଡ଼ିଶା]]ରଓଡ଼ିଶାର ସାହିତ୍ୟିକ ଓ ସାମାଜିକ ପରିବେଶକୁ ବହୁଳ ଭାବେ ପ୍ରଭାବିତ କରିଆସିଛି। <ref>http://orissa.gov.in/e-magazine/Orissareview/Sept2004/englishPdf/growth.pdf </ref> ପ୍ରଜାତନ୍ତ୍ର ପ୍ରଚାର ସମିତି ସ୍ଵାଧୀନତା ପରବର୍ତୀ ସମୟରେ [[ଓଡ଼ିଆ ସାହିତ୍ୟ]]ର ଉନ୍ନତି ତଥା ପ୍ରଚାର କ୍ଷେତ୍ରରେ ବଳିଷ୍ଠ ଭୁମିକା ଗ୍ରହଣ କରି ଆସିଛି ।<ref name="Datta1988">{{cite book|author=Amaresh Datta|title=Encyclopaedia of Indian Literature: devraj to jyoti|url=http://books.google.com/books?id=zB4n3MVozbUC&pg=PA1740|accessdate=17 July 2012|year=1988|publisher=Sahitya Akademi|isbn=978-81-260-1194-0|pages=1740–}}</ref> [[ଓଡ଼ିଆ ସାହିତ୍ୟ]] କ୍ଷେତ୍ରରେ ଉତ୍କୃଷ୍ଟ ଅବଦାନ ପାଇଁ ପ୍ରଜାତନ୍ତ୍ର ପ୍ରଚାର ସମିତି ତରଫରୁ ପ୍ରତିବର୍ଷ ବିଷୁବ ପୁରସ୍କାର ପ୍ରଦାନ କରାଯାଇଥାଏ । <ref>http://orissa.gov.in/e-magazine/orissaannualreference/ORA-2005/pdf/state_awards_and_other_awards.pdf </ref>
 
== ଆଧାର ==