"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାନଙ୍କ → ମାନଙ୍କ (11) using AWB
୩୭ କ ଧାଡ଼ି:
 
<!--Eighth century to Twelfth century: The writers of the Charyapada, some of them were definitely from the tract of land comprising Orissa. Oriya Natha Literature: The Bratakathas -->
ଭାରତର ସବୁଠୁ ପୁରୁଣା ଭାଷା [[ପାଳି ଭାଷା|ପାଳି]]ରୁ [[ଓଡ଼ିଆ ଭାଷା|ଓଡ଼ିଆ]]ର ତିଆରି । ୨୦୦୦ ବର୍ଷରୁ ଅଧିକ ଆଗରୁ ଓଡ଼ିଶାରେ [[ବୁଦ୍ଧ]]ଙ୍କ ଜନ୍ମ, ଧର୍ମପ୍ରଚାର ଓ [[ବୌଦ୍ଧ ଧର୍ମ]]ର ବିକାଶ କାଳରେ [[ପାଳି ଭାଷା]] ହିଁ ଥିଲା [[ଓଡ଼ିଆ ଭାଷା]] ତିଆରିର ମୂଳଦୁଆ ଯାହାକି ଆଧୁନିକ [[ଓଡ଼ିଆ ଭାଷା]]ର ମୂଳଦୁଆ । <ref>[http://www.odia.org/articles/harvardLecture.pdf ହାରଭାଡ଼ ଭାଷଣ]</ref> ଓଡ଼ିଶା ଏବଂ ଏହାର ସୀମାନ୍ତରାଜ୍ୟମାନଙ୍କରସୀମାନ୍ତ ରାଜ୍ୟମାନଙ୍କର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ତାମ୍ରଫଳକ ଏବଂ ପଥରରେ ଖୋଦିତ ଲେଖାମାନଙ୍କରୁ ଖ୍ରୀଷ୍ଟାବ୍ଦ ୭୦୦ ରୁ ୧୦୦୦ ଶତାବ୍ଦୀ ମଧ୍ୟରେ ଉକ୍ତ ଭାଷାର ପ୍ରଚଳନ ଥିବାର ସ୍ଵଷ୍ଟ ପ୍ରମାଣ ମିଳିଛି । ଏହା ବ୍ୟତୀତ ନେପାଳରୁ ସଂଗ୍ରହ କରାଯାଇଥିବା ବୌଦ୍ଧଧର୍ମୀ ଚର୍ଯାପଦମାନଙ୍କ ପଦ୍ୟରଚନା ଗୁଡିକ ମଧ୍ୟରୁ ଏହି ସମୟରେ [[ଓଡ଼ିଆ ଭାଷା]]ର ଆଦ୍ୟାବସ୍ଥାର ପରିଚୟ ମିଳିଅଛି । ଆଦିଯୁଗରେ ଓଡ଼ିଆ ଭାଷା ଏବେକାର ଓଡ଼ିଆ ଭାଷା ପରି ନଥିଲା । ଅଷ୍ଟମ-ନବମ ଶତାବ୍ଦୀର ଓଡ଼ିଆ [[ପାଳି ଭାଷା]]ର ଅନୁରୂପ ଥିଲା । ସେତେବେଳେ ଆର୍ଯ୍ୟମାନଙ୍କ ଓଡ଼ିଶା ଆଗମନ ହେତୁ ଅନେକ ଓଡ଼ିଆ ଶବ୍ଦ ସଂସ୍କୃତ ଦେଇ ପ୍ରଭାବିତ ହେଲା ଓ ଶବ୍ଦ ଗଢଣରେ ବଦଳ ଆସିଲା । ଏହି ପରିବର୍ତ୍ତିତ ଶବ୍ଦ ସବୁ କ୍ରମେ ସଂସ୍କୃତ ଭାଷା ଭଣ୍ଡାରକୁ ଉନ୍ନତ କରିଛି । ସେତେବେଳର ଓଡ଼ିଶା ବ [[କଳିଙ୍ଗ]] ଭୂଖଣ୍ଡ ଭିତରେ ଆଜିର [[ଓଡ଼ିଶା]], [[ପଶ୍ଚିମବଙ୍ଗ|ବଙ୍ଗଳା]], [[ବିହାର]] ଓ [[ଆସାମ]] ଆଦି ଥିଲା, ତେଣୁ ଓଡ଼ିଆ ଭାଷା ଏ ସବୁ ଅଞ୍ଚଳର ଭାଷା ଓ ସାହିତ୍ୟକୁ ବହୁ ଭାବରେ ପ୍ରଭାବିତ କରିଥିଲା । ଏହି କାଳର ପାଳି ଭାଷାକୁ କେହି ସାନ୍ଧ୍ୟ ଭାଷା କହିଥାନ୍ତି । ଏଥିରେ ଲିଖିତ ଗୀତିକବିତା କେତେକ ମିଳିଅଛି ଯାହାକୁ [[ଚର୍ଯାଗୀତି]] ବା [[ଚର୍ଯାଗୀତିକା]] କୁହାଯାଏ । [[ବୌଦ୍ଧ ଧର୍ମ|ବୌଦ୍ଧ]] [[ସିଦ୍ଧ]] କବିମାନେ ଏସବୁର ରଚନା କରିଥିଲେ । ଏଗୁଡ଼ିକ ଆକାରରେ ଖୁବ ଛୋଟ । [[କାହ୍ନୁ ପା]], [[ଲୁଇ ପା]], [[ସବରି ପା]], [[ହାଡୁ ପା]], [[କୁକୁରି ପା]] ଏହି କାଳର କବି । ଧନସି, ରାମତରି, ମାଳସିରି, ବରାଡ଼ି ଆଦି ରାଗରେ ଏସବୁ ଲେଖା । ଏସବୁ ଭଲ ଭାବରେ ବୋଲାଯାଇପାରେ ଓ ନିତାନ୍ତ ସରଳ ଓ ମୌଳିକ ଭାଷାରେ ଲିଖିତ । ଏହି କବିତା ଗୁଡ଼ିକରେ ଶବର, ଶବରୁଣୀ, ଜହ୍ନାକ୍ଷେତ, କପାବୁଣିବା, ସୁନା, ବେଙ୍ଗ ଆଦିର ରୂପକ ବା ପ୍ରତୀକ ଛବି ରହିଅଛି ।
 
ଏହି [[ଚର୍ଯାଗୀତି]] ବା ଚରିଜାଗିତି ସବୁ [[ଓଡ଼ିଆ ଭାଷା|ଓଡ଼ିଆ]], ବଙ୍ଗଳା, ଅସିମିଆ ଓ ମୈଥିଳି ସାହିତ୍ୟର ଆଦିରୂପ ବୋଲି କୁହାଯାଏ । ଏହି ଯୁଗକୁ ସିଦ୍ଧସାହିତ୍ୟର ଯୁଗ ବା ଚରିଜାଗିତିର ଯୁଗ କୁହାଯାଏ ।