"କ୍ଷୀରଚୋରା ଗୋପୀନାଥ ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Aditya Mahar (ଆଲୋଚନା | ଅବଦାନ) →ଆଧାର: -{{Odisha-geo-stub}} |
ଟିକେ clean up, replaced: ମାନଙ୍କ → ମାନଙ୍କ using AWB |
||
୪୨ କ ଧାଡ଼ି:
}}
'''କ୍ଷୀରଚୋରା ଗୋପୀନାଥ ମନ୍ଦିର''' ରେମୁଣା ରେ ଅବସ୍ଥିତ । ଏହା [[ବାଲେଶ୍ଵର]]ଠାରୁ ୯ କିମି ପୂର୍ବରେ ହାଉଡ଼ା ଓ [[ଭୁବନେଶ୍ଵର]] ମଝିରେ ପଡ଼େ । [[ରେମୁଣା]] ନାମଟି ରମଣୀୟ ଶବ୍ଦରୁ ଆସିଛି ଜାହାର ଅର୍ଥ ସୁନ୍ଦର । କ୍ଷୀରଚୋରା ଗୋପୀନାଥ ମନ୍ଦିର ଓଡ଼ିଶାର ହିନ୍ଦୁ
== ଇତିହାସ ==
୪୯ କ ଧାଡ଼ି:
== '''କିମ୍ବଦନ୍ତୀ''' ==
[[ଫାଇଲ:KhiraChoraGopinath.jpg
କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ସୀତାଙ୍କୁ ଗଙ୍ଗାରେ ସ୍ନାନ କରାଇବା ଉଦ୍ଦ୍ୟେଶ୍ୟରେ ଏଠାରେ ଗଙ୍ଗାଙ୍କୁ ସ୍ମରଣ କରି ସାତଟି ଶର ମୁନରେ ସପ୍ତରେଖା ନଦୀ ଖନନ କରିଥିଲେ , ଅଧୁନା ଏହା ନାଳରେ ପରିଣତ ହୋଇଛି ।<ref name=PradiptaDas/>
କୁହାଯାଏ ଥରେ ଜଣେ ଭକ୍ତ ମାଧବେନ୍ଦ୍ର ପୁରୀ, ବୃନ୍ଦାବନର ତାଙ୍କର ସେବିତ ଠାକୁର ଶ୍ରୀ ଗୋପାଳଙ୍କ ପାଇଁ ଜଗନ୍ନାଥ [[ପୁରୀ]]ରୁ ମଲୟ ଚନ୍ଦନ ନେବା ଉଦେଶ୍ୟରେ ବୃନ୍ଦାବନରୁ ଚାଲି ଚାଲି ଆସି ରେମୁଣା ଗୋପୀନାଥ ମନ୍ଦିରରେ ବିଶ୍ରାମ କରିଥିଲେ । ଗୋପୀନାଥଙ୍କ ଠାରେ ଲାଗିଥିବା କ୍ଷୀରଭୋଗ(ଅମୃତକେଳି)କୁ ଦେଖି ଭୋଗ ପାଇବାର ଇଚ୍ଛା ହୋଇଥିଲା । କିନ୍ତୁ ସେ ଅଯାଚିତ ହୋଇଥିବାରୁ ମନର ଇଚ୍ଛା ପ୍ରକାଶ କଲେ ନହିଁ । ଶ୍ରୀ ଗୋପୀନାଥ ଭକ୍ତର ମନକଥା ଜାଣିପାରି ବାରଟି କ୍ଷୀରଭୋଗ ମଧ୍ୟରୁ ଗୋଟିଏ କ୍ଷୀରଭୋଗ ତାଙ୍କ ପିନ୍ଧିଥିବା ଧୋତିତଳେ ଲୁଚାଇ ରଖି ପୂଜକ କୁ ଅର୍ଦ୍ଧରାତ୍ରିରେ ଉଠାଇ ଭକ୍ତ ମାଧବେନ୍ଦ୍ରଙ୍କୁ କ୍ଷୀରଭୋଗ ଦେଇଆସିବା ପାଇଁ ନିର୍ଦେଶ ଦେଲେ । ପୂଜକ ଉଠି ସ୍ନାନକରି ସତକୁ ସତ ଦେଖିଲେ ଗୋପୀନାଥଙ୍କ ଧୋତିତଳେ କ୍ଷୀରଭୋଗଟିଏ ଅଛି । ସେ ତୁରନ୍ତ କ୍ଷୀରଭୋଗଟି ନେଇ ଅନତି ଦୂରରେ ବସି କୀର୍ତନ କରୁଥିବା ମାଧବେନ୍ଦ୍ରଙ୍କୁ ଦେଇଥିଲେ । ମାଧବେନ୍ଦ୍ର ପୁରୀ ସେଇ କ୍ଷୀରଭୋଗ ପାଇ ଆନନ୍ଦରେ ନୃତ୍ୟ କରି ମୁର୍ଚ୍ଛିତ ହୋଇପଡ଼ିଲେ, ପୁଣି ଉଠି ନିଜକୁ ଧିକାର କଲେକି ପ୍ରଭୁ ଗୋପୀନାଥ ତାଙ୍କ ପାଇଁ ରାତ୍ରି ଅନିଦ୍ରା ରହି ଏତେ କଷ୍ଟ କଲେ । ତତ୍ପରେ ସେ ପ୍ରତିଷ୍ଠା ଭୟରେ ସକାଳ ହେବା ପୂର୍ବରୁ ରେମୁଣା ଛାଡି
== '''ବିଗ୍ରହ''' ==
[[ଫାଇଲ:
ଭଗବାନ ଗୋପୀନାଥଙ୍କ ଡାହାଣରେ ମଦନମୋହନ ଓ ବାମରେ ଗୋବିନ୍ଦ ଅଛନ୍ତି । ମଦନମୋହନ ଓ ଗୋବିନ୍ଦଙ୍କୁ ଶ୍ରୀ ରସିକାନନ୍ଦ ପ୍ରଭୁ ୩୫୦ ବର୍ଷ ତଳେ ତାଙ୍କର ଶିଷ୍ୟ ତିହିଡି ସାମନ୍ତ ରାଜାଙ୍କ ଦ୍ଵାରା ପ୍ରତିଷ୍ଠା କରାଇଥିଲେ । ତା ପୂର୍ବରୁ କେବଳ ଶ୍ରୀ ଗୋପୀନାଥ ଥିଲେ । ଶ୍ରୀ ଗୋପୀନାଥ ସ୍ଵୟଂଭୂ ବିଗ୍ରହ ଅଟନ୍ତି, ଯାହାଙ୍କୁ ଲାଙ୍ଗୁଳା ନରସିଂହଦେବ ତୀର୍ଥଯାତ୍ରା ଯାଇଥିବା
ସମୟରେ ସ୍ଵପ୍ନାଦେଶ ପାଇ ଚିତ୍ରକୁଟ ପର୍ବତରୁ ପୁରୀ ନେଇଯାଉଥିବା ବେଳେ ପୁଣି ସ୍ଵପ୍ନାଦେଶ ପାଇ ରେମୁଣାରେ ପ୍ରତିଷ୍ଠା କଲେ । କୁହାଜାଏ ଯେ ଏହି ଗୋପୀନାଥଙ୍କ ମୂର୍ତିଙ୍କୁ ତ୍ରେତୟା ଯୁଗରେ ଭଗବାନ ଶ୍ରୀରାମଚନ୍ଦ୍ର ସିତା ଦେବୀଙ୍କ ଅନୁରୋଧରେ ନିଜ ଧନୁତୀରରେ ଚିତ୍ରକୁଟରେ ଗଢ଼ିଥିଲେ । ସିତା ଦେବୀଙ୍କ ସ୍ପର୍ଶରେ ଏହି ମୂର୍ତି ଜୀବନ୍ତ ହୋଇଯାଇଥିଲେ, ସେହିଦିନଠାରୁ ବ୍ରହ୍ମା ପୂଜା କରୁଥିଲେ ।
ଏହି ବିରାଟ ସ୍ଵୟଂଭୂ ମୂର୍ତିଙ୍କ ପାଦତଳେ ଚାରି ଶଖାଙ୍କ ସହିତ ଗୋଚାରଣ ଦୃଶ୍ୟ, ତାହାତଳେ ଅଷ୍ଟସଖୀ ସେବାରତ ଥିବାର ଦୃଶ୍ୟ ଅଛି । ତାଙ୍କ ମସ୍ତକରେ ଶେଷଦେବ ଅଛନ୍ତି, ତିନୋଟି ଜମ୍ବୂ ଫଳ ଅଛି, ମସ୍ତକର ଉପରି ଭାଗରେ ବାମ ଓ ଡାହାଣପାର୍ଶ୍ଵରେ ଚାଣୁର ଏବଂ ମୁଷ୍ଟିକ ସହିତ ଯୁଧ୍ୟ କରୁଥିବାର ଦୃଶ୍ୟ ଅଛି । ତାଙ୍କର ନଟବର ବେଶରେ ଛନ୍ଦା ଚରଣରେ ମୁରଲୀ ବଜାଉଥିବାର ମୂର୍ତିଙ୍କୁ ଯେକେହି ଦେଖିବ ସେ ତାର ନୟନ ସହଜରେ ଫେରାଇ ପାରିବ ନହିଁ ।
== '''ଭୋଗ''' ==
୭୭ କ ଧାଡ଼ି:
{{ବାଲେଶ୍ଵର}}
{{କୃଷ୍ଣ}}
[[ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର]]
|