"କୋରାଖଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ clean up, replaced: ମାନଙ୍କ → ମାନଙ୍କ (2) using AWB
୬ କ ଧାଡ଼ି:
| origin = [[ଓଡ଼ିଶା]]
| country = {{flag|ଭାରତ}}
| region = [[ଭୁବନେଶ୍ଵର]], [[ଓଡ଼ିଶା]]
| creator =
| course =
୧୫ କ ଧାଡ଼ି:
}}
 
'''{{PAGENAME}}''' ଏକ [[ଓଡ଼ିଆ ଖାଦ୍ୟ]] ଯାହା [[ଖଇ]], [[ଗୁଡ଼]] ଓ [[ନଡ଼ିଆ]]ରୁ ତିଆରି କରାଯାଇଥାଏ । [[ଓଡ଼ିଶା]] ର [[ରାଜଧାନୀ]] [[ଭୁବନେଶ୍ଵର]] ଏହି ଖାଦ୍ୟ ପାଇଁ ଜଣାଶୁଣା । [[ଓଡ଼ିଶା]]ର ମନ୍ଦିରଓଡ଼ିଶାର ମାନଙ୍କରେମନ୍ଦିରମାନଙ୍କରେ ଏହା ଭୋଗ ଭାବରେ ମଧ୍ୟ ମିଳିଥାଏ । ମହାପ୍ରଭୁ [[ଲିଙ୍ଗରାଜ]]ଙ୍କୁ ଭକ୍ତ ମାନଙ୍କଭକ୍ତମାନଙ୍କ ଦେଇ କୋରାଖଇ ଅର୍ପଣ କରାଯାଇଥାଏ ।<ref>[http://khordha.nic.in/lingaraj/lingaraj.htm LORD LINGARAJA, OFFERINGS]]</ref>
 
== ଉପାଦାନ ==
* [[ଖଇ]]
* [[ଗୁଡ଼]] ବା [[ଚିନି]]
* [[ନଡ଼ିଆ]]
* [[ଗୁଜୁରାତି]] [[ଅଳେଇଚ]]
 
== ତିଆରି ପ୍ରଣାଳୀ ==
''ରାସେଣି/ସିରା ତିଆରି'':
:ଏଥି ପାଇଁ [[ଗୁଡ଼]] ବା [[ଚିନି]]କୁ ଗରମ ପାଣିରେ ମିଳାଇ ବହଳିଆ ରାସେଣି ତିଆରି କରାଯାଇଥାଏ । ସେଥିରେ [[ଗୁଜୁରାତି]] [[ଅଳେଇଚ]] ଓ ଖଣ୍ଡ [[ନଡ଼ିଆ]] ମିଶାଯାଇଥାଏ ।
''କୋରା ତିଆରି'':
:କୋରା ବା କୋରାଖଇ ପାଇଁ ଏହି ରାସେଣିରେ ଖଇ ଗୋଳାଇ ଘଣ୍ଟାଯାଇଥାଏ ଯେମିତି ଏହା ସବୁ ଖଇ ସହ ଭଲଭାବରେ ଲାଗିଯିବ । ଏହା ପରେ ଏହି [[ଉଖୁଡ଼ା]]କୁ ହାତରେ ବା ଏକ ପାତ୍ର ସାହାଯ୍ୟରେ ଚାପି ବଡ଼ ବଡ଼ ଖଣ୍ଡ ତିଆରି କରାଯାଇଥାଏ ।
"https://or.wikipedia.org/wiki/କୋରାଖଇ"ରୁ ଅଣାଯାଇଅଛି