"ଜନନୀ ସୁରକ୍ଷା ଯୋଜନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ମାଂଚ → ମାଞ୍ଚ using AWB
୧ କ ଧାଡ଼ି:
''ଜନନୀ ସୁରକ୍ଷା ଯୋଜନା'' (JSY) ଭାରତ ସରକାରଙ୍କର ଏକ ଯୋଜନା ଯାହା ୨୦୦୫ ଅପ୍ରେଲ ୧୨ରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦ୍ଘାଟନ କରାଯାଇଥିଲା ।<ref>[http://www.nrhm.maharashtra.gov.in/schjsy.htm Janani Suraksha Yojana - NRHM | Government of Maharashtra]</ref> ଏକ ନିରାପଦ ପ୍ରସବ ଯୋଜନା, ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ବାସ୍ଥ୍ୟ ମିଶନ (NRHM) ଅଧିନରେ କାର୍ଯ୍ୟକାରୀ ହେଉଛି । ଏହା ୧୦୦ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା । ଏହି ଯୋଜନାରେ ସରକାରୀ ଡାକ୍ତରଖାନାରେ ବିନା ଖର୍ଚ୍ଚରେ ପ୍ରସବ, ଜନ୍ମ ପରବର୍ତ୍ତୀ ଯତ୍ନ ସହିତ ଆର୍ଥିକ ସହାୟତା ସୁବିଧା ମଧ୍ୟ ମିଳିଥାଏ ।<ref name="FAQs">{{cite web|title=MoFHW FAQs|url=http://www.mohfw.nic.in/WriteReadData/l892s/FEATURES%20FREQUENTLY%20ASKED%20QUESTIONS.pdf|accessdate=11 March 2015}}</ref>
 
==ଉଦ୍ଦେଶ୍ୟ ==
୧୨ କ ଧାଡ଼ି:
== ଯୋଜନାର ବୈଶିଷ୍ଟ୍ୟ ==
ଏହି ଯୋଜନା ଅନ୍ତର୍ଗତ ରାଜ୍ୟମାନେ ଯେଉଁମାନଙ୍କର ''ନିମ୍ନ ଅଭିବୃଦ୍ଧି ହାର'' (LPS)ଅଟେ ସେମାନେ ହେଲେ : [[ଉତ୍ତରପ୍ରଦେଶ]], [[ରାଜସ୍ଥାନ ]], [[ଉତ୍ତରାଞ୍ଚଳ]], [[ବିହାର]], [[ଝାରଖଣ୍ଡ]], [[ଓଡ଼ିଶା]], [[ମଧ୍ୟ ପ୍ରଦେଶ]], [[ଛତିଶଗଡ଼]], [[ଆସାମ]],ଏବଂ [[ଜାମ୍ମୁ ଏବଂ କାଶ୍ମୀର]]
ଏବଂ ବାକି ସବୁ ରାଜ୍ୟ ମାନେ ''ଉଚ୍ଚ ଅଭିବୃଦ୍ଧି ହାର'' (HPS) ଅନ୍ତର୍ଭୁକ୍ତ ଅଟନ୍ତି । ସେହି ରାଜ୍ୟମାନଙ୍କରେ ଜନନୀଙ୍କୁ ମିଳୁଥିବା ଆର୍ଥିକ ସହାୟତା ନିମ୍ନରେ ଦିଆଗଲା:
 
* ଗ୍ରାମାଂଚଳଗ୍ରାମାଞ୍ଚଳ ପାଇଁ:<ref>[http://www.mohfw.nic.in/NRHM/RCH/guidelines/JSY_guidelines_09_06.pdf Janani Suraksha Yojana - NRHM]</ref> -
{| class="wikitable"
|-
୩୫ କ ଧାଡ଼ି:
 
== ଯୋଜନା ରୂପାୟନ ==
ଏହି ଯୋଜନାର ସଫଳ ରୂପାୟନ ପାଇଁ ପ୍ରତିମାସରେ ସମସ୍ତ [[ଆଶା]]କର୍ମୀଆଶାକର୍ମୀ, ଏଏନଏମ ଅଧିନରେ କାର୍ଯ୍ୟକରୁଥିବା ସମସ୍ତ କର୍ମୀ ଏଏନଏମଙ୍କ ଅଧିନରେ ସମୀକ୍ଷା କରନ୍ତି ଏବଂ ପ୍ରତିମାସରେ କୌଣସି ଏକ ଦିନ ନିଜ ଏଏନଏମ ପରିଚାଳନା କ୍ଷେତ୍ରରେ ଥିବା [[ଅଙ୍ଗନଵାଡି]]କେନ୍ଦ୍ରରେ ସଭା ଆୟୋଜନ କରନ୍ତି । ସରକାରୀ ସ୍ତରରେ ପର୍ଯ୍ୟବେକ୍ଷଣ ପାଇଁ ସରକାର ପ୍ରଦତ୍ତ ଏକ ଫର୍ମାଟରେ ମାସିକ ରିପୋର୍ଟ ଏବଂ ବାର୍ଷିକ ରିପୋର୍ଟ ମଧ୍ୟ ବିଭାଗରେ ପୈଠ କରିବାକୁ ହୋଇଥାଏ ।
 
==ବାହାର ଲିଙ୍କ==