"ବିଧାନ ସଭା ସଭ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ବିଧାନସଭା ପାଇଁ ସଦସ୍ୟ ବ୍ୟବସ୍ଥା: clean up, replaced: ବିଶିଷ୍ଟ → ବିଶିଷ୍ଠ using AWB
ଟିକେ →‎ବିଧାନସଭା ପାଇଁ ସଦସ୍ୟ ବ୍ୟବସ୍ଥା: clean up, replaced: ବିଶିଷ୍ଠ → ବିଶିଷ୍ଟ using AWB
୪ କ ଧାଡ଼ି:
ଓଡ଼ିଶା ବିଧାନସଭାରେ ସଭ୍ୟସଂଖ୍ୟା [[ଓଡ଼ିଶାର ବିଧାନସଭା ନିର୍ବାଚନ ମଣ୍ଡଳୀ ତାଲିକା|୧୪୭]], ତନ୍ମଧ୍ୟରୁ ୨୨ ଓ ୩୪ଟି ଆସନ ଯଥାକ୍ରମେ [[ଅନୁସୂଚିତ ଜାତି]] ଓ [[ଅନୁସୂଚିତ ଜନଜାତି]] ବା [[ଆଦିବାସୀ]]ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୧ଟି ଆସନ [[ସାଧାରଣ ବର୍ଗ]]ଙ୍କ ପାଇଁ ଉଦ୍ଦିଷ୍ଟ ।
== ବିଧାନସଭା ପାଇଁ ସଦସ୍ୟ ବ୍ୟବସ୍ଥା ==
ରାଜ୍ୟ ବିଧାନସଭାର ସଦସ୍ୟ ମାନେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୋଇଥାନ୍ତି । ପ୍ରତ୍ୟେକ ଅଠର ବର୍ଷ ବା ତତୋଧିକ ବୟସର ନାଗରିକମାନେ ମତଦାନ କରି ଲୋକପ୍ରତିନିଧି ଚୟନ କରିଥାନ୍ତି । ପ୍ରତି ରାଜ୍ୟ ବିଧାନସଭାର ଆସନ ସଂଖ୍ୟା ଯେତିକି ଥାଏ ସମାନ ସଂଖ୍ୟକ ଏକ-ସଭ୍ୟ ବିଶିଷ୍ଠବିଶିଷ୍ଟ ଆଞ୍ଚଳିକ ନିର୍ବାଚନ ମଣ୍ଡଳୀରେ ବିଭକ୍ତ କରାଯାଇଥାଏ । ପ୍ରତି ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ପ୍ରାର୍ଥୀ ନିର୍ବାଚିତ ହୋଇଥାନ୍ତି ।
== ବିଧାନସଭା ସଭ୍ୟପଦ ପାଇଁ ଆବଶ୍ୟକୀୟ ଯୋଗ୍ୟତା ==
ବିଧାନସଭା ସଭ୍ୟ ପଦ ପାଇଁ ପ୍ରତି ପ୍ରାର୍ଥୀଙ୍କର ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ ।