"ଭଦ୍ରକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ using AWB
ଟିକେ →‎ନାମକରଣ: clean up, replaced: ବିଶିଷ୍ଠ → ବିଶିଷ୍ଟ using AWB
୨୬ କ ଧାଡ଼ି:
* ଭଦ୍ରକ ଶବ୍ଦ ଭଦ୍ରୌକଃ ଶବ୍ଦର ଅପଭ୍ରଂଶ। ‘ଭଦ୍ର’ (ମଙ୍ଗଳ ବା ଉତ୍ତମ) ଓ ‘ଓକଃ’ (ବାସସ୍ଥାନ) ଏଇ ଦୁଇଟି ଶବ୍ଦକୁ ମିଶାଇ ତିଆରି ହୋଇଥିବା ଶବ୍ଦ ହେଲା ଭଦ୍ରୌକଃ। ଏହାର ଉଚ୍ଚାରଣ ସୁଗମ ନ ହୋଇଥିବାରୁ କାଳକ୍ରମେ ଏହା ଭଦ୍ରକ ଶବ୍ଦରେ ପରିଣତ ହୋଇଛି।
* ଆକବରଙ୍କ ଶାସନ କାଳରେ ଓଡ଼ିଶା ଯେଉଁ ତିନିଟି ଡିଭିଜନରେ ବିଭକ୍ତ ହୋଇଥିଲା ତନ୍ମଧ୍ୟରୁ ‘ବୃଦରକ’ ହେଉଛି ଗୋଟିଏ। ସେହି ବୃଦରକ ଆଧୁନିକ ଭଦ୍ରକ ବୋଲି କେହି କେହି ମତ ଦେଇଥାନ୍ତି।
* ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ନାମାନୁସାରେ ଏହାର ନାମକରଣ ହୋଇଛି ବୋଲି ବିଶିଷ୍ଠବିଶିଷ୍ଟ ସାହିତ୍ୟିକ [[ନିତ୍ୟାନନ୍ଦ ମହାପାତ୍ର]] ତାଙ୍କ ସନ୍ଦର୍ଭ ‘ଜନ୍ମ ଓ ଜନ୍ମଭୂମି’ରେ ଉଲ୍ଲେଖ କରିଛନ୍ତି।
* ଭଦ୍ରକସ୍ଥ ଚରମ୍ପା ଖ୍ରୀ.ପୂ.୪୪୦ରେ ଚମ୍ପାନଗର ନାମକ ସମୃଦ୍ଧିଶାଳୀ ରାଜ୍ୟରୂପେ ପରିଚିତ ଥିଲା। ସେଠାକର ଶାସକ ଥିଲେ [[ଜୈନ ଧର୍ମ]] ଅବଲମ୍ବୀ ରାଜା ଦଧିବାମନ। ମଗଧ ରାଜାଙ୍କର ସେନାପତି ଭଦ୍ରିକ ତାଙ୍କୁ ପରାସ୍ତ କରିଥିଲେ। ଭଦ୍ରିକଙ୍କ ନାମାନୁସାରେ ଏହି ଜାଗାର ନାମକରଣ ହୋଇଛି ବୋଲି ମଧ୍ୟ ଜଣାଯାଏ।<ref>[[ରାମନାରାୟଣ ରାୟ - ମା ଭଦ୍ରକାଳୀ]], ପୃଷ୍ଠା:୭୩</ref>
== ଇତିହାସ ==
"https://or.wikipedia.org/wiki/ଭଦ୍ରକ"ରୁ ଅଣାଯାଇଅଛି