"କୁସୁମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ, ମୁଖ୍ଯ → ମୁଖ୍ୟ using AWB
ଟିକେ clean up, replaced: ବିଶିଷ୍ଠ → ବିଶିଷ୍ଟ using AWB
୧୬ କ ଧାଡ଼ି:
[[File:Carthamus tinctorius MHNT.BOT.2011.3.34.jpg|thumb|''Carthamus tinctorius'' - [[MHNT]]]]
 
'''କୁସୁମ''' (ଉଦ୍ଭିଦ ବିଜ୍ଞାନ ନାମ '''''Carthamus tinctorius''''' କାର୍ଥାମସ ଟିଂଟୋରିୟସ) ହେଉଛି ଏକ ବହୁଶାଶା ଯୁକ୍ତ ଗୁଳ୍ମ ଜାତୀୟ, ସପୁଷ୍ପକ, ଦ୍ୱୀବୀଜପତ୍ରୀ, ବର୍ଷଜୀବୀ ଉଦ୍ଭିଦ। ସଂସ୍କୃତ ଭାଷାରେ ଏହାକୁ କସୁମ୍ଭ ବୋଲି କୁହାଯାଏ। ଏହି ଗଛର ମଞ୍ଜିରୁ ତେଲ ଆହରଣ କରିବାପାଇଁ ମୁଖ୍ୟତଃ ଏହାକୁ ଚାଷ କରାଯାଏ। ଏହି ଗଛ ୩୦ ରୁ ୫୦ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଠବିଶିଷ୍ଟ ହୋଇଥାଏ। ଏହାର ଫୁଲ ହଳଦିଆ, କମଳା ବା ଲାଲ ରଙ୍ଗର ହୋଇଥାଏ। ଏହି ଗଛର ପ୍ରତ୍ୟେକ ଶାଖାରେ ୧ ରୁ ୫ଟି ଯାଏ ଫୁଲ ହୋଇଥାଏ ଓ ପ୍ରତ୍ୟେକ ଫୁଲରେ ୧୫ରୁ ୨୦ଟି ଲେଖାଁ ମଂଜି ରହିଥାଏ।
 
==ଉପଯୋଗ==
"https://or.wikipedia.org/wiki/କୁସୁମ"ରୁ ଅଣାଯାଇଅଛି