"ସମୁଦ୍ରଗୁପ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ using AWB
ଟିକେ clean up, replaced: ବିଶିଷ୍ଠ → ବିଶିଷ୍ଟ using AWB
୩୨ କ ଧାଡ଼ି:
|place of burial =
|}}
'''ସମୁଦ୍ରଗୁପ୍ତ''', ଗୁପ୍ତବଂଶର ଜଣେ ଶ୍ରେଷ୍ଠ ଶାସକ ଥିଲେ । ସେ ଏକାଦିକ୍ରମେ ଜଣେ ଦିଗବିଜୟୀ,ସୁଶାସକ, କବି ଓ ସଙ୍ଗିତଜ୍ଞ ରୂପେ ପ୍ରସିଦ୍ଧ ଥିଲେ । କୁଶାଣ ବଂଶର ପତନପରେ ଉତ୍ତର [[ଭାରତ]] ତ୍ରମଶଃ ଅନେକ କ୍ଷୁଦ୍ର ସ୍ଵାଧୀନ ରାଜ୍ୟରେ ବିଭକ୍ତ ହେବାପରେ ଭାରତର ରାଜନୈତିକ ଏକତା ଓ ସଂହିତା ବ୍ୟାହତ ହୋଇଥିଲା । କିନ୍ତୁ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ପ୍ରାରମ୍ଭରେ ଗୁପ୍ତ୍ରବଂଶର ଅଭ୍ୟୁଦୟ ଫଳରେ ଭାରତରେ ଶାନ୍ତି ଶୃଙ୍ଖଳା ତଥା ରାଜନୈତିକ ଏକତା ପୁନଃପ୍ରତିଷ୍ଠିତ ହୋଇଥିଲା । ସମ୍ଭବତଃ ୩୩୫ ଖ୍ରୀଷ୍ଟାବ୍ଦରେ ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୁତ୍ର ସମୁଦ୍ରଗୁପ୍ତ ସିଂହାସନ ଆରୋହଣ କରିଥିଲେ । [[ଆଲାହାବାଦ]] ସ୍ତମ୍ଭଲେଖରୁ ତାଙ୍କର ରାଜତ୍ଵ ବିଶେଷତଃ ଦିଗବିଜୟ ସମ୍ଭନ୍ଧରେ ବହୁ ତଥ୍ୟ ଜଣାଯାଏ । ସମୁଦ୍ରଗୁପ୍ତଙ୍କ ରାଜସଭାର ବିଶିଷ୍ଠବିଶିଷ୍ଟ କବି ତଥା ସନ୍ଧିବିଗ୍ରହିକ ( ପ୍ରତିରକ୍ଷା ମନ୍ତ୍ରୀ) ହରିସେଣଙ୍କ ଦ୍ଵାରା ଏହି ସ୍ତମ୍ଭଲେଖର ପ୍ରଶସ୍ତି ରଚିତ ହୋଇଥିଲା । <ref>http://www.preservearticles.com/2011081610824/complete-biography-of-samudragupta-the-greatest-ruler-of-india.html</ref>
== ସାମ୍ରାଜ୍ୟ ବିସ୍ତାର ==
ଜଣେ ଦିଗବିଜୟୀ ବୀର ରୂପେ ସମୁଦ୍ରଗୁପ୍ତ ଅସାଧାରଣ ପ୍ରତିଭାର ପରିଚୟ ଦେଇଥିଲେ । ସେ ଆର୍ଯ୍ୟାବର୍ତ୍ତର (ଉତ୍ତର ଭାରତ) ରୁଦ୍ରଦେବ, ନାଗଦତ୍ତ,ଗଣପତିନାଗ ପ୍ରଭୃତି ନଅ ଜଣ ଶାସକଙ୍କୁ ପରାସ୍ତକରି ନରୱ୍ଆର, ବେଶନଗର,ପଦ୍ମାବତୀ,[[ଗ୍ବାଲିୟର]] ଆଦି ରାଜ୍ୟ ଅଧୀକାର କରିଥିଲେ ।