"ମହାତ୍ମା ଗାନ୍ଧୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
clean up, replaced: ବିଶିଷ୍ଠ → ବିଶିଷ୍ଟ, ୤ → । using AWB
ଟିକେ (clean up, replaced: ବିଶିଷ୍ଟ → ବିଶିଷ୍ଠ using AWB)
ଟିକେ (clean up, replaced: ବିଶିଷ୍ଠ → ବିଶିଷ୍ଟ, ୤ → । using AWB)
 
=== ପ୍ରଥମ ଗସ୍ତ: ୧୯୨୩ ମାର୍ଚ୍ଚ ୨୩, କଟକ ===
[[ଗୋପବନ୍ଧୁ ଦାସ|ଗୋପବନ୍ଧୁଙ୍କ]] ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଗାନ୍ଧୀଜୀ ୨୩ ମାର୍ଚ୍ଚ ୧୯୨୩ ପ୍ରତ୍ୟୁଷରୁ ପତ୍ନୀ କସ୍ତୁରବା, କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ଅନୁଚରଙ୍କ ସହ [[କଟକ]] ରେଳ ଷ୍ଟେସନରେ ପହଞ୍ଚିଥିଲେ । ଉତ୍କଳମଣି ଗୋପବନ୍ଧୁଙ୍କ ସମେତ କଟକର ବହୁ ବିଶିଷ୍ଠବିଶିଷ୍ଟ ବ୍ୟକ୍ତି ଓ କର୍ମୀମାନେ ଗାନ୍ଧିଜୀଙ୍କୁ ଏକ ପୁରୁଣା ଫୋର୍ଡ଼ ମୋଟର କାରରେ କଟକର ସ୍ଵରାଜ ଆଶ୍ରମକୁ ଘେନି ଯାଇଥିଲେ । ସେହିଦିନ ସନ୍ଧ୍ୟାରେ କଟକ [[କାଠଯୋଡ଼ି ନଦୀ|କାଠଯୋଡ଼ି ନଦୀର]] ଗଣେଶଘାଟ ନିକଟସ୍ଥ ବାଲିଶଯ୍ୟା ଉପରେ ଗୋପବନ୍ଧୁଙ୍କ ଉଦ୍ୟମରେ କଟକବାସୀଙ୍କ ତରଫରୁ ଗାନ୍ଧିଜୀଙ୍କ ଅଭ୍ୟର୍ଥନା ଉଦ୍ଦେଶ୍ୟରେ ଏକ ବିରାଟ ସାଧାରଣ ସଭା ଆୟୋଜିତ ହୋଇଥିଲା । ସେହି ସାଧାରଣ ସଭାରେ ଗାନ୍ଧୀଜୀଙ୍କ ବାଣୀକୁ ଗ୍ରହଣ କରି ବହୁଛାତ୍ର [[ଅସହଯୋଗ ଆନ୍ଦୋଳନ|ଅସହଯୋଗ ଆନ୍ଦୋଳନରେ]] ଯୋଗ ଦେଇଥିଲେ । ଏହି କ୍ରମରେ ଗାନ୍ଧୀଜୀ ମାର୍ଚ୍ଚ ୨୬ତାରିଖରେ [[ପୁରୀ|ପୁରୀରେ]] ପହଞ୍ଚି, ସମୁଦ୍ର ବାଲିରେ ଏକ ବିରାଟ ସାଧାରଣ ସଭାରେ ଉଦ୍‌ବୋଧନ ଦେବାପରେ, ୨୭ ତାରିଖ ଦିନ ଗୋପବନ୍ଧୁଙ୍କ ଗହଣରେ [[ପୁରୀ ଜିଲ୍ଲା|ପୁରୀ ଜିଲ୍ଲାର]] କେତେକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଗସ୍ତ କରିଥିଲେ ।
 
=== ଦ୍ଵିତୀୟ ଗସ୍ତ: ୧୯୨୫ ଅଗଷ୍ଟ ୧୯, କଟକ ===
[[ମଧୁସୂଦନ ଦାସ|ଉତ୍କଳଗୌରବ ମଧୁସୂଦନଙ୍କ]] ନିମନ୍ତ୍ରଣ କ୍ରମେ ୧୯୨୫ ଅଗଷ୍ଟ ୧୯ତାରିଖରେ ଗାନ୍ଧୀଜୀ ପୁନର୍ବାର କଟକରେ ପଦାର୍ପଣ କରିଥିଲେ । ଏହି ଅବସରରେ ମଧୁବାବୁଙ୍କ ପ୍ରତିଷ୍ଠିତ ଉତ୍କଳ ଟାନେରୀ ନାମକ ଜୋତା କାରଖାନାଟି ପରିଦର୍ଶନ କରି ମୁଗ୍ଧ ହୋଇଥିଲେ ଓ [[ଅହମଦାବାଦ|ଅହମ୍ମଦାବାଦସ୍ଥିତ]] ସାବରମତୀ ଆଶ୍ରମରେ ଏଭଳି ଏକ କାରଖାନା ପ୍ରତିଷ୍ଠା ପାଇଁ ମନସ୍ଥ କରିଥିଲେ । ଏହି ଅବସରରେ କଟକ ଉପକଣ୍ଠରେ ଅବସ୍ଥିତ ଏକ କୁଷ୍ଠାଶ୍ରମ ପରିଦର୍ଶନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ୤କରିଥିଲେ ।
 
=== ତୃତୀୟ ଗସ୍ତ: ୧୯୨୭ ଡିସେମ୍ବର ୨୧, କଟକ ===
୧,୭୦୩

ଗୋଟି ସମ୍ପାଦନା