"ଭଞ୍ଜନଗର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ using AWB |
ଟିକେ →ଦର୍ଶନୀୟ ସ୍ଥାନ: clean up, replaced: ବିଶିଷ୍ଠ → ବିଶିଷ୍ଟ using AWB |
||
୬୪ କ ଧାଡ଼ି:
== ଇତିହାସ ==
==ଦର୍ଶନୀୟ ସ୍ଥାନ==
ଭଞ୍ଜନଗର ସହରରେ ଥିବା ଜଳଭଣ୍ଡାର ନିକଟରେ ୧୭ଏକର ପରିମିତ ଜାଗାରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଅବସ୍ଥିତ । ଏହି ଶିଶୁ ଉଦ୍ୟାନ ନିକଟରେ ବେଲଗଛରେ ଭରପୁର ଥିବା ଏକ ପାହାଡ଼ ଉପରେ, ୬୧ଫୁଟ ଉଚ୍ଚତା
ଏହି ମୂର୍ତ୍ତି ଓଡ଼ିଶାର ଉଚ୍ଚତମ (ଭାରତର ସପ୍ତମ) ଶିବ ମୂର୍ତ୍ତି ।<ref>{{cite web |url= http://www.orissabarta.com/index.php?option=com_content&view=article&id=12859:worlds-7th-largest-statue-siva-statue-belaeswar-mahadev&catid=44:tourism&Itemid=87 |title= World's 7th largest Siva statue Beleswar Mahadev}}</ref> ଏହାଛଡ଼ା ମୂର୍ତ୍ତିଠାରୁ ଅଳ୍ପ ଦୂରରେ ଚନ୍ଦ୍ରଶେଖର ଶିବ ମନ୍ଦିର ଅବସ୍ଥିତ । ଫୁଲବାଣି, ଚିଲିକା ହ୍ରଦ, ଗୋପାଳପୁର୍ ଆଉ ପୁରୀ ଏଠାର ନିକଟତମ ଦର୍ଶନୀୟ ସ୍ଥଳୀ ଅଟନ୍ତି । ଗରମ ଦିନରେ ଏହି ସହରର ତାପମାତ୍ରା ୩୦ ଡିଗ୍ରୀ ଠାରୁ ୩୭ ଡିଗ୍ରୀ ସେଲସିଅସ୍ ମଧ୍ୟରେ ରହେ । ସାଧାରଣତଃ ଜାନୁଆରି ମାସରେ ୨୩ ଡିଗ୍ରୀ , ଫେବୃଆରି ମାସରେ ୨୪ ଡିଗ୍ରୀ , ମାର୍ଚ୍ଚ୍ ମାସରେ ୨୮ ଡିଗ୍ରୀ , ଅପ୍ରେଲ୍ ମାସରେ ୩୦ ଡିଗ୍ରୀ ଆଉ ମେ ମାସରେ ୩୧ ଡିଗ୍ରୀ ଏହି ସହରର ତାପମାତ୍ରା ରହେ । <ref>[http://www.onefivenine.com/india/villag/Ganjam/Bhanjanagar " Weather and Climate of Bhanjanagar Tehsil "] onefivenine</ref> ।ଭଂଜନଗର ର ବାଇପାସ୍ ରୋଡ଼ ରେ ସାଇବାବାଙ୍କ ମନ୍ଦିର ଅଛି ।
|