"ଭାରତୀୟ ମୁଦ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ (2) using AWB
ଟିକେ →‎୨୫ ପଇସା: clean up, replaced: ବିଶିଷ୍ଠ → ବିଶିଷ୍ଟ (2) using AWB
୩୯ କ ଧାଡ଼ି:
<!--ପଚିଶ ପଇସା ମୁଦ୍ରା ଫେରୋଟିକ୍ ଷ୍ଟେନ୍‌ଲେସ୍‌ ଷ୍ଟିଲ ଧାତୁରେ ନିର୍ମିତ । ଏହାର ଓଜନ ୨.୮୩ ଗ୍ରାମ| ଏହାର ବ୍ୟାସ ୧୯ ମି.ମି. ଓ ଆକୃତି ଗୋଲାକାର ।-->
 
ଆଧୁନିକ ୨୫ ପଇସାର ପ୍ରଚଳନ ୧୯୫୫ ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ଏହାକୁ ୧୬ ଅଣାର ଏକ ଚତୁର୍ଥାଂଶ ଚାରି ଅଣା ବା ଚାରଣା ବା ଚାରଣି କୁହାଯାଉଥିଲା । ୧୮୩୦ ମସିହାରେ, ବିଲିୟମ ଚତୁର୍ଥଙ୍କ ଶାସନ ସମୟରେ ପ୍ରଥମେ ରୁପା ତିଆରି ଚାରିଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ୧୮୪୦ମସିହାରେ ରାଣୀ ଭିକ୍ଟୋରିଆ ଭାରତର ସାମ୍ରାଜ୍ଞୀ ଭାବେ ଭୂଷିତ ହେବା ପରେ ଏହି ରୁପାମୁଦ୍ରାକୁ ଅଧିକ ଆକର୍ଷଣୀୟ କରାଯାଇଥିଲା । ୧୯୧୯ ମସିହାରେ ରୁପା ବଦଳରେ ନିକେଲ ତିଆରି ଚାରି ଅଣା ମୁଦ୍ରା ପ୍ରଚଳନ କରାଯାଇଥିଲା । ଏହି ମୁଦ୍ରା ଉପରେ ସମ୍ରାଟ ପଞ୍ଚମ ଜର୍ଜଙ୍କ ଛବି ରହିଥିଲା । ଦେଶ ସ୍ବାଧିନ ହେବା ପରେ ୧୯୫୦ ମସିହା ଅଗଷ୍ଟ ୧୫ରେ ନୂତନ ମୁଦ୍ରା ପ୍ରଚଳନ ହୋଇଥିଲା, ଯେଉଁଥିରେ ନିକେଲ ନିର୍ମିତ ଚାରଣି ଥିଲା । ୧୯୫୭ ମସିହା ଏପ୍ରିଲ ୧ ତାରିଖରେ ଇଣ୍ଡିଆନ କଏନେଜ ଆକ୍ଟ ଲାଗୁ ହେବା ପରେ ଆସିଲା ଚାରଣିର ନୂଆ ରୁପ – ୫ ଗ୍ରାମ ଓଜନ ବିଶିଷ୍ଠବିଶିଷ୍ଟ ୨୫ ନୂଆ ପଇସା । ୧୯୮୮ ରେ କଳଙ୍କିହିନ ଇସ୍ପାତ ନିର୍ମିତ ଓ ୨.୮୩ ଗ୍ରାମ ଓଜନ ବିଶିଷ୍ଠବିଶିଷ୍ଟ ୨୫ ପଇସା । ୨୦୦୨ ମସିହାରେ ଶେଷଥର ପାଇଁ ନୂଆ ପଚିଶି ପଇସା ବଜାରକୁ ଆସିଥିଲା ।
 
* ୨୦୧୧ମସିହା ଜୁଲାଇ ପହିଲା ଠାରୁ ଭାରତର ରିଜର୍ଭ ବ୍ୟାଙ୍କ ପଚିଶ ପଇସାର ପ୍ରଚଳନ ବନ୍ଦ କରି ଦେଇଛନ୍ତି ।