Content deleted Content added
|
|
}}
ଭାରତରତ୍ନ - ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ । ୧୯୫୪ରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ଉପାଧି ସହ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ ଆରମ୍ଭ ହୋଇଥିଲା । ଯେକୌଣସି ଜାତି, ବୃତ୍ତି (ଜୀବନ ସହ ଜଡ଼ିତ ସବୁ କ୍ଷେତ୍ରରେ ମହାନ ଅବଦାନ), ପାହ୍ୟା କିମ୍ବା ଲିଙ୍ଗର ବ୍ୟକ୍ତି ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି । <!--ସବୁକ୍ଷେତ୍ରରେ ପାରଦର୍ଶିତା ତଥା ଦେଶର ମାନ ଓ ଗୌରବ ବୃଦ୍ଧି କରିଥିବା ବ୍ୟକ୍ତିଙ୍କୁ ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପାଇଁ ମନୋନିତ କରାଯାଇଥାଏ । କେବଳ ଭାରତୀୟଙ୍କୁ ଏହା ପ୍ରଦାନ କରାଯିବ ବୋଲି କୌଣସି ଲିଖିତ ନିୟମ ନାହିଁ । --> ଭାରତରତ୍ନ ନିମନ୍ତେ ପ୍ରଧାନ ମନ୍ତ୍ରୀ [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତିଙ୍କ]] ନିକଟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଠବିଶିଷ୍ଟ ବ୍ୟକ୍ତିଙ୍କ ନାମ ସୁପାରିଶ କରିଥାନ୍ତି । ପ୍ରତିବର୍ଷ ଅତିବେଶିରେ ୩ଜଣଙ୍କୁ ଭାରତରତ୍ନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସମ୍ମାନ ସ୍ଵରୂପ ଏକ ପ୍ରଶଂସାପତ୍ର ଏବଂ ପଦକ ପ୍ରଦାନ କରାଯାଏ । ରାଷ୍ଟ୍ରପତି ନିଜେ ଏହି ସମ୍ମାନ ପ୍ରଦାନ କରନ୍ତି । ଅଦ୍ୟାବଧି ୪୧ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇସାରିଛି ।
୩୫ମିଲିମିଟର ବେଧ ବିଶିଷ୍ଠବିଶିଷ୍ଟ ପତ୍ରଆକୃତି ସ୍ଵର୍ଣ୍ଣପଦକଟିର ଗୋଟିଏ ପାଖ ଓସ୍ତପତ୍ରରେ ଅଙ୍କିତ ସୂର୍ଯ୍ୟଚିତ୍ରଓ ତା’ତଳକୁ ଦେବନାଗରୀ ଲିପିରେ ଭାରତରତ୍ନ ଲେଖାଯାଇଥିଲା ବେଳେ ଅନ୍ୟ ପାଖଟିରେ ଭାରତର ଜାତୀୟ ପ୍ରତୀକ ଶୋଭା ପାଇଥାଏ । ୫୧ ମିଲିମିଟର ଓସାର ବିଶିଷ୍ଠବିଶିଷ୍ଟ ଧଳାଫିତାରେ ଏହାକୁ ମନୋନୀତ ବ୍ୟକ୍ତିଙ୍କ ବେକରେ ଝୁଲାଇ ସମ୍ମାନିତ କରାଯିବାର ବିଧି ରହିଛି । ଆରମ୍ଭ ହେବା ସମୟରେ ମରଣୋତ୍ତର ଭାବେ ଏହାକୁ ଦିଆ ନ ଯିବାକୁ ସ୍ଥିର କରାଯାଇଥିଲେ ହେଁ ପରେ ଏଥିରେ ସଂଶୋଧନ କରାଯାଇ ମରଣୋତ୍ତର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଭାରତର ଏହି ସର୍ବୋଚ୍ଚ ସମ୍ମାନ କେବଳ ଭାରତୀୟଙ୍କୁ ପ୍ରଦାନ କରାଯିବାକୁ ଲିଖିତ ନିୟମ ନ ଥିବାରୁ ଖାନ ଅବଦୁଲ ଗଫର ଖାଁ (୧୯୮୭), ମଦର ଟେରେସା (୧୯୮୦) ଏବଂ ନେଲସନ ମଣ୍ଡେଲା (୧୯୯୦) ଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ୧୯୯୨ରେ ସୁଭାସ ଚନ୍ଦ୍ର ବୋଷଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିଲା, ମାତ୍ର ତାଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ପ୍ରାମାଣିକ ତଥ୍ୟ ନଥିବାରୁ ଏହି ଘୋଷଣାକୁ ପ୍ରତ୍ୟାହାର କରିନିଆଯାଇଥିଲା । ସେହି ପରି ବିଶିଷ୍ଠବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଆବୁଲ କାଲାମ ଆଜାଦଙ୍କୁ ଯେତେବେଳେ ଭାରତରତ୍ନ ପ୍ରଦାନ ପାଇଁ ମନୋନିତ କରାଗଲା, ସେତେବେଳେ ସେ ଭାରତରତ୍ନ ପାଇଁ ଉଦ୍ଦିଷ୍ଟ ଚୟନମଣ୍ଡଳୀରେ ସଦସ୍ୟ ଥିବା ଯୋଗୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେକରିଥିଲେ । ପରେ ତାଙ୍କ ମୃତ୍ୟୁ ପରେ ୧୯୯୨ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
<!--କଳା, ସାହିତ୍ୟ ଏବଂ ବିଜ୍ଞାନର ଉନ୍ନତି କଳ୍ପେ ବିରଳ ସେବା ଏବଂ ଜନସେବା କ୍ଷେତ୍ରରେ ମହାନ ଅବଦାନ ଲାଗି ଅସାଧାରଣ ଦକ୍ଷତା ଥିବା ଲୋକମାନେ ଏହି ସମ୍ମାନ ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରନ୍ତି |-->
|| [[ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ]]||୧୮୭୮-୧୯୭୨|| (୧୯୫୪)|| ସ୍ଵାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ତଥା ଶେଷ ଭାରତୀୟ ଗଭର୍ଣ୍ଣର ଜେନେରାଲ, [[ପଶ୍ଚିମବଙ୍ଗ]]ର ପୂର୍ବତନ ରାଜ୍ୟପାଳ, ମାଡ୍ରାସର ମୁଖ୍ୟମନ୍ତ୍ରୀ
|-
|| ସି. ଭି. ରମଣ||୧୮୮୮-୧୯୭୦|| ୧୯୫୪|| ଡକ୍ଟର ଚନ୍ଦ୍ରଶେଖର ଭେଙ୍କଟ ରମଣ ନୋବେଲ ପୁରସ୍କାର ବିଜୟୀ ବିଶିଷ୍ଠବିଶିଷ୍ଟ ପଦାର୍ଥବିଜ୍ଞାନୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବାଙ୍ଗାଲୋର ର ପ୍ରତିଷ୍ଠାତା ।
|-
|| [[ଜବାହରଲାଲ ନେହେରୁ]]||୧୮୮୯-୧୯୬୪||୧୯୫୫|| ପଣ୍ଡିତ ଜହାହାରଲାଲ ନେହେରୁ ସ୍ଵାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ
|| [[ରବି ଶଙ୍କର]] ||୧୯୨୦-୨୦୧୨||୧୯୯୯ || ପଣ୍ଡିତ ରବି ଶଙ୍କର ସିତାର ବାଦକ
|-
|| ଅମର୍ତ୍ତ୍ୟ ସେନ||[୧୯୩୩]||୧୯୯୯|| ନୋବେଲ ଅର୍ଥନୀତି ପୁରସ୍କାର ବିଜୟୀ ବିଶିଷ୍ଠବିଶିଷ୍ଟ ଅର୍ଥନୀତିଜ୍ଞ
|-
|| ଗୋପୀନାଥ ବର୍ଦ୍ଦୋଳି||୧୮୯୦-୧୯୫୦||୧୯୯୯-ମରଣୋତ୍ତର|| ଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଳି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ
|