"ବାଲ ଠାକରେ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Aditya Mahar (ଆଲୋଚନା | ଅବଦାନ) |
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ using AWB |
||
୨୭ କ ଧାଡ଼ି:
'''ବାଲ କେଶବ ଠାକରେ''' ([[Marathi language|ମରାଠୀ]]: बाळ केशव ठाकरे; {{IPA-mr|ʈʰakəɾe}}; ୨୩ ଜାନୁଆରୀ ୧୯୨୬ – ୧୭ ନଭେମ୍ବର ୨୦୧୨) ଜଣେ [[ଭାରତ|ଭାରତୀୟ]] ରାଜନୀତିଜ୍ଞ ଓ ସେ ଦ୍ଵାରା ଶିବ ସେନା ଗଠନ କରିଥିଲେ । ମରାଠୀଙ୍କ ପାଇଁ ସ୍ଵତନ୍ତ୍ର ରାଜ୍ୟ ଗଠନ ଲାଗି ହୋଇଥିବା '''ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନ'''ର ଜଣେ ସକ୍ରିୟ ସଦସ୍ୟଭାବେ ତାଙ୍କ ପିତାଙ୍କ ଯୋଗଦାନ ଠାକରେଙ୍କୁ ଅନ୍ୟାୟ ବିରୁଦ୍ଧରେ ଲଢିବାକୁ ଖୋରାକ ଯୋଗାଇଥିଲା । ବମ୍ବେ ଉପରେ ତାଙ୍କର ନିୟନ୍ତ୍ରଣ ଏଭଳି ଥିଲା ଯେ ପ୍ରତିକ୍ଷେତ୍ରରେ ଲୋକେ ତାଙ୍କ ପରାମର୍ଶ ଲୋଡିବାକୁ ତାଙ୍କ ବାସଭବନ ମାତୋଶ୍ରୀରେ ପହଞ୍ଚୁଥିଲେ । ବଲିଉଡ ସହିତ ତାଙ୍କର ସମ୍ପର୍କ ଥିଲା ଅତି ଉତ୍ତମ ।
==ପରିବାର==
ଜଣାଶୁଣା ଲେଖକ କେଶବ ସୀତାରାମ ଠାକରେଙ୍କର ୪ପୁତ୍ରଙ୍କ ମଧ୍ୟରେ ଦ୍ଵିତୀୟ ପୁତ୍ର ଭାବରେ ୧୯୨୬ ଜୁନ ୨୬ ରେ [[ବମ୍ବେ]]ଠାରେ ଜନ୍ମଗ୍ରହଣ କରିଥିଲେ । <ref name="ArnoldRoger">{{cite book | editor1-first=Arnold P. |editor1-last=Kaminsky | editor2-first=Roger D. |editor2-last=Long|first=Liza |last=Weinstein |title=India Today: An Encyclopedia of Life in the Republic |contribution=Thackeray, Balsaheb Keshav | url=http://books.google.com/books?id=VVxlfDHGTFYC&pg=PA694 | accessdate=7 September 2012 | date=30 September 2011 | publisher=ABC-CLIO | isbn=978-0-313-37463-0 | pages=693–694}}</ref> ବ୍ୟକ୍ତିଗତ ଜୀବନରେ ଠାକରେଙ୍କୁ ଯେତିକି ଘଟଣା ମର୍ମାହତ କରିଥିଲା ତାହା ମଧ୍ୟରେ ଥିଲା ୧୯୯୫ ରେ ପତ୍ନୀଙ୍କ ବିୟୋଗ ଓ ୧୯୯୬ରେ ତାଙ୍କବଡ଼ ପୁଅ ବିନ୍ଦୁମାଧବଙ୍କ ସଡ଼କ ଦୁର୍ଘଟଣାରେ ବିୟୋଗ ।<ref>{{cite news|last=IANS|title=Shiv Sena chief Bal Thackeray passes away|url=http://www.ianslive.in/index.php?param=news/Thackerays_health_improving_Shiv_Sena-390666/TopStory/30|accessdate=17 November 2012|newspaper=IANS|date=17 November 2012}}</ref> ୨୦୦୫ ରେ ଜୀବନରେ ସବୁଠାରୁ ବଡ଼ ରାଜନୈତିକ ଧକ୍କା ପାଇଥିଲେ ଯେତେବେଳେ ନିଜ ପୁତୁରା ଓ ଅତି ବିଶ୍ଵସ୍ତ [[ରାଜ ଠାକରେ]] ଶିବସେନାଠାରୁ ଅଲଗା ହୋଇ ଗଢିଥିଲେ '''ମହାରାଷ୍ଟ୍ର ନବନିର୍ମାଣ ସେନା''' ।
==ରାଜନୈତିଜ୍ଞ ଜୀବନ==
ପ୍ରଶଂସକଙ୍କ ନିକଟରେ ବମ୍ବେର [[ବାଘ]] ପରିଚିତ ବାଲ ଠାକରେ
==ଆଧାର==
|