"ଭଦ୍ରକ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
clean up, replaced: ବିଶିଷ୍ଟ → ବିଶିଷ୍ଠ using AWB
ଟିକେ (clean up, replaced: ବିଶିଷ୍ଟ → ବିଶିଷ୍ଠ using AWB)
|subdivision_name = [[ଭାରତ]]
|subdivision_type1 = [[ଭାରତର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ|ରାଜ୍ୟ]]
|subdivision_name1 = [[ଓଡ଼ିଶା]]
|subdivision_type2 = [[ଓଡ଼ିଶାର ଲୋକସଭା ନିର୍ବାଚନ ମଣ୍ଡଳୀ ତାଲିକା|ଲୋକସଭା]]
|subdivision_name2 = [[ଭଦ୍ରକ (ଲୋକସଭା ନିର୍ବାଚନ ମଣ୍ଡଳୀ)|ଭଦ୍ରକ]]
| population_total = ୧୫,୦୬,୫୨୨
| population_as_of = ୨୦୧୧
| population_rank = [[ଓଡ଼ିଶା]]ରେଓଡ଼ିଶାରେ ଦ୍ଵାଦଶ (୧୨/୩୦)
| population_density_km2 = 601
| population_urban = ୧,୮୫,୭୫୬
୧୫୧୪ ଖ୍ରୀଷ୍ଟାବ୍ଦରେ [[ଶ୍ରୀଚୈତନ୍ୟ]] [[ପୁରୀ]]ରୁ ପ୍ରତ୍ୟାବର୍ତ୍ତନ କରି ବିଦ୍ୟାବାଚସ୍ପତି ନାମକ ଜଣେ ଧର୍ମଯାଜକଙ୍କ ଘରେ ପାଞ୍ଚଦିନ ଅବସ୍ଥାନ କରିଥିଲେ। ଏହି ସନ୍ଥଙ୍କ ମନେ ପକାଇବାପାଇଁ ଗାଁଟିର ନାମ [[ସନ୍ଥିଆ]] ହୋଇଛି। ସେ ଛାଡ଼ିଯାଇଥିବା କନ୍ଥାଟିକୁ ଶ୍ରଦ୍ଧାଳୁମାନେ ଏବେବି ସେହି ଗାଁରେ ରଖି ପୂଜା କରୁଛନ୍ତି। ଶ୍ରୀଚୈତନ୍ୟଙ୍କ ପାଦୁକା ନିକଟସ୍ଥ [[କୁଆଁସ]] ଗ୍ରାମରେ ଏବେ ବି ପୂଜା ପାଉଛି। ଏହା ଏ ଅଞ୍ଚଳର ଲୋକମାନଙ୍କର ସାଧୁ ସନ୍ଥମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନଭାବର ନିଦର୍ଶନ।
 
୧୮୬୪ ଖ୍ରୀଷ୍ଟାବ୍ଦରେ [[ପୁରୀ]] [[ରାମାନୁଜ ମଠ]]ର ମହନ୍ତଙ୍କ ଶିକ୍ଷାଗୁରୁ ରାମାୟଣ ଦାସ [[ବୃନ୍ଦାବନ]] ଯିବା ବାଟରେ [[ସାଳନ୍ଦୀ]] ନଦୀ କୂଳରେ ଭକ୍ତମାନଙ୍କ ଭକ୍ତି ଦେଖି ବିହ୍ୱଳ ହୋଇ ଯାଇଥିଲେ। ତାଙ୍କ ପାଇଁ ମହନ୍ତେ ସେଠାରେ ସଦାବର୍ତ୍ତ ମଠ ସ୍ଥାପନ କରିଥିଲେ।
 
୧୮୮୮ ଖ୍ରୀଷ୍ଟାବ୍ଦ ନଭେମ୍ବର ୨୦ ତାରିଖରେ ମା [[ସାରଦା ଦେବୀ]] ଜଳପଥରେ [[ଚାନ୍ଦବାଲି]] ଆସିଥିଲେ। ପୁନର୍ବାର ୧୯୧୦ରେ ସେ [[ରାମେଶ୍ୱର]] ଯିବା ବାଟରେ ଭଦ୍ରକର [[କୋଠାର]]ଠାରେ ଦୁଇମାସ ଅବସ୍ଥାନ କରିଥିଲେ।
ଷୋଡ଼ଶ ଶତାବ୍ଦୀରେ ଗୁରୁ [[ନାନକ]] ପୁରୀ ଯିବା ବାଟରେ ଭଦ୍ରକରେ ଅବସ୍ଥାନ କରି ସଂଘ (ସଙ୍ଘତ)ରେ ଭାଗ ନେଇଥିଲେ। ତଦନୁସାରେ ସେ ଅଞ୍ଚଳକୁ ସଂଗତ କହିବା ସହିତ [[ନାନକ ଡ଼ିହି]] ବୋଲି ମଧ୍ୟ କୁହାଯାଏ। ଏଠାରେ ଏକ [[ଗୁରୁଦ୍ୱାରା]] ମଧ୍ୟ ସ୍ଥାପନା କରା ଯାଇଅଛି।
=== ମୁସଲମାନ ଧର୍ମ ===
୧୫୭୫ ଖ୍ରୀଷ୍ଟାବ୍ଦ ଅପ୍ରେଲ ୧୨ ତାରିଖରେ [[ଆକବର]] ଭଦ୍ରକକୁ ଏକ ସ୍ୱତନ୍ତ୍ର ଡିଭିଜନ (ସର୍କାର) ହିସାବରେ ଘୋଷଣା କରିଥିଲେ। [[କଟକ]] ଡିଭିଜନଟି [[ଦାଉଦ]]ଙ୍କ ଅକ୍ତିଆରରେ ଥିଲାବେଳେ ଭଦ୍ରକ ଓ [[ବାଲେଶ୍ୱର]] ଡିଭିଜନ [[ମୋଗଲ]]ଙ୍କ ଅଧୀନରେ ଥିଲା। [[ତୋଦରମଲ୍ଲ]] ଭଦ୍ରକରେ ଛାଉଣି ପକାଇ ବନ୍ଦୋବସ୍ତ କାର୍ଯ୍ୟ ଚଳାଇଥିଲେ। [[ଆଉରଙ୍ଗଜେବ]]ଙ୍କ ସମୟରେ କଦମ୍ବବେଡ଼ା (କୁଆଁସ)ରେ ଇଦ୍​ଗାହ ନିର୍ମାଣ ହୋଇଥିଲା।
 
== ଐତିହ୍ୟ ==
* '''ରାଧାକୃଷ୍ଣ ତାମସା :''' ମୂରଲୀ ହରଣ ଓ ବସ୍ତ୍ର ହରଣ ଆଦି ପ୍ରସଙ୍ଗର ବର୍ଣ୍ଣନା କରାଯାଇଛି।
* '''ଚଉଡ଼ା ତାମସା :''' ମେହେନ୍ତର ମାନଙ୍କର ନିଶାସେବନ ଓ ମେହେନ୍ତରାଣୀମାନଙ୍କ ସହିତ ମିଳିତ ହେବାର ବିଷୟ।
* '''ଲୋଲିନ ବାଈ ତାମସା ବା ଲୋଲିନ ମଜାବାଇ ତାମସା:''' ଦୁଇ ଜଣ ଗଣିକାଙ୍କ ସହିତ ମୋଗଲ ମାନଙ୍କର ସମ୍ପର୍କର ବର୍ଣ୍ଣନା।
 
== ଓଷାବ୍ରତ ==
== ଆଶ୍ରମ ଓ ଅନୁଷ୍ଠାନ ==
* [[ହରେକୃଷ୍ଣ ମହତାବ]]ଙ୍କଦ୍ୱାରା ୧୯୩୧ ମସିହାରେ ଆଗରପଡ଼ାଠାରେ [[ଗାନ୍ଧୀ କର୍ମମନ୍ଦିର]]
* [[ଗୁଜରାଟ]]ର ବିଶିଷ୍ଟବିଶିଷ୍ଠ ଗାନ୍ଧିବାଦୀ [[ଜୀବନରାମ କଲ୍ୟାଣଜୀ କୋଠାରୀ]]ଙ୍କ ଦାନରେ [[ଗରଦ]]ପୁରର [[ଗାନ୍ଧୀ ବାଳାଶ୍ରମ]]
* [[ଭଣ୍ଡାରୀପୋଖରୀ]]ର [[କୁମ୍ଭାରିଆ ଆଶ୍ରମ]]
* '''ସାହିତ୍ୟ ସଂସ୍କୃତି ଓ କଳାର ବିକାଶ ପାଇଁ ଗଢ଼ି ଉଠିଥିବା ଅନ୍ୟାନ୍ୟ ଅନୁଷ୍ଠାନ''': ଚାନ୍ଦବାଲିର ପୂଜ୍ୟପୂଜା ସଂସଦ, ଭଦ୍ରକ ପୂଜ୍ୟପୂଜା ସଂସଦ, ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ, ରାମେଶ୍ୱର ସାହିତ୍ୟ ସଂସଦ, ରାନ୍ଦିଆ, ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚ, ରାଣୀତାଲ ସାହିତ୍ୟ ସଂସ୍କୃତି ପରିଷଦ, ଚିନ୍ତା ଓ ଚେତନା, ଶାରଦା ବିହାର ଟ୍ରଷ୍ଟ, ଭଦ୍ରକ ଲେଖକ ସାମ୍ମୁଖ୍ୟ, ଭଦ୍ରକ ଗବେଷଣା ପରିଷଦ ଇତ୍ୟାଦି।
=== କଳାକାର ===
ବିଭିନ୍ନ କଳା କ୍ଷେତ୍ରରେ ଭଦ୍ରକ ଅଧିବାସୀମାନଙ୍କର ଦାନ ଅତୁଳନୀୟ। ଏ ଦିଗରେ କେତେକ ବିଶେଷ ବ୍ୟକ୍ତି ବିଶେଷଙ୍କ ନାମ ନିମ୍ନରେ ଦିଆଗଲା:
* [[ମୋହନ ସୁନ୍ଦର ଦେବ ଗୋସ୍ଵାମୀ]]: [[ଓଡ଼ିଶା]]ରଓଡ଼ିଶାର ପ୍ରଥମ କଥାଚିତ୍ର [[ସୀତା ବିବାହ]] (୧୯୩୪-୩୬)ର ପ୍ରଯୋଜକ।
* [[ଉଦୟନାଥ ସାହୁ]] : ଏକକ ଅଭିନୟ।
* [[ସୁବାଷ ଦାସ]] : ସଙ୍ଗୀତ କ୍ଷେତ୍ରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ସମ୍ପନ୍ନ।
==== ରାଜନୀତିଜ୍ଞ ====
* [[ମୌଲବି ଅବଦୁସ୍ ଶୋଭନ୍ ଖାଁ]], ଭଦ୍ରକରୁ ପ୍ରଥମ ମନ୍ତ୍ରୀ ଯିଏକି ଏକ ସମୟରେ ରାଜସ୍ୱ, ସ୍ୱାସ୍ଥ୍ୟ, ଆଇନ ଓ ବାଣିଜ୍ୟ ବିଭାଗ ପାଇଥିଲେ।
* ଡଃ [[ହରେକୃଷ୍ଣ ମହତାବ]] – [[ଓଡ଼ିଶା]]ରଓଡ଼ିଶାର ପ୍ରଥମ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ।
* [[ନୀଳମଣି ରାଉତରାୟ]] ଓ [[ନବକୃଷ୍ଣ ଚୌଧୁରୀ]] – ପୂର୍ବତନ ମୁଖ୍ୟମନ୍ତ୍ରୀ
* [[ଭାଗବତ ସାହୁ]] – ଜାତୀୟ ରାଜନୀତିରେ ଅଂଶଗ୍ରହଣ କରିବାରେ ଭଦ୍ରକରୁ ପ୍ରଥମ।
୧,୭୦୩

ଗୋଟି ସମ୍ପାଦନା