"ନୀଳକଣ୍ଠ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ using AWB
୩୫ କ ଧାଡ଼ି:
 
== ରଚନାବଳୀ ==
ପଣ୍ଡିତ ନୀଳକଣ୍ଠ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ଛାଡିଯାଇଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟବିଶିଷ୍ଠ ସାହିତ୍ୟିକ [[ସୁରେନ୍ଦ୍ର ମହାନ୍ତି]] ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି ।ଭାଷାବିତ ମାନଙ୍କ ମତରେ ପ୍ରଥମ ଓଡିଆ ଭାଷା ବିଜ୍ଞାନୀ ।
 
=== କବିତା ===
୪୮ କ ଧାଡ଼ି:
* ଓଡ଼ିଆ ଭାଷା ଓ ସାହିତ୍ୟ
* ସଂସ୍କୃତି ଓ ସଂସ୍କୃତି
* ଲାବଣ୍ୟବତୀର ଟୀକା
 
=== ଶିଶୁ ସାହିତ୍ୟ ===
୫୬ କ ଧାଡ଼ି:
 
=== ଅନୁବାଦ ===
"ଲର୍ଡ଼ ଟେନିସନ"ଙ୍କ କବିତାକୁ [[ଓଡ଼ିଆ ଭାଷା|ଓଡ଼ିଆ]]ରେଓଡ଼ିଆରେ ''ଦାସ ନାୟକ'' ଓ ''ପ୍ରଣୟିନୀ'' ନାମରେ ଅନୁବାଦ କରିଛନ୍ତି ।<ref>[http://www.press.uottawa.ca/book/changing-the-terms Changing the Terms, Translating in the Postcolonial Era]. ''Sherry Simon and Paul St-Pierre''. 272 pages . 6 x 9 ISBN 978-0-7766-0524-1 (November 2000)</ref>
 
=== ସାମ୍ବାଦିକତା ===
୬୪ କ ଧାଡ଼ି:
* [[ଉତ୍କଳ ସାହିତ୍ୟ ସମାଜ]]ର ଆଜୀବନ ସଭ୍ୟ<ref>http://www.eodissa.com/eminent-odia/77-eminent-writer/663-pandita-nilakantha-das-</ref>
 
ସେ ଗୀତାର [[ଓଡ଼ିଆ ଭାଷା|ଓଡ଼ିଆ]]ରେଓଡ଼ିଆରେ ଟୀକା ଲେଖିଥିଲେ । ଏହାଛଡ଼ା [[ଓଡ଼ିଆ ଭାଷା]] ଓ ଲିପିର ସୁଧାରରେ ସେ ଅନେକ ପଦକ୍ଷେପ ନେଇଥିଲେ । ବିଜ୍ଞାନ ସମ୍ମତ ବିଶୁଦ୍ଧ ଓଡିଆ ବ୍ୟାକରଣ ପୁସ୍ତକର ରଚୟିତା ।
 
== ଓଡ଼ିଶା ପ୍ରଦେଶ ଓ ଭାଷା ଆନ୍ଦୋଳନ ==
[[ଓଡ଼ିଆ ଭାଷା]]କୁ ବାକି ପଡ଼ୋଶୀ ଭାଷାଭାଷି ମାନଙ୍କ ଆକ୍ରମଣରୁ ଅଲଗା କରି ସ୍ଵତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । [[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]], [[ଗୋପବନ୍ଧୁ ଦାସ|ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ]], [[ଫକୀର ମୋହନ ସେନାପତି|ବ୍ୟାସକବି ଫକିର ମୋହନ ସେନାପତି]], [[ଗଙ୍ଗାଧର ମେହେର|ସ୍ଵଭାବ କବି ଗଙ୍ଗାଧର ମେହେର]], [[ରାଧାନାଥ ରାୟ|କବିବର ରାଧାନାଥ ରାୟ]] ଓ ଏମିତି ଅନେକ କର୍ମୀ ମାନଙ୍କ ସହ ସେ [[ଓଡ଼ିଶା|ଓଡ଼ିଶା ପ୍ରଦେଶ]] ଗଠନ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିଲେ ଯାହାର ଫଳ ସ୍ୱରୂପ '''[[ଓଡ଼ିଶା ଦିବସ|୧ ଅପ୍ରେଲ ୧୯୩୬]]'''ରେ [[ଓଡ଼ିଶା|ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ]] ଗଠିତ ହେଲା ।<ref>http://orissa.gov.in/e-magazine/Orissareview/2010/April/engpdf/31-39.pdf</ref>
 
== ସମାଜ ସଂସ୍କାର ଓ ଭାରତର ସ୍ଵାଧିନତାରେ ଭୂମିକା ==
ସେ [[ଭାରତ|ଭାରତର]] ସ୍ଵାଧିନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶ ଗ୍ରହଣ କରି ୩ ଥର ( ୨ ବର୍ଷ ୨ ମାସ ) ହଜାରୀ ବାଗ ଜେଲରେ କାରାବରଣ କରିଥିଲେ । "କେନ୍ଦ୍ର ବିଧାନ ସଭା" ଓ [[ଓଡ଼ିଶା ବିଧାନ ସଭା]]ରେ ତାଙ୍କର ଓଜସ୍ଵିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା । ସେ ଏକାଧାରରେ ଜଣେ ଦେଶ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିତ(ଦ) ଥିଲେ । ଜଣେ ସକ୍ରିୟ ସ୍ଵାଧୀନତା ସଂଗ୍ରାମୀ ଭାବରେ ସେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ଵର ଉଠାଇଥିଲେ ।<ref>http://www.orissadiary.com/personality/freedom_fighter/NilakanthaDas.asp></ref> ପଣ୍ଡିତ ନୀଳକଣ୍ଠ ଜାତିଭେଦ ମାନୁନଥିଲେ ଓ ନିଜ ଛାତ୍ରମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ । ସେତେବେଳେ ବ୍ରାହଣ ସମାଜରେ, ଦାଢୀ କାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି, ସେ ଦାଢୀ କାଟି ନିଶ ରଖିଥିଲେ । ଏଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜର ଘୋର ବିରୋଧର ସମ୍ମୁଖିନ ହୋଇଥିଲେ ଓ ତାଙ୍କୁ ଦାଢୀ ହେବାକୁ ପଡିଥିଲା । ଏହି ପ୍ରଥାକୁ ବିଦ୍ରୁପ କରି, ସେ ''ମୋ ନିଶ'' ନାମରେ ପ୍ରବନ୍ଧ ଲେଖିଥିଲେ ।
 
== ସମ୍ମାନ ==
୭୬ କ ଧାଡ଼ି:
* ଉତ୍କଳ ଗୁରୁ ଉପାଧି -୧୯୫୧<ref>ପ୍ରମେୟ ୦୫/୦୮/୨୦୧୪ ପୃଷ୍ଠା ୮</ref>
* ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୩(ତାଙ୍କର ବହି ''ଆତ୍ମଜୀବନୀ'' ନିମନ୍ତେ) <ref>http://www.odisha360.com/infopedia/4/154/nilakantha-das</ref>
* ପଦ୍ମ ଭୂଷଣ, ୧୯୬୦
 
== ଆଧାର ==