"ଚୈତନ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Nistha.aslp ଚୈତନ୍ୟ ମହାପ୍ରଭୁ ପୃଷ୍ଠାଟି ଚୈତନ୍ୟକୁ ଲେଉଟାଇଲେ
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ, ଓଡ଼ିଅା → ଓଡ଼ିଆ, ଅାନ୍ଦୋଳନ → ଆନ୍ଦୋଳନ (2) using AWB
୧୭ କ ଧାଡ଼ି:
'''ଚୈତନ୍ୟଦେବ''' (୧୪୮୬-୧୫୩୪),<ref name="gaudiyahistory.com">[http://gaudiyahistory.com/caitanya-mahaprabhu/]</ref>
ଭାରତରେ ଭକ୍ତିବାଦର ଜଣେ ଜଣାଶୁଣା ପ୍ରଚାରକ । ସେ ଗଙ୍ଗାକୂଳବର୍ତ୍ତୀ ନବଦ୍ଵୀପରେ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ଶଚୀଦେବୀ ଓ ଜଗନ୍ନାଥ ମିଶ୍ରଙ୍କ ପୁତ୍ର ରୂପେ ଦୋଳପୂର୍ଣ୍ଣମୀ ସଂଧ୍ୟା ଚନ୍ଦ୍ରଗ୍ରହଣ ସମୟରେ ୧୪୮୬ ଖ୍ରୀଷ୍ଟାବ୍ଦ ଫେବୃଅାରୀ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।<ref>http://lordcaitanya.com/prologue/en1</ref>
ଇତିହାସ ଦୃଷ୍ଟିରୁ ତାଙ୍କ ପୂର୍ବ ପୁରୁଷ ଥିଲେ ଓଡ଼ିଅାଓଡ଼ିଆ ଓ ତାଙ୍କର ଅନେକ ପାର୍ଷଦ ମଧ୍ୟ ଥିଲେ ଓଡ଼ିଶାର । ତାଙ୍କ ନାମ ଥିଲା ବିଶ୍ୱମ୍ଭର ମିଶ୍ର, ଗୌରହରି, ନିମାଇଁ, ମହାପ୍ରଭୁ ଏବଂ ସନ୍ୟାସ ନାମ ଶ୍ରୀକୃଷ୍ଣ ଚୈତନ୍ୟ । ସେ ଅଳ୍ପ ବୟସରୁ ସେ କୃଷ୍ଣଙ୍କ ନାମ ଜପ କରିବା ସହ ଭଜନ ଗାଇବା ଆରମ୍ଭ କରିଥିଲେ ।<ref>[http://vedabase.net/cc/adi/14/22/en1 CC Adi lila 14.22]</ref>
ତାଙ୍କ ଦୀକ୍ଷାଗୁରୁ ଥିଲେ ଈଶ୍ୱର ପୁରୀ ଏବଂ ସନ୍ୟାସ ଗୁରୁଙ୍କ ନାମ କେଶବ ଭାରତୀ ।<ref>[http://www.vedabase.net/tlc/17/en1 Teachings of Lord Chaitanya] "They were surprised to see Lord Chaitanya after He accepted his sannyasa order from Kesava Bharati"</ref>
==ସନ୍ନ୍ୟାସ ଜୀବନ==
ତାଙ୍କ ବଡ଼ ଭାଇ ବିଶ୍ୱରୂପ ସନ୍ୟାସ ହୋଇ ଯାଇଥିଲେ, ନିମାଇଁ ପାଠ ପଢ଼ିବା ସମୟରେ ତାଙ୍କ ପିତୃ ବିୟୋଗ ହୁଏ । ସେ ସନ୍ନ୍ୟାସ ଧର୍ମ ଗ୍ରହଣ କରିବା ପରେ ଛଅ ବର୍ଷ କାଳ ଦକ୍ଷିଣ ଭାରତରେ ଅତିବାହିତ କରିଥିଲେ ଓ ଜୀବନର ଶେଷ ୨୪ବର୍ଷ ସେ [[ପୁରୀ]]ରେ ଅତିବାହିତ କରିଥିଲେ । <ref>[http://www.gaudiya.com/index.php?topic=history History of Gaudiya Vaishnavism]. The first 6 years, he traveled extensively from Rameshavara in South India to Vrindavan in North India, sharing the message of bhakti. "Chaitanya spent the remainder of His life, another 24 years, in Jagannäth Puri in the company of some of His intimate associates, such as Svarüpa Dämodara and Rämänanda Räya"</ref>
ପୁରୀକୁ କେନ୍ଦ୍ର କରି ସେ ସମଗ୍ର ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ପରିପ୍ରସାର କରିଥିଲେ । ରାକ୍ଷସ ସ୍ୱଭାବ ଜଗାଇ ମାଧାଇଙ୍କ ଚିତ୍ତ ପରିବର୍ତ୍ତନ କରି ଦେଇଥିଲେ । ତାଙ୍କୁ [[ସଂକୀର୍ତ୍ତନ]]ର ପିତା ବୋଲି କୁହାଯାଏ, ଓଡ଼ିଶାର [[ସଂକୀର୍ତ୍ତନ]] ଗାୟକମାନେ କୀର୍ତ୍ତନ ଅାରମ୍ଭରେ "ମମ ପ୍ରାଣ ଗୌରାଙ୍ଗ ହେ' ବୋଲି ଉଚ୍ଚାରଣ କରନ୍ତି । ତାଙ୍କ ଧର୍ମ ପ୍ରଚାର ଫଳରେ ଓଡ଼ିଶା ଦୁର୍ବଳ ହୋଇଯିବା କେହି କେହି କହିଥାଅାନ୍ତି, ଏହି ମତକୁ କିନ୍ତୁ ଐତିହାସିକ ପ୍ରଭାତ ମୁଖାର୍ଜୀ ଇତ୍ୟାଦି ଖଣ୍ଡନ କରିଛନ୍ତି । ଯୁବକ ସମୟରେ ସେ ସଂସ୍କୃତ ଅଧ୍ୟାପକ ଥାଇ ଦିଗବିଜୟୀ ପଣ୍ଡିତମାନଙ୍କୁ ପରାସ୍ତ କରିଥିଲେ ମଧ୍ୟ ତାଙ୍କର ସ୍ୱଭାବ ଥିଲା ନମ୍ର । ଭାରତବର୍ଷର ବିଶିଷ୍ଟବିଶିଷ୍ଠ ପଣ୍ଡିତମାନେ ତାଙ୍କ ପ୍ରଭାବରେ କୃଷ୍ଣ ଭକ୍ତ ହୋଇଥିଲେ । ସେ ବହୁ ଭକ୍ତଙ୍କୁ [[ବିଷ୍ଣୁ]]ଙ୍କର ବିଭିନ୍ନ ଅବତାର ରୂପେ ଦର୍ଶନ ଦେଇଛନ୍ତି । ଓଡ଼ିଶାରେ ସେ ଦେଖାଇଥିବା ଷଡ଼ଭୂଜ ଗୌରାଙ୍ଗ ମୂର୍ତ୍ତିି ଓ ତାଙ୍କ ଶ୍ରୀପାଦପଦ୍ମ [[ପୁରୀ]] [[ଶ୍ରୀମନ୍ଦିର]] ବେଢ଼ାରେ ପୂଜା ପାଉଛନ୍ତି ।
 
ସେ ତାଙ୍କର ଶତ ଶତ ଗୌଡ଼ୀୟ ଓ ଉତ୍କଳୀୟ ଶିଷ୍ୟଙ୍କ ସାହାଯ୍ୟରେ ସ୍ଵ ଧର୍ମମତ ଉତ୍କଳ ଓ ବଙ୍ଗଦେଶରେ ପ୍ରଚାର କରିଥିଲେ । ଏହି ଧର୍ମର ମୂଳତତ୍ତ୍ଵ ହେଲା ପ୍ରେମ ଓ ଭଗବାନ [[କୃଷ୍ଣ]]ଙ୍କ ଠାରେ ଗଭୀର ଭକ୍ତି । ସେ ଜାତିଧର୍ମନିର୍ବିଶେଷରେ ଶିଷ୍ୟ ଗ୍ରହଣ କରୁଥିଲେ । ତାଙ୍କର ମୁସଲମାନ ଶିଷ୍ୟ ହରିଦାସ ଯବନ ହରିଦାସ ନାମରେ ପ୍ରସିଦ୍ଧ ଲାଭ କରିଥିଲେ । ଉତ୍କଳ ଓ ବଙ୍ଗର ହିନ୍ଦୁସମାଜ ତାଙ୍କ ଧର୍ମମତ ପ୍ରଚାରଦ୍ଵାରା ବିଶେଷ ଭାବରେ ପ୍ରଭାବିତ ହେଇଥିଲା ।<ref>http://www.britannica.com/EBchecked/topic/88600/Chaitanya-movement</ref><ref>http://www.scsmath.com/docs/chaitanya_mahaprabhu.html</ref>
 
ତତ୍କାଳୀନ ଶାସକଙ୍କ ବିରୋଧରେ ଅାଇନ ଅମାନ୍ୟ କୃଷ୍ଣ [[ନାମ]] [[ସଂକୀର୍ତ୍ତନ]] ଅାନ୍ଦୋଳନଆନ୍ଦୋଳନ କରି ଚାନ୍ଦକାଜୀଙ୍କୁ ସାଧୁ କରାଇ ଦେଇଥିଲେ । ଚୈତନ୍ୟ ଦେବ [[ବେଦ]] ଓ ଭାଗବତୋକ୍ତ ସାମ୍ୟବାଦର ପ୍ରବର୍ତ୍ତକ । ଜାତିଭେଦକୁ ସେ ଦୂର କରି ଯବନ ହରିଦାସ ଠାକୁରଙ୍କୁ ତାଙ୍କ ନାମ ଅାନ୍ଦୋଳନରଆନ୍ଦୋଳନର ଅାଚାର୍ଯ୍ୟ କରାଇଥିଲେ । ରାମାନନ୍ଦ ରାୟଙ୍କ ଦ୍ୱାରା ଭକ୍ତି ତତ୍ତ୍ୱର ଶିକ୍ଷା ପ୍ରଚାର କରାଇଥିଲେ । ତାଙ୍କର ଅନୁଜ ଶ୍ରୀ ରୂପ ସନାତନାଦି ବ୍ରଜର ଗୋସ୍ୱାମୀମାନେ [[ସଂସ୍କୃତ]]ରେ ବହୁ ଉଚ୍ଚକୋଟୀର ଗ୍ରନ୍ଥ ପ୍ରଣୟକରିଛନ୍ତି । ତାଙ୍କ ଦାର୍ଶନିକ ମତବାଦର ନାମ ଅଚିନ୍ତ୍ୟ ଭେଦାଭେଦବାଦ, ବେଦାନ୍ତର ଏହି ପ୍ରାଚୀନ ମତବାଦ ଉପରେ ଶ୍ରୀଚେତନ୍ୟାନୁଜ [[ଓଡ଼ିଶା]]ର ବଳଦେବ ବିଦ୍ୟାଭୂଷଣ ଗୋବିନ୍ଦ ଭାଷ୍ୟ ପ୍ରଣୟନ କରିଛନ୍ତି । ଠାକୁର [[ନିଗମାନନ୍ଦ ସରସ୍ୱତୀ]] ଚୈତନ୍ୟଙ୍କୁ ଶେଷ ଅବତାର ବୋଲି କହିଛନ୍ତି ।
 
== ଆଧାର ==
"https://or.wikipedia.org/wiki/ଚୈତନ୍ୟ"ରୁ ଅଣାଯାଇଅଛି