"ଆର୍କିଓପ୍ଟେରିକ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Saileshpat (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Coldbreeze16ଙ୍କ ଦେଇ କରାଯାଇଥିବା ଶେ...
ଟିକେ clean up, replaced: । → ।, ବିଶିଷ୍ଟ → ବିଶିଷ୍ଠ (2) using AWB
୩୭ କ ଧାଡ଼ି:
}}-->
}}
ଆର୍କିଓପ୍ଟେରିକ୍ସ କିମ୍ୱା ଉର୍ଭୋଗେଲ ହେଉଛି ଏକ ବିଲୁପ୍ତ ପକ୍ଷୀ ସଦୃଶ ଡାଇନୋସର ପ୍ରଜାତି ଯାହାକି ପର ଥିବା ଡାଇନୋସର ଓ ଆଧୁନିକ ପକ୍ଷୀଙ୍କ ମଧ୍ୟବର୍ତ୍ତୀ ପ୍ରାଣୀ । ଆର୍କିଓପ୍ଟେରିକ୍ସ ନାମଟି ଗ୍ରୀକ୍ (ଆର୍କାୟୋସ-ପୁରାତନ + ପ୍ଟେରିକ୍ସ-ପକ୍ଷ ବା ପର) । ପ୍ରାୟ ଊନବିଂଶ ଶତାବ୍ଦୀର ମଧ୍ୟରୁ ଏହା ସର୍ବପ୍ରଥମ ପକ୍ଷୀ (ଆଭିଆଲେ ଗୋଷ୍ଠୀ ଅନ୍ତର୍ଭୁକ୍ତ) ବିଦିତ ହୋ‍ଇସାରିଥିଲା <ref name=Xiaotingia>{{cite journal |title=An ''Archaeopteryx''-like theropod from China and the origin of Avialae |url=http://www.nature.com/nature/journal/v475/n7357/full/nature10288.html |date=28 July 2011 |journal=Nature |volume=475 |pages=465–470 |doi=10.1038/nature10288 |issue=7357 |author=Xing Xu, Hailu You, Kai Du and Fenglu Han |pmid=21796204}}</ref> ଯଦିଓ ପରେ ଆହୁରି ପୁରାତନ ସମ୍ଭାବ୍ୟ ପକ୍ଷୀ ଯଥା [[ଆଙ୍କିଓର୍ନିସ]], [[ଜିଆଓଟିଞ୍ଜିଆ]], [[ଆଉରର୍ନିସ]] ଆଦି ଆବିଷୃତ ହୋ‍ଇଥିଲେ ।<ref name=Nature>{{Cite doi|10.1038/nature12168}}</ref>
 
ଆର୍କିଓପ୍ଟେରିକ୍ସ ପ୍ରାୟ ୧୫କୋଟି ବର୍ଷ ପୂର୍ବେ ଜୁରାସିକ ଯୁଗର ଶେଷଆଡେ ବର୍ତ୍ତମାନର ଦକ୍ଷିଣ ଜର୍ମାନୀ ଅଞ୍ଚଳରେ ବସବାସ କରୁଥିଲେ । ସେତେବେଳେ ଇଉରୋପ ଏକ ଦ୍ୱୀପପୁଞ୍ଜ ଥିଲା । ଆର୍କିଓପ୍ଟେରିକ୍ସର ଦେଖିବାକୁ କାଉ ଆକାରର ଥିଲା । <ref name=Erickson_etal_2009/> ଏହାର ସବୁଠୁ ବଡ ଜାତି ପ୍ରାୟ ୦.୫ ମିଟର ଆକାରର ଥିଲା । ଛୋଟ ଆକାର, ଚ‍ଉଡା ପକ୍ଷ ଓ ସମ୍ଭାବ୍ୟ ଉଡିବାର କ୍ଷମତା ସତ୍ତ୍ୱେ ଏଗୁଡିକର ଆଜିର ପକ୍ଷୀଙ୍କ ତୁଳନାରେ ତତ୍କାଳୀନ ଡାଇନୋସରଙ୍କ ସହ ଅଧିକ ସମାନତା ଥିଲା । ପାଟିରେ ଥିବା ତୀକ୍ଷ୍ଣ ଦାନ୍ତ, ତିନି ନଖ ବିଶିଷ୍ଟବିଶିଷ୍ଠ ପଞ୍ଝା, ହାଡ ବିଶିଷ୍ଟବିଶିଷ୍ଠ ଲମ୍ୱା ଲାଞ୍ଜ, କଙ୍କାଳ ସଂରଚନା ଆଦି ବିଭିନ୍ନ ଦୃଷ୍ଟିରୁ ସେମାନେ ଡ୍ରୋମାୟୋସର ଓ ଟ୍ରୁଡଣ୍ଟିଡ ପରି ଡାଇନୋସରର ସମତୁଲ୍ୟ ଥିଲେ ।<ref name=Yalden_1/><ref name=UCal_Chiappe/>
 
ଏହା ପକ୍ଷୀଙ୍କ କ୍ରମବିକାଶ (evolution) ଓ ଡାଇନୋସରର ଅଧ୍ୟୟନରେ ସହାୟକ । ଆର୍କିଓପ୍ଟେରିକ୍ସର ଗୋଟିଏ ପର ୧୮୬୧ ରେ ମିଳିଥିଲା ଓ ସେଇଥିରୁ ନାମକରଣ ମଧ୍ୟ ହୋ‍ଇଥିଲା । <ref name=Griffiths/> ସେଇ ବର୍ଷ ଏହାର ଗୋଟେ ସମ୍ପୂର୍ଣ୍ଣ କଙ୍କାଳ ମଧ୍ୟ ମିଳିଥିଲା । ଆଗାମୀ ବର୍ଷ ମାନଙ୍କରେ ଏହାର ଆହୁରି ୧୦ଗୋଟି ଜୀବାଶ୍ମ ମିଳିଛି । ଏହି ପ୍ରଥମ କଙ୍କାଳ, ଚାର୍ଲ୍ସ ଡାର୍ୱିନଙ୍କ On the Origin of Species ର ପ୍ରକାଶନର ଦୁଇ ବର୍ଷ ପରେ ଆବିଷୃତ ହୋ‍ଇଥିଲା ଓ ତାଙ୍କ କ୍ରମବିକାଶ ମତର ଦୃଢ ପ୍ରମାଣ ହୋ‍ଇଥିଲା ।