"ବିଶ୍ୱନାଥ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ASHOK
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ (2), ଓଡ଼ିଅା → ଓଡ଼ିଆ (8), ମୂଲିଅା → ମୂଲିଆ, ଅାଲୋକ → ଆଲୋକ, ଅାନ୍ଦୋଳନ → ଆ using AWB
୧୬ କ ଧାଡ଼ି:
}}
 
ବାଗ୍ମୀ '''ବିଶ୍ଵନାଥ କର''' ୧୮୬୪ମସିହା ଡିସେମ୍ବର ୨୪ ତାରିଖ ଦିନ କଟକ ଜିଲ୍ଲାର ମାହାଙ୍ଗା ନିକଟସ୍ଥ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଏକାଧାରରେ ଥିଲେ ସଂସ୍କାରକ, ସୁଦକ୍ଷ ସଂପାଦକ, ଚିନ୍ତାଶୀଳ ପ୍ରାବନ୍ଧକ, ବାଗ୍ମୀ ଓ ପ୍ରଚଣ୍ଡ ଦେଶଭକ୍ତ । ବିଶ୍ଵନାଥଙ୍କ ପିତାଙ୍କ ନାମ ନାରାୟଣ କର ଓ ମାତାଙ୍କ ନାମ ବୈଦେହୀ ଦେବୀ । ସେ ଏକାଧାରରେ ଜଣେ ସାହିତ୍ୟିକ, ସୁବକ୍ତା, ପ୍ରାବନ୍ଧିକ ଓ ସମାଜ ସଂସ୍କାରକ ଥିଲେ। ସେ 'ଉତ୍କଳ ସାହିତ୍ୟ' ପତ୍ରିକାର ସମ୍ପାଦକ ଥିଲେ । [[ଉତ୍କଳ ସମ୍ମିଳନୀ]]ର ଅନ୍ୟତମ ବିଶିଷ୍ଟବିଶିଷ୍ଠ ସଂଚାଳକ ଓ [[ବିହାର]]-[[ଓଡ଼ିଶା]] ପ୍ରଦେଶର ଜଣେ ଦକ୍ଷ ତଥା ନିର୍ଭିକ ବ୍ୟବସ୍ଥାପକ ଭାବେ ତାଙ୍କର ଥିଲା ଯଥେଷ୍ଟ ଖ୍ୟାତି ଓ ସୁନାମ । ତତ୍କାଳୀନ ବ୍ରିଟିଶ ସରକାରଙ୍କ ଠାରୁ "ରାୟ ବାହାଦୁର" ଉପାଧୀ ପ୍ରାପ୍ତ ହୋଇ ପ୍ରତ୍ୟାଖ୍ୟାନ କରିଥିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ବ୍ୟକ୍ତି ।
 
୧୮୯୬ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ। 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ଯାବତୀୟ ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।<ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୧୨</ref>
 
== କର୍ମମୟ ଜୀବନ ତଥା କୃତ୍ୟ ଓ କୀର୍ତ୍ତି ==
୧୮୮୦ ରେ ସେ କୁଆଁପାଳରୁ ମାଇନର ପାସ କରି [[କଟକ]] ଆସି ନବପ୍ରତିଷ୍ଠିତ ପ୍ୟାରିମୋହନ ଏକାଡେମୀରେ ନାମ ଲେଖାଇଥିଲେ । ୧୮୮୪ ରେ ମସିହାରେ ସେ ଏଣ୍ଟ୍ରାନ୍ସ ପାସ କଲେ ଏବଂ ୧୮୮୬ରେ ମଫସଲ ଅଞ୍ଚଳର ବିରୋଳ ଗ୍ରାମ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲେ । [[ମଧୁସୂଦନ ରାଓ]]ଙ୍କ ପ୍ରରୋଚନାରେ ଉତ୍କଳ ସାହିତ୍ୟ ପତ୍ରିକା ତାଙ୍କ ସମ୍ପାଦନାରେ<ref>{{cite web |url= http://www.museindia.com/viewarticle.asp?myr=2006&issid=5&id=176 |title=Welcome to Muse India |first=Sachidananda |last= Mohanty|work=museindia.com |year=2012 |quote=the illustrious editor of Utkal Sahitya, Biswanath Kar |accessdate=27 September 2012}}</ref> <ref name="Mohanty2005">{{cite book|author=Sachidanandan Mohanty|title=Early Women's Writings in Orissa, 1898-1950: A Lost Tradition|url=http://books.google.com/books?id=WAicQsB1jkgC&pg=PA29|quote= |accessdate=27 September 2012|date=6 January 2005|publisher=SAGE Publications|isbn=978-0-7619-3308-3|pages=29–}}</ref> <ref name="SamalNayak1996">{{cite book|author1=J. K. Samal|author2=P. K. Nayak|author3=Pradip Kumar Nayak|title=Makers of Modern Orissa: Contributions of Some Leading Personalities of Orissa in the 2nd Half of the 19th Century|url=http://books.google.com/books?id=3ewpJNpCLJgC&pg=PA83|quote=|accessdate=27 September 2012|date=1 January 1996|publisher=Abhinav Publications|isbn=978-81-7017-322-9|pages=83–}}</ref> ୧୮୯୭ରେ ପ୍ରକାଶ ପାଇଥିଲା ।<ref name="Dāsa1998">{{cite book|author=Jaẏanta Kumāra Dāsa|title=Ramshankar Ray|url=http://books.google.com/books?id=vFlJLkb8wGQC&pg=PA57|quote= Utkal Sahitya, a leading monthly magazine of Biswanath Kar was released|accessdate=27 September 2012|date=1 January 1998|publisher=Sahitya Akademi|isbn=978-81-260-0548-2|pages=57–}}</ref> ହେଲେ ପତ୍ରିକା ପ୍ରକାଶ ପାଇବାର ତୃତୀୟ ବର୍ଷ ନାନା ଆଡୁ ବହୁତ ଅସୁବିଧା ହେଇଥିଲା । ଏଥିପାଇଁ ସେ ସ୍ଵତନ୍ତ୍ର ପ୍ରେସ ସ୍ଥାପନ ପାଇଁ ଉଦ୍ୟମ କରିଥିଲେ । ସେ ବହୁତ ଯାଗାରୁ ଧାର ଉଧାର କରି ୧୯୦୦ ମସିହା ଜାନୁଆରୀ ୧୦ ତାରିଖରେ "ଉତ୍କଳ ସାହିତ୍ୟ ପ୍ରେସ"ନାମକ ଏକ ପ୍ରେସ [[କଟକ]] ଠାରେ ସ୍ଥାପନ କରିଥିଲେ। ତା ପୁର୍ବରୁ ସେ ୧୮୯୯ ମସିହା ନଭେମ୍ବର ପହିଲାରୁ ପ୍ରଧାନଶିକ୍ଷକ ପଦ ତ୍ୟାଗ କରିଦେଇଥିଲେ ।
 
ସେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ "ସତ୍ୟ ସମାଚାର" ପତ୍ରିକା ଚଳାଇଥିଲେ । ସେହି ସମୟରେ ସେ "ପୁରୁଷ ସିଂହ ଗାନ୍ଧୀ" ବୋଲି ଏକ ପ୍ରବନ୍ଧ ଲେଖିଥିଲେ । ଫଳରେ ବ୍ରିଟିଶ ସରକାର ତାଙ୍କ ଉପରେ କଡା ନଜର ରଖିଥିଲେ ।
୨୭ କ ଧାଡ଼ି:
କୁସଂସ୍କାର ଦୂର କରିବା ପାଇଁ ସେ ଥିଲେ ସତତ ଅାଗ୍ରହୀ । ସେ ବୁଝିଥିଲେ ଅନ୍ଧବିଶ୍ୱାସ, କୁସଂସ୍କାର ମଣିଷର ବିକାଶରେ ପ୍ରତିବନ୍ଧକ ସାଜିଛି । ରାଜା ରାମମୋହନ ରାୟଙ୍କ ପ୍ରତିଷ୍ଠିତ "ବ୍ରାହ୍ମସମାଜ' ସାମାଜିକ ପରିବର୍ତନ ପାଇଁ ତାଙ୍କୁ ଯଥେଷ୍ଟ ମାନସିକ ସାମର୍ଥ୍ୟ ଯୋଗାଇ ଦେଇଥିଲା । ଏପରିକି ବ୍ରାହ୍ମଧର୍ମର ନୀତି ନିୟମ, ଅାଦର୍ଶ ଭାବ ଦେଖି ବିଶ୍ୱନାଥ ଏହି ଧର୍ମ ଗ୍ରହଣ କରିଥିଲେ । ସେତେବେଳେ ହେଉଥିବା କର୍ମକାଣ୍ଡ ଓ ପୂଜା ପଦ୍ଧତିକୁ ସେ ତୀବ୍ର ବିରୋଧ କରୁଥିଲେ । ଓଡ଼ିଶାରେ ବ୍ରାହ୍ମଧର୍ମର ପ୍ରଚାର ପ୍ରସାରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସଂପାଦନ କରିଥିଲେ ।
 
ପତ୍ରପତ୍ରିକା ସଂପାଦନରେ ବିଶ୍ୱନାଥ କରଙ୍କ ପ୍ରଚେଷ୍ଟା ଉଲ୍ଲେଖଯୋଗ୍ୟ । ନ'ଅଙ୍କ ଦୁର୍ଭିିକ୍ଷ ଓ ପରେ ପରେ ଭାଷା ବିଲୋପ ଅାନ୍ଦୋଳନଆନ୍ଦୋଳନ ପ୍ରଭୃତି ଘଟଣା ଓଡ଼ିଅାଓଡ଼ିଆ ଜାତୀୟ ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା । ତାଙ୍କ ଦ୍ୱାରା ସଂପାଦିତ "ଉତ୍କଳ ସାହିତ୍ୟ'' (୧୮୯୭) ଓଡ଼ିଅାଓଡ଼ିଆ ନବଜାଗରଣର ସାର୍ଥକ ମୁଖପତ୍ର । ଫକୀର ମୋହନ ସେନାପତି, ମଧୁସୂଦନ ରାଓ, କୃଷ୍ଣ ପ୍ରସାଦ ଚୌଧୁରୀ, ଶ୍ୟାମସୁନ୍ଦର ରାଜଗୁରୁ, ମୃତ୍ୟୁଞ୍ଜୟ ରଥ, ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋପୀନାଥ ନନ୍ଦ, ମୋହିନୀ ମୋହନ ସେନାପତିଙ୍କ ଭଳି ପ୍ରମୁଖ ସାହିତ୍ୟିକଙ୍କ ବିଶିଷ୍ଟବିଶିଷ୍ଠ କୃତିଗୁଡ଼ିକ ଏହି ପତ୍ରିକାରେ ହିଁ ପ୍ରକାଶ ପାଇ ପାଠକୀୟ ଅାଦୃତି ଲାଭ କରିଥିଲା । ପତ୍ରିକା ସଂପାଦନାରେ ନିର୍ଭୀକତା ଓସ୍ପଷ୍ଟବାଦିତା ତାଙ୍କ ବ୍ୟକ୍ତିତ୍ୱର ଯଥାର୍ଥ ପରିପ୍ରକାଶ । ଓଡ଼ିଅାଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ଓ ବିକାଶ ଲାଗି ପ୍ରତିଷ୍ଠା ହୋଇଥିବା ସର୍ବପ୍ରାଚୀନ ସାରସ୍ୱତ ଅନୁଷ୍ଠାନ "[[ଉତ୍କଳ ସାହିତ୍ୟ ସମାଜ]]''ର ସେ ଥିଲେ ପ୍ରଥମ ପ୍ରତିଷ୍ଠାତା ସଂପାଦକ ।
 
ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ । [[ଭାରତୀୟ ଜାତୀୟ କଂଗ୍ରେସ]]ରେ ସେ ଯୋଗଦାନ କରିଥିଲେ । [[ବିହାର]][[ଓଡ଼ିଶା]]ବ୍ୟବସ୍ଥାପକଓଡ଼ିଶାବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ଓଡ଼ିଶା- ବିହାର କାଉନ୍‍ସିଲର ସଭ୍ୟ ଥିବା ସମୟରେ ବ୍ୟବସ୍ଥାପକ ସଭାରେ ସେ ନିଜ ମାତୃଭାଷାରେ ଭାଷଣ ଦେଇଥିଲେ । ଅନ୍ୟ ସଭ୍ୟମାନେ ତାଙ୍କୁ ଇଂରେଜୀରେ କହିବା ଲାଗି ବାଧ୍ୟ କଲାବେଳେ ସେ ସ୍ୱାଭିମାନୀସୁଲଭ ଭଙ୍ଗୀରେ ମାତୃଭାଷା ଓଡ଼ିଅାରେଓଡ଼ିଆରେ ହିଁ ନିଜର ବକ୍ତବ୍ୟ ରଖିଥିଲେ । ସେଦିନ ସଭାରେ ସେ କହିଥିଲେ- ""ଓଡ଼ିଅାଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା, ମୁଁ ଓଡ଼ିଅାଓଡ଼ିଆ, ମୋ ଭାଷା ଓଡ଼ିଅାଓଡ଼ିଆ । ମୋର ଓଡ଼ିଅାଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ ।''
 
ବଙ୍ଗଭଙ୍ଗ କାଳୀନ ଅାନ୍ଦୋଳନଆନ୍ଦୋଳନ, ଓଡ଼ିଶା ବ୍ୟବସ୍ଥାପକ ସଭା, ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସଭା ସମିତିରେ ସେ ଭାଷଣ ଦେଇ ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରାଇ ପାରୁଥିଲେ । ବିଶ୍ୱକବି ରବୀନ୍ଦ୍ର ନାଥ ଠାକୁର ଏବଂ ରାମାନନ୍ଦ ଚଟ୍ଟୋପାଧ୍ୟାୟ ବିଶ୍ୱନାଥଙ୍କ ବଙ୍ଗଭଙ୍ଗକାଳୀନ ଅାଗ୍ନେୟଆଗ୍ନେୟ ଭାଷଣରେ ମୁଗ୍ଧ ହୋଇ ତାଙ୍କୁ ଯଥାର୍ଥରେ "ଉତ୍କଳର ସୁରେନ୍ଦ୍ର ନାଥ' ବୋଲି ସମ୍ୱୋଧିତ କରିଥିଲେ । ଜଣେ ସମାଜସେବୀ ଭାବରେ ବିଶ୍ୱନାଥ ନିଜ ଗ୍ରାମ ମୂଳବସନ୍ତ ଠାରେ ସେ ପ୍ରଥମେ ବାଳକ ଓ ବାଳିକାମାନଙ୍କ ପାଇଁ ଅଲଗା ଅଲଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ । ସଂସ୍କାରକ ଭାବରେ ସେ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ପିଲାମାନଙ୍କୁ ଏକତ୍ର ଶିକ୍ଷା ଦେବାର ବ୍ୟବସ୍ଥା ମ୍ୟ କରାଇଥିଲେ । ନିରକ୍ଷରତା ଦୂରୀକରଣ ନିମନ୍ତେ ପୁରୁଷ- ସ୍ତ୍ରୀ, ଶ୍ରମିକ- ମୂଲିଅାମୂଲିଆ, ଜାତି- ଧର୍ମ- ବର୍ଣ୍ଣ ନିର୍ବିଶେଷରେ ଶିକ୍ଷା ଲାଭ ପାଇଁ ଏକ ନୈଶ ବିଦ୍ୟାଳୟ ମଧ୍ୟ ସେ ପ୍ରତିଷ୍ଠା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ଓ ପ୍ରେରଣା ଦେବା ନିମନ୍ତେ ଅାଲୋକଆଲୋକ, ଜ୍ୟୋତ୍ସ୍ନା, କୌମୁଦୀ ନାମକ ହାତଲେଖା ମାସିକ ପତ୍ରିକା ମଧ୍ୟ ପ୍ରକାଶ କରୁଥିଲେ । ଜଣେ ଦେଶପ୍ରେମୀ ଭାବେ ବ୍ରିଟିଶ ସରକାର ପ୍ରଦତ୍ତ "ରାୟ ସାହେବ' ଉପାଧିକୁ ସେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।<ref>{{cite news | url=http://sambadepaper.com/epaperpdf%5C24122014%5C24-md-bm-10.pdf | title=ସଂସ୍କାରକ ବାଗ୍ମୀ ବିଶ୍ଵନାଥ | date=୨୪ ଡିସେମ୍ବର ୨୦୧୪ | accessdate=24 ଡିସେମ୍ବର 2014 | author=ସିଂହ, ଡ. ବିଜୟାନନ୍ଦ}}</ref>
ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ । [[ଭାରତୀୟ ଜାତୀୟ କଂଗ୍ରେସ]]ରେ ସେ ଯୋଗଦାନ କରିଥିଲେ । [[ବିହାର]] ଓ [[ଓଡ଼ିଶା]]ବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ଓଡ଼ିଶା- ବିହାର କାଉନ୍‍ସିଲର ସଭ୍ୟ ଥିବା ସମୟରେ ବ୍ୟବସ୍ଥାପକ ସଭାରେ ସେ ନିଜ ମାତୃଭାଷାରେ ଭାଷଣ ଦେଇଥିଲେ । ଅନ୍ୟ ସଭ୍ୟମାନେ ତାଙ୍କୁ ଇଂରେଜୀରେ କହିବା ଲାଗି ବାଧ୍ୟ କଲାବେଳେ ସେ ସ୍ୱାଭିମାନୀସୁଲଭ ଭଙ୍ଗୀରେ ମାତୃଭାଷା ଓଡ଼ିଅାରେ ହିଁ ନିଜର ବକ୍ତବ୍ୟ ରଖିଥିଲେ । ସେଦିନ ସଭାରେ ସେ କହିଥିଲେ- ""ଓଡ଼ିଅା ଏକ ସ୍ୱୀକୃତ ପ୍ରାଚୀନ ଭାଷା, ମୁଁ ଓଡ଼ିଅା, ମୋ ଭାଷା ଓଡ଼ିଅା । ମୋର ଓଡ଼ିଅା ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ ।''
 
ବଙ୍ଗଭଙ୍ଗ କାଳୀନ ଅାନ୍ଦୋଳନ, ଓଡ଼ିଶା ବ୍ୟବସ୍ଥାପକ ସଭା, ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସଭା ସମିତିରେ ସେ ଭାଷଣ ଦେଇ ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରାଇ ପାରୁଥିଲେ । ବିଶ୍ୱକବି ରବୀନ୍ଦ୍ର ନାଥ ଠାକୁର ଏବଂ ରାମାନନ୍ଦ ଚଟ୍ଟୋପାଧ୍ୟାୟ ବିଶ୍ୱନାଥଙ୍କ ବଙ୍ଗଭଙ୍ଗକାଳୀନ ଅାଗ୍ନେୟ ଭାଷଣରେ ମୁଗ୍ଧ ହୋଇ ତାଙ୍କୁ ଯଥାର୍ଥରେ "ଉତ୍କଳର ସୁରେନ୍ଦ୍ର ନାଥ' ବୋଲି ସମ୍ୱୋଧିତ କରିଥିଲେ । ଜଣେ ସମାଜସେବୀ ଭାବରେ ବିଶ୍ୱନାଥ ନିଜ ଗ୍ରାମ ମୂଳବସନ୍ତ ଠାରେ ସେ ପ୍ରଥମେ ବାଳକ ଓ ବାଳିକାମାନଙ୍କ ପାଇଁ ଅଲଗା ଅଲଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ । ସଂସ୍କାରକ ଭାବରେ ସେ ଉଭୟ ସବର୍ଣ୍ଣ ଓ ଅସବର୍ଣ୍ଣ ପିଲାମାନଙ୍କୁ ଏକତ୍ର ଶିକ୍ଷା ଦେବାର ବ୍ୟବସ୍ଥା ମ୍ୟ କରାଇଥିଲେ । ନିରକ୍ଷରତା ଦୂରୀକରଣ ନିମନ୍ତେ ପୁରୁଷ- ସ୍ତ୍ରୀ, ଶ୍ରମିକ- ମୂଲିଅା, ଜାତି- ଧର୍ମ- ବର୍ଣ୍ଣ ନିର୍ବିଶେଷରେ ଶିକ୍ଷା ଲାଭ ପାଇଁ ଏକ ନୈଶ ବିଦ୍ୟାଳୟ ମଧ୍ୟ ସେ ପ୍ରତିଷ୍ଠା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ଓ ପ୍ରେରଣା ଦେବା ନିମନ୍ତେ ଅାଲୋକ, ଜ୍ୟୋତ୍ସ୍ନା, କୌମୁଦୀ ନାମକ ହାତଲେଖା ମାସିକ ପତ୍ରିକା ମଧ୍ୟ ପ୍ରକାଶ କରୁଥିଲେ । ଜଣେ ଦେଶପ୍ରେମୀ ଭାବେ ବ୍ରିଟିଶ ସରକାର ପ୍ରଦତ୍ତ "ରାୟ ସାହେବ' ଉପାଧିକୁ ସେ ପ୍ରତ୍ୟାଖ୍ୟାନ କରି ଦେଇଥିଲେ ।<ref>{{cite news | url=http://sambadepaper.com/epaperpdf%5C24122014%5C24-md-bm-10.pdf | title=ସଂସ୍କାରକ ବାଗ୍ମୀ ବିଶ୍ଵନାଥ | date=୨୪ ଡିସେମ୍ବର ୨୦୧୪ | accessdate=24 ଡିସେମ୍ବର 2014 | author=ସିଂହ, ଡ. ବିଜୟାନନ୍ଦ}}</ref>
 
୧୯୩୪ ମସିହା ଅକ୍ଟୋବର୧୯ ତାରିଖ ବିଜୟା ଦଶମୀ ତିଥୀରେ ତାଙ୍କର ଦେହାନ୍ତ ହୋଇଥିଲା । ।