"ଭୀମ ସିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Tulasidas Ram (ଆଲୋଚନା) ଙ୍କ ଦେଇ କରାଯାଇଥିବା 184671 ସଙ୍କଳନଟି ପଛକୁ ଫେରାଇନିଆଗଲା
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ using AWB
୧୮ କ ଧାଡ଼ି:
}}
 
'''ଭୀମ ସିଂ''' ( ୧୩ ନଭେମ୍ବର ୧୯୩୪ - ୨୧ ଅଗଷ୍ଟ ୨୦୧୦)<ref>{{cite web|last=Chakra|first=Shyamhari|title=Passion drove him all his life|url=http://www.newindianexpress.com/states/odisha/article208858.ece?service=print|publisher=The New Indian Express|accessdate=2 September 2014}}</ref> ଓଡ଼ିଆ ନାଟକ , ଆକାଶବାଣୀ, ଦୂରଦର୍ଶନ ଓ କଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡ଼ିଶାର ବିଶିଷ୍ଟବିଶିଷ୍ଠ ନିର୍ଦ୍ଦେଶକ [[ନିତାଇ ପାଲିତ]]ଙ୍କ ସହ ବହୁ ଓଡ଼ିଆ କଥାଚିତ୍ରରେ କାମ କରିଥିଲେ । ଚିତ୍ରନାଟ୍ୟ, ସଂଳାପ ଲିଖନ କ୍ଷେତ୍ରରେ ସେ ବହୁତ ଫିଲ୍ମ ସହିତ ସଂଶ୍ଳିଷ୍ଟ ଥିଲେ । ଏତତ ବ୍ୟତୀତ ସେ ବହୁ ପ୍ରାମଣିକ (documentary) ଚଳଚ୍ଚିତ୍ର ପାଣ୍ଡୁଲିପି ଲେଖିବା ସହ ଓଡ଼ିଆ ନାଟକ, ସଂଗୀତ, ଭକ୍ତିକଥା, ଲୋକ ପରମ୍ପରା ସମ୍ପର୍କରେ ବହୁ ଉଚ୍ଚକୋଟିର ପ୍ରବନ୍ଧ ମାନ ଲେଖିଛନ୍ତି ।
 
ତାଂକର ୨୦୦୮ରେ ପ୍ରକାଶ ପାଇଥିବା ପୁସ୍ତକ "ଓଡ଼ିଆ ଚଲଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ" ଓଡ଼ିଆ ସିନେମା ବିଶେଷ କରି ପୁରୁଣା ସିନେମାର ଗୋଟିଏ ଏନସାଇକ୍ଲୋପିଡ଼ିଆ ଅଟେ ।
"https://or.wikipedia.org/wiki/ଭୀମ_ସିଂ"ରୁ ଅଣାଯାଇଅଛି