"ବଂଶୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ added Category:ବାଦ୍ୟ ଯନ୍ତ୍ର using HotCat |
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ (5) using AWB |
||
୧ କ ଧାଡ଼ି:
{{ଛୋଟ|Flute}}
ବାଉଁଶ ନଳରେ ତିଆରି ଏକ ପ୍ରକାର ବାଦ୍ୟ । '''ବଂଶୀ''' ଦୁଇ ପ୍ରକାର; ଏକ ପ୍ରକାର ବଂଶୀର ଗୋଟିଏ ମୁଣ୍ଡର ରନ୍ଧ୍ରରେ ପୁଙ୍କିବାକୁ ହୁଏ ଓ ଅନ୍ୟ ବଂଶୀର ପାର୍ଶ୍ଵସ୍ଥ ଛିଦ୍ରକୁ ଓଠ ପାଖେ ସ୍ପର୍ଶ କରି ସେ ରନ୍ଧ୍ରରେ ତୀର୍ଯ୍ୟଭାବରେ ପୁଙ୍କିବାକୁ ହୁଏ ।
ପୌରାଣିକ ମତେ [[କୃଷ୍ଣ|ଶ୍ରୀକୃଷ୍ଣଙ୍କର]] ବଂଶୀନାଦ ଶୁଣିଲେ କ୍ରମାନ୍ଵୟରେ ଉଚ୍ଚାଟନ, ସ୍ତମ୍ଭନ, ବଶୀକରଣ ଓ ମୋହନ ଏହି ଚାରି ଅବସ୍ଥା ଜାତ ହୁଏ ଏହି ଅବସ୍ଥା ଅନୁସାରେ ଗୋପ କନ୍ୟାମାନଙ୍କର ବିଭିନ୍ନ ଶ୍ରେଣୀ ବିଭାଗ କରାହୋଇଅଛି ଯଥା: ବେଦକନ୍ୟା, ଦେବକନ୍ୟା, ମୁନିକନ୍ୟା ଓ ବ୍ରଜକନ୍ୟା ।
୯ କ ଧାଡ଼ି:
ମୋହନନାଦେ ୟେ ମରଲୀ, ତହୁଁ ବିଦିତ ବ୍ରଜବାଳୀ — ଭୂପତି. ପ୍ରେମପଞ୍ଚାମୃତ<ref>http://dsal.uchicago.edu/cgi-bin/philologic/getobject.pl?p.30:11.praharaj ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୫୨୭୮-୭୯</ref>
କୃଷ୍ଣବତାରରେ ନନ୍ଦନନ୍ଦନ ଶ୍ରୀକୃଷ୍ଣ କେତେବେଳେ ଓ କାହାଠାରୁ ବଂଶୀଟି ପାଇଲେ ଓ ବଜାଇବା ଶିକ୍ଷା କରିଥିଲେ ସେ ସଂପର୍କରେ ଶ୍ରୀମଦ୍ ଭାଗବତରେ କିଛି ଦେଖାଯାଏ ନାହିଁ । ତେବେ ବୈଷ୍ଣବମାନଙ୍କ ମତରେ ସୃଷ୍ଟି ଆରମ୍ଭରେ ପିତାମହ [[ବ୍ରହ୍ମା]] ଦେବଗଣଙ୍କୁ ନେଇ ସହସ୍ର ବର୍ଷ ବ୍ୟାପୀ ଏକ ଯାଗ କରିଥିଲେ । ଯାଗ ଶେଷରେ ସେହି ଯଜ୍ଞକୁଣ୍ଡରୁ ଏକ ବାଂଶ (ବାଉଁଶ ଗଛ) ସୃଷ୍ଟିହେଲା । ପଚିଶ ପବ ଦୈର୍ଘ୍ୟ
* ନଅପବରେ କୋଦଣ୍ଡ ଧନୁ
* ସାତପବରେ ପିନାକ ଧନୁ
* ପାଞ୍ଚପବରେ ସାରଙ୍ଗ ଧନୁ ଓ
* ତିନିପବରେ ଗାଣ୍ଡିବ ଧନୁ ନିର୍ମିତ ହେବାପରେ ଶେଷ ଏକପବରେ ବେଦବ୍ରହ୍ମା କୃଷ୍ଣାବତାର ପାଇଁ ଏହିବଂଶୀ ତିଆରି କରିଥିଲେ । ବୈଷ୍ଣବୀୟ ସାହିତ୍ୟଗୋବିନ୍ଦ ଲୀଳାମୃତର ବର୍ଣ୍ଣନା ଅନୁଯାୟୀ ରାମକୃଷ୍ଣ ବେନିଭାଇ ଗୋଚାରଣ ପାଇଁ ଯିବାପୂର୍ବରୁ ଏ ସମ୍ପର୍କରେ ପ୍ରଶିକ୍ଷଣ ପାଇଁ ଗୋପର
# ଅଳାବେଣୀ
# ଖୁରଲୀ
# ମୁରଲୀ: କବି ଗୌରାଙ୍ଗଚରଣଙ୍କ ଶ୍ରୀକୃଷ୍ଣ ଲୀଳାକାବ୍ୟରେ ବତିଶ ଅଙ୍ଗୁଳ ଷଡରନ୍ଧ୍ର
# ସୁରଲୀ: ବତିଶ ଅଙ୍ଗୁଳ ଦୈର୍ଘ୍ୟ ଓ ପଞ୍ଚରନ୍ଧ୍ର
# ବଂଶୀ: ଷୋଳ ଅଙ୍ଗୁଳ ଓ ସପ୍ତରନ୍ଧ୍ରଯୁକ୍ତ ତିନିରନ୍ଧ୍ରରେ କଳକ ନଳି । ବଶ କରୁଥିବାରୁ ତାର ନାମ ବଂଶୀ । ତିନିସ୍ୱରରେ ବଂଶୀବାଦନ କଲେ ତ୍ରିଭୁବନବାସୀ ମଦନଜ୍ୱାଳାରେ ଘାରି ହୁଅନ୍ତି । ଆଠ ଆଙ୍ଗୁଳ
== ଆଧାର ==
|