"ରକ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଦରକାରୀ ଛାଞ୍ଚ ହଟାଗଲା using AWB
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ (14) using AWB
୧ କ ଧାଡ଼ି:
{{ଛୋଟ|Blood}}
[[ଫାଇଲ:Humanbood600x.jpg|ଫ୍ରେମକରା|ମନୁଷ୍ୟ ରକ୍ତ କୋଷର ୬୦୦ ଗୁଣ ବଡ ଛବି]]
'''ରକ୍ତ''' ହେଉଛି ଏକ ପ୍ରକାର ସଂଯୋଜକ [[ତନ୍ତୁ]] । ଏହାର ଅନ୍ତର୍ଗତ [[ଜୀବକୋଷ]]ଗୁଡ଼ିକୁ ରକ୍ତ କୋଷ ବା ରକ୍ତକଣିକା (Blood Corpuscles) କୁହାଯାଏ। ଏହି କଣିକାଗୁଡ଼ିକ ରକ୍ତରେ ଏକ ତରଳ ପଦାର୍ଥରେ ଭାସୁଥାନ୍ତି, ସେହି ତରଳ ପଦାର୍ଥକୁ ପ୍ରଲସି (plasma) କୁହାଯାଏ । ତେଣୁ ସାଧାରଣ ଭାବରେ ବୁଝିବାକୁ ଗଲେ ରକ୍ତ ହେଉଛି ମୁଖ୍ୟତଃ ପ୍ରଲସି ଓ ରକ୍ତ କଣିକାର ସମଷ୍ଟି । ରକ୍ତ ଏକ ଅଠାଳିଆ ତରଳ ପଦାର୍ଥ ଯାହାର ସ୍ଵାଦ ଲୁଣିଆ ଓ ଗନ୍ଧ ଆଇଁଷିଣିଆ । ଏହାର ରଙ୍ଗ ଲାଲ ହୋଇଥିଲେ ମଧ୍ୟ କେତେକ ପରିସ୍ଥିତିରେ ଏହାର ରଙ୍ଗ ରେ ପାର୍ଥକ୍ୟ ଦେଖାଯାଇଥାଏ । [[ଅଣୁବୀକ୍ଷଣ]] ସାହାଯ୍ୟରେ ରକ୍ତକୁ ପରୀକ୍ଷା କଲେ ସେଥିରେ ଥିବା କଣିକାଗୁଡ଼ିକ ଦେଖାଯାନ୍ତି।<br />
 
== ରକ୍ତର ଉପାଦାନ ==
ରକ୍ତ ମୁଖ୍ୟତଃ ୨ଟି ଉପାଦାନକୁ ନେଇ ଗଠିତ।(କ) ପ୍ରଲସି (ଖ) ରକ୍ତକଣିକା।<br />
 
(କ) ପ୍ରଲସି : ରକ୍ତର ତରଳ ଅଂଶକୁ ପ୍ରଲସି କୁହାଯାଏ । ଏହାର ରଙ୍ଗ ହଳଦିଆ । ଏହାର ଶତକଡ଼ା ପ୍ରାୟ ୯୦ ଭାଗ ହେଉଛି ଜଳ । ଅନ୍ୟ ଉପାଦାନଗୁଡ଼ିକ ଏଥିରେ ଦ୍ରବୀଭୂତ ଅବସ୍ଥାରେ ଥାନ୍ତି । ସେହି ଉପାଦାନଗୁଡ଼ିକ ହେଉଛି [[ଯବକ୍ଷାରଜାନ]], [[ଅମ୍ଳଜାନ]], [[ଅଙ୍ଗାରକାମ୍ଳ]] ପରି [[ବାଷ୍ପ]], [[ଆଲବୁମିନ୍]], [[ଗ୍ଲୋବୁଲିନ୍]], [[ପ୍ରୋଥ୍ରୋମ୍ବିନ୍]], ଫିବ୍ରିନୋଜେନ୍ ପ୍ରଭୃତି [[ପୁଷ୍ଟିସାର]], [[ଶର୍କରା]] (glucose), [[ପୋଟାସିୟମ୍]], [[ସୋଡିୟମ୍]], [[କ୍ୟାଲସିୟମ୍]] ଧାତୁର [[କ୍ଲୋରାଇଡ୍]], [[ଫସଫେଟ୍]], [[ସଲଫେଟ୍]] ପ୍ରଭୃତି ବିଭିନ୍ନ ପ୍ରକାର ଧାତବ ଲବଣ, ରୋଗ ପ୍ରତିରୋଧକାରୀ ଉପାଦାନ, ଖାଦ୍ୟପ୍ରାଣ, [[ଏଞ୍ଜାଇମ୍]], ଅନାଳ ଗ୍ରନ୍ଥିମାନଙ୍କରୁ କ୍ଷରିତ ହର୍ମୋନ୍, [[ୟୁରିଆ]] ପ୍ରଭୃତି ବସ୍ତୁ ।<br />
 
(ଖ) ରକ୍ତ କଣିକା : ରକ୍ତକଣିକା ୩ ପ୍ରକାରର ଯଥା:-
୨୮ କ ଧାଡ଼ି:
== ଶ୍ଵେତ ରକ୍ତ କଣିକା ==
ଶ୍ଵେତ ରକ୍ତ କଣିକାକୁ ଲିଉକୋସାଇଟ ( Leuccocyte) କୁହାଯାଏ । ଏଗୁଡ଼ିକ ଆୟତନରେ ଲୋହିତ ରକ୍ତ କଣିକା ଅପେକ୍ଷା ବଡ଼। ଏମାନଙ୍କର ନ୍ୟଷ୍ଟି ଥାଏ। ରକ୍ତରେ ଏମାନଙ୍କର ସଂଖ୍ୟାସବୁ କଣିକାମାନଙ୍କ ଠାରୁ କମ । ପ୍ରତି ଘନ ମିଲିମିଟର ରକ୍ତରେ ମାତ୍ର ୭୦୦୦ ରୁ ୧୦,୦୦୦ ଶ୍ଵେତ ରକ୍ତ କଣିକାଥାଏ । ଶ୍ଵେତ ରକ୍ତ କଣିକାକୁ ମୁଖ୍ୟତଃ ୨ ଭାଗରେ ବିଭକ୍ତ କରାଯାଇଛି;-
# କଣିକାଯୁକ୍ତ ବା ବହୁରୂପୀ ନ୍ୟଷ୍ଟି ବିଶିଷ୍ଟବିଶିଷ୍ଠ ଶ୍ଵେତ ରକ୍ତ କଣିକା (polymorpho nuclear leucocyte)
# କଣିକାବିହୀନ ଏକ ନ୍ୟଷ୍ଟିବିଶିଷ୍ଟନ୍ୟଷ୍ଟିବିଶିଷ୍ଠ ଶ୍ଵେତ ରକ୍ତ କଣିକା
 
=== ବହୁରୂପୀ ନ୍ୟଷ୍ଟିବିଶିଷ୍ଟନ୍ୟଷ୍ଟିବିଶିଷ୍ଠ ଶ୍ଵେତ ରକ୍ତ କୋଷ ===
ସମସ୍ତ ଶ୍ଵେତ ରକ୍ତ କଣିକାର ଶତକଡ଼ା ପ୍ରାୟ ୭୨ ଭାଗ ଏହି ଶ୍ରେଣୀର । ଏମାନଙ୍କର ନ୍ୟଷ୍ଟି ଖଣ୍ଡବିଖଣ୍ଡିତ ଓ ବହୁରୂପୀ । ଏମାନଙ୍କର ପ୍ରରସ (cytoplasm)ରେ କଣିକା (granule) ଦେଖାଯାଏ। ବହୁରୂପୀ ନ୍ୟଷ୍ଟିବିଶିଷ୍ଟନ୍ୟଷ୍ଟିବିଶିଷ୍ଠ ଶ୍ଵେତ ରକ୍ତ କଣିକା ମୁଖ୍ୟତଃ ୩ ପ୍ରକାରର;-
# ଉଦାସୀରଂଜୀ କୋଷ ବା ନିଉଟ୍ରୋଫିଲ୍ (neutrophil)
# ଇଓସିନୋଫିଲ୍ (eosinophil)
# ବେସୋଫିଲ୍ (basophil)
 
:ବହୁରୂପୀ ନ୍ୟଷ୍ଟି ବିଶିଷ୍ଟବିଶିଷ୍ଠ ଶ୍ଵେତତରକ୍ତ କଣିକା ଅସ୍ଥିମଜ୍ଜାରେ ଉତ୍ପନ୍ନ ହୋଇ ରକ୍ତସ୍ରୋତ ମଧ୍ୟକୁ ଆସିଥାନ୍ତି ।
 
==== ନିଉଟ୍ରୋଫିଲ୍ ====
ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ ରୁ ୭ ପାଳି (କ୍ଷଚ୍ଛଭର) ବିଶିଷ୍ଟବିଶିଷ୍ଠ । କୋଷର ଆକାର ସାମାନ୍ୟ ଗୋଲାକାର । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟବିଶିଷ୍ଠ ଶ୍ଵେତ ରକ୍ତ କୋଷର ୬୦ ରୁ ୭୦ ଶତକଡ଼ା କୋଷ ହେଉଛି ଏହି ଶ୍ରେଣୀର । ଏହି କୋଷଗୁଡ଼ିକର ମୁଖ୍ୟ କାର୍ଯ୍ୟ ହେଉଛି ଶରୀରରେ ପ୍ରବେଶ କରୁଥିବା କ୍ଷତିକାରକ ଅଣୁଜୀବ ଆଦିକୁ ଭକ୍ଷଣ କରି ସୁରକ୍ଷା ପ୍ରଦାନ କରିବା ।
==== ଇଓସିନୋଫିଲ୍ ====
ଏହିକୋଷଗୁଡ଼ିକର ନ୍ୟଷ୍ଟି ୨ ପାଳି ବିଶିଷ୍ଟବିଶିଷ୍ଠ । ଏଥିରେ ଥିବା କଣିକାଗୁଡ଼ିକ ଇଓସିନ (eosine) ନାମକ ରଙ୍ଗ ଦ୍ଵାରା ଗାଢ଼ ଲାଲ ରଙ୍ଗରେ ରଙ୍ଗିତ ହୋଇପାରନ୍ତି । ଏହି କୋଷମାନଙ୍କର ପରିମାଣ ହେଉଛି ୧ ରୁ ୫ ଶତାଂଶ ।
==== ବେସୋଫିଲ୍ ====
ଏହି କୋଷଗୁଡ଼ିକର ନ୍ୟଷ୍ଟି ୨ ରୁ ୩ ପାଳି ବିଶିଷ୍ଟବିଶିଷ୍ଠ । କୋଷଗୁଡ଼ିକରେ ଅଳ୍ପ ସଂଖ୍ୟକ କଣିକା ଦେଖାଯାଏ। ସମସ୍ତ ବହୁରୂପୀ ନ୍ୟଷ୍ଟିବିଶିଷ୍ଟନ୍ୟଷ୍ଟିବିଶିଷ୍ଠ ଶ୍ବେତରକ୍ତ କୋଷର ୦.୫ ରୁ ୧ ଶତାଂଶ ହେଉଛି ଏହି ଶ୍ରେଣୀର ।
 
=== କଣିକାବିହୀନ ବା ଏକ ନ୍ୟଷ୍ଟିବିଶିଷ୍ଟନ୍ୟଷ୍ଟିବିଶିଷ୍ଠ ଶ୍ଵେତ ରକ୍ତ କୋଷ ===
ସମସ୍ତ ଶ୍ଵେତ ରକ୍ତ କୋଷର ପ୍ରାୟ ୨୮ ଶତାଂଶ ହେଉଛି ଏକ ନ୍ୟଷ୍ଟିବିଶିଷ୍ଟନ୍ୟଷ୍ଟିବିଶିଷ୍ଠ କୋଷ । ଏହି କୋଷଗୁଡ଼ିକର ନ୍ୟଷ୍ଟି ଗୋଲାକାର ଓ ବଡ଼ ।ଏହା ୨ ପ୍ରକାରର :-
# ମନୋସାଇଟ୍ (ଲଚ୍ଛଚ୍ଚଚ୍ଛମସ୍ଥନ୍ଦର)
# ଲିଂଫୋସାଇଟ୍ ( କ୍ଷସ୍ଥଲଟ୍ଟଶଚ୍ଛମସ୍ଥନ୍ଦର);ଲିଂଫୋସାଇଟ ମଧ୍ୟ ୨ ପ୍ରକାରର :-
୫୩ କ ଧାଡ଼ି:
:# ଟି ଲିଂଫୋସାଇଟ୍
=== ଶରୀରରେ ଶ୍ଵେତ ରକ୍ତକଣିକାର କାର୍ଯ୍ୟ ===
ଶ୍ଵେତ ରକ୍ତ କଣିକା ଆମ ଶରୀରର ପ୍ରତିରକ୍ଷା ବାହିନୀ। ଏମାନଙ୍କର ପ୍ରଧାନ କାର୍ଯ୍ୟ ହେଉଛି ଜୀବାଣୁମାନଙ୍କ ଆକ୍ରମଣରୁ ଶରୀରକୁ ରକ୍ଷା କରିବା । ବହୁରୂପୀ ନ୍ୟଷ୍ଟି ବିଶିଷ୍ଟବିଶିଷ୍ଠ ଶ୍ଵେତ ରକ୍ତକଣିକା ଜୀବାଣୁ ବିରୁଦ୍ଧରେ ପ୍ରତ୍ୟକ୍ଷ ସଂଗ୍ରାମ କରେ ଏବଂ ଅନ୍ୟଟି ଜୀବାଣୁନାଶକ ଉପାଦାନ ଯୋଗାଏ ।
 
ଶରୀରରେ ଜୀବାଣୁ ପ୍ରବେଶ କଲେ ଶ୍ଵେତ ରକ୍ତ କଣିକାଗୁଡ଼ିକ ରକ୍ତ କୈଶିକ (capillaries) ମଧ୍ୟରୁ ବାହାରି ଆସି ଜୀବାଣୁ ଥିବା ସ୍ଥାନରେ ଜମିଯାଏ । ସେଥିମଧ୍ୟରୁ ବହୁରୂପୀ ନ୍ୟଷ୍ଟିବିଶିଷ୍ଟନ୍ୟଷ୍ଟିବିଶିଷ୍ଠ ଶ୍ଵେତ ରକ୍ତ କଣିକା ଜୀବାଣୁ ଚାରିପାଖରେ ଘେରିଯାଏ ଓ ଜୀବାଣୁକୁ କବଳିତ କରି ନିଜ ଭିତରେ ପୁରାଇ ନଷ୍ଟ କରିଦିଏ । ଜୀବାଣୁ ନଷ୍ଟ ହେବାପରେ ଜୀବାଣୁମାନଙ୍କ ଦ୍ଵାରା ହତ ବା କ୍ଷତ ହୋଇଥିବା ତନ୍ତୁଗୁଡ଼ିକର "ସଂସ୍କାର" ମଧ୍ୟ ଏହି କୋଷମାନଙ୍କ ଦ୍ଵାରା ହୋଇଥାଏ । କଣିକାବିହୀନ କୋଷମାନଙ୍କ ରୁ ଉତ୍ପନ୍ନ ବିଭିନ୍ନ ପ୍ରକାର ଜୀବାଣୁ ନାଶକାରୀ ଉପାଦାନ ଜୀବାଣୁମାନଙ୍କ ସଂସ୍ପର୍ଶରେ ଆସି ସେମାନଙ୍କୁ ପଙ୍ଗୁ କରିଦିଏ । ତେଣୁ ଜୀବାଣୁଗୁଡ଼ିକ ନଷ୍ଟ ହେବାରେ ଏହା ବହୁତ ସାହାଯ୍ୟ କରେ ।
 
== ଅଣୁଚକ୍ରିକା ==
"https://or.wikipedia.org/wiki/ରକ୍ତ"ରୁ ଅଣାଯାଇଅଛି