"ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୤ = ।
ଟିକେ clean up, replaced: ବିଶିଷ୍ଟ → ବିଶିଷ୍ଠ (2) using AWB
୧ କ ଧାଡ଼ି:
{{prettyurl|Postal Index Number‎}}
ଅନେକ ସ୍ଥାନର ଡାକଘର ଏକା ନାମରେ ଥିବାରୁ ନିର୍ଭୁଲ ଭାବେ ଚିଠି ପତ୍ର ପ୍ରେରଣ ପାଇଁ ୬ଅଙ୍କ ବିଶିଷ୍ଟବିଶିଷ୍ଠ ପିନକୋଡ଼ (ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର) ବ୍ୟବସ୍ଥା ୧୯୭୨ ଅଗଷ୍ଟ ୧୫ ତାରିଖରୁ ଭାରତୀୟ ଡାକ ବିଭାଗ ଦ୍ଵାରା ଆରମ୍ଭ ହୋଇଥିଲା । ସାରା ପୃଥିବୀରେ [[ଭାରତ]] ୧୯ଶ ଦେଶ ଯିଏକି ଏହି ବ୍ୟବସ୍ଥା ପ୍ରଚଳନ କରିଥିଲା । ୧୯୬୧ ମସିହାରେ ସର୍ବପ୍ରଥମେ [[ଜର୍ମାନୀ]]ରେ ୪ଅଙ୍କ ବିଶିଷ୍ଟବିଶିଷ୍ଠ ପିନ ପ୍ରଚଳନ ହୋଇଥିଲା ।
[[ଫାଇଲ:IndiaPincodeMap.gif|right|thumb|ପିନକୋଡ଼ର ଅନୁସାରେ ଭାରତର ବିଭିନ୍ନ ଅଞ୍ଚଳ]]
[[ଭାରତ]]ରେଭାରତରେ ବ୍ୟବହୃତ ୬ଅଙ୍କ ମଧ୍ୟରୁ ବାମପଟର ୩ଟିଅଙ୍କ ମୁଖ୍ୟ ଅଞ୍ଚଳ ଓ ଡାହାଣପଟର ୩ଟିଅଙ୍କ ତତସଂଲଗ୍ନ କ୍ଷୁଦ୍ରାଞ୍ଚଳ ପାଇଁ ଉଦ୍ଧିଷ୍ଟ ।
ବାମପଟୁ ପ୍ରଥମ ଅଙ୍କଟି ଗୋଟିଏ ନିର୍ଦ୍ଧିଷ୍ଟ ଜୋନକୁ ଚିହ୍ନଟ କରିଥାଏ । [[ଭାରତ]]ରଭାରତର ସମସ୍ତ ଅଞ୍ଚଳକୁ ୯ଟି ଜୋନରେ ବିଭକ୍ତ କରାଯାଇଅଛି ।
ବାମପଟୁ ଦ୍ଵିତୀୟ ଅଙ୍କଟି ସବ-ଜୋନ କୁ ଚିହ୍ନଟ କରିଥାଏ ।
ବାମପଟୁ ତୃତୀୟ ଅଙ୍କଟି ବଣ୍ଟନ ହେବାକୁ ଥିବା ଜିଲ୍ଲାକୁ ଚିହ୍ନଟ କରିଥାଏ ।