"କୃଷ୍ଣଚନ୍ଦ୍ର ବକ୍ସିପାତ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ସମାଜ ସେବା |
ଟିକେ clean up using AWB |
||
୧ କ ଧାଡ଼ି:
{{Infobox person
| honorific_prefix =
Line ୨୦ ⟶ ୧୯:
}}
'''କୃଷ୍ଣଚନ୍ଦ୍ର ବକ୍ସିପାତ୍ର''' ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ବିଶିଷ୍ଟ ସମବାୟବିତ୍ ତଥା ସମାଜସେବୀ । ଉତ୍କଳ ସମ୍ମିଳନୀ (ରାୟଗଡ଼ା ଶାଖା)ର ପୂର୍ବତନ ଜିଲ୍ଲା ସଭାପତି ତଥା [[ରାୟଗଡ଼ା]] ର ପୂର୍ବତନ ନଗରପାଳ ଭାବେ ରାୟଗଡାର ସର୍ବାଙ୍ଗୀନ ବିକାଶରେ ତାଙ୍କର ଅନେକ ଅବଦାନ ରହିଛି ।
==ପିଲାଦିନ ଓ ଶିକ୍ଷା ଲାଭ==
ଶ୍ରୀ କୃଷ୍ଣଚନ୍ଦ୍ର ବକ୍ସିପାତ୍ରଙ୍କ ଜନ୍ମ ହୁଏ ୧୯୨୭ ମସିହା ମେ ମାସ ୬ ତାରିଖ ଦିନ ତାଙ୍କ ମାମୁଁଘର [[ପାରଳାଖେମୁଣ୍ଡି]] ଠାରେ । ପିଲାଟି ଦିନରୁ ସେ ଧୀରସ୍ଥିର ପ୍ରକୃତିର ଥିଲେ । ପ୍ରାଇମେରୀ ଶିକ୍ଷା
==ସମାଜ ସେବା==
୧୯୪୮ରେ ବି.ଏ. ପାସ୍ ପରେ ସେ ବି.ଏଲ୍. ପଢିଲେ । ସ୍ନାତକ ଶିକ୍ଷା ପରେ ୧୯୫୦ ରୁ ୧୯୫୨ ସେ [[ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲ]] ରେ ଅବୈତନିକ ଶିକ୍ଷକ ରୁପେ ଶିକ୍ଷାଦାନ କରିଥିଲେ । ତାପରେ ସେ ଦେଲେ ଓ.ଏ.ଏସ୍. ପରୀକ୍ଷା । ବାପାଙ୍କ ସ୍ଵାଭିମାନକୁ ସମ୍ମାନ ଜଣାଇ ସେ ଚାକିରିର ମୋହରୁ ନିଜକୁ ଦୂରେଇ ରଖିଲେ ଏବଂ ଜନସେବାରେ ନିଜକୁ ନିୟୋଜିତ କଲେ । ସେତେବେଲେ [[ବିଶ୍ଵନାଥ ପଟ୍ଟନାୟକ]] [[କୁଜେନ୍ଦ୍ରି]] ରେ ରହି ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇଥାନ୍ତି । କୃଷ୍ଣଚନ୍ଦ୍ର ତାଙ୍କ ପ୍ରତ୍ୟକ୍ଷ ସଂପର୍କରେ ଆସିଲେ । ୧୯୪୨ ମସିହାରେ ସେ ଭାରତଛାଡ ଆନ୍ଦୋଳନରେ ଭାଗ ନେଇ ସେ ଜେଲ୍ ଯାଇଥିଲେ । କୃଷକ ସମାଜର ଏକ ଅଗ୍ରଣୀ ନେତା ଭାବେ ସେ ବହୁ ଜନହିତକର କାର୍ଯ୍ୟ କରିଯାଇଛନ୍ତି । ୧୯୫୪ରୁ ୧୯୬୨ ପର୍ଯ୍ୟନ୍ତ ସେ ରାୟଗଡ଼ା ପୌର କାଉନ୍ସିଲର୍ ଥିଲେ । ସେ ରାୟଗଡ଼ା କଲେଜର ସଂସ୍ଥାପକ ସଦସ୍ୟ ଭାବେ ୧୯୬୬ରୁ ୧୯୭୫,୧୯୭୯ରୁ ୧୯୮୩, ୧୯୮୩ ରୁ ୧୯୮୮, ୧୯୮୮ରୁ ୧୯୯୩ ଓ ୧୯୯୩ରୁ ୨୦୦୨ ପର୍ଯ୍ୟନ୍ତ ରହିଥିଲେ ଏବଂ ରାୟଗଡ଼ା ମହବିଦ୍ୟାଳୟ<ref>[http://www.rayagadacollege.org ""ରାୟଗଡ଼ା ମହବିଦ୍ୟାଳୟର ବେବ୍ ସାଇଟ"]</ref>/ ସ୍ଵୟଂଶାସିତ ହେବା ପଛରେ ତାଙ୍କରି ମୂଖ୍ୟ ଭୂମିକା ଥିଲା । ରାୟଗଡ଼ା ସହରରେ ସେ ଜନପ୍ରିୟ ଥିଲେ<ref>[http://books.google.co.in/books?id=dXtDAAAAYAAJ&q=Krushna+chandra+Baxipatra&dq=Krushna+chandra+Baxipatra&hl=en&sa=X&ei=M3hMVOeRKeLYmgWAqIKgBA&ved=0CBsQ6AEwAA "Data India, Issues 27-52"]</ref> ଏବଂ ଚାରିଥର ରାୟଗଡ଼ା ମୁନିସିପାଲିଟିର ଅଧ୍ୟକ୍ଷଭାବେ ନିର୍ବଚିତ ହୋଇଥିଲେ<ref>[http://www.orissadiary.com/CurrentNews.asp?id=52654 "
== ପଦ ପଦବୀ ==
Line ୪୧ ⟶ ୪୦:
* '''ଜନନାୟକ କୃଷ୍ଣଚନ୍ଦ୍ର ବକ୍ସିପାତ୍ର''' - କୃଷ୍ଣଚନ୍ଦ୍ର ବକ୍ସିପାତ୍ର ସ୍ମୃତି କମିଟି ଦ୍ଵାରା ପ୍ରକାଶିତ ।
{{ମୁଣ୍ଡିଆ}}▼
[[ଶ୍ରେଣୀ:୧୯୨୭ ଜନ୍ମ]]
Line ୪୭ ⟶ ୪୬:
[[ଶ୍ରେଣୀ:ରାୟଗଡ଼ା ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
▲{{ମୁଣ୍ଡିଆ}}
|