"ଗତିକୃଷ୍ଣ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ clean up using AWB
୪୫ କ ଧାଡ଼ି:
 
'''ଗତିକୃଷ୍ଣ ମିଶ୍ର''', [[ଓଡ଼ିଶା ଉଚ୍ଚ ନ୍ୟାୟାଳୟ]]ର ସପ୍ତମ ମୁଖ୍ୟ ବିଚାରପତି ଥିଲେ (୦୧.୦୫.୧୯୬୯ - ୩୦.୧୦.୧୯୭୫) ।<ref name=Orissahighcourt>{{cite web|title=Former Chief Justices|url=http://www.orissahighcourt.nic.in/cjudgesret.asp|website=orissahighcourt.nic.in|accessdate=7 July 2015}}</ref>
୧୯୬୯ ମଇ ପହିଲାରେ ସେ ଏହି ଆସନ ଅଳଙ୍କୃତ କରିଥିଲେ । ଏହି ପଦବୀରେ ସେ ଛଅ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ ।<ref name="ସମ୍ବାଦ">{{cite news|title=ଦୃଢମନା ନିରପେକ୍ଷ ବିଚାରପତି|url=http://sambadepaper.com/epapermain.aspx?edcode=34&eddate=7/6/2015&querypage=14#|accessdate=6 July 2015|date=6 July 2015}}</ref>
 
== ବୃତ୍ତିଗତ ଜୀବନ ==
[[ଢେଙ୍କାନାଳ ଜିଲ୍ଲା]]ର ଗଇଲୋ ଗ୍ରାମରେ ଜନ୍ମିତ ଶ୍ରୀ ମିଶ୍ରଙ୍କ ପ୍ରାଥମିକ ଶିକ୍ଷା ନିଜ ଗାଁ ବିଦ୍ୟାଳୟରେ ସମ୍ପନ୍ନ ହୋଇଥିଲା । ପାଟନା ବିଶ୍ଵବିଦ୍ୟାବିଦ୍ୟାଳୟରେ ୧୯୩୭ରେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି ପାଟନାରେ ହିଁ ଆଇନ ଶିକ୍ଷା ସମାପ୍ତ କଲେ ଓ ତାପରେ ସେ ଓଡ଼ିଶା ଫେରିଥିଲେ । ୧୯୪୦ରେ କଟକରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ୧୯୪୩ରେ ସେ ମୁନ୍‌ସଫ୍ ଭାବେ ସରକାରୀ ଚାକିରିରେ ଯୋଗ ଦେଲେ । ପରେ ସବ୍ ଜଜ୍ ପାହ୍ୟାକୁ ଉନ୍ନିତ ହୋଇ ବିଭିନ୍ନ ସ୍ଥାନରେ ଏହି ଦାୟୀତ୍ଵ ତୁଲାଇ ଥିଲେ । ତେବେ ୧୯୫୦ ମସିହାରେ ସରକାରୀ ଚାକିରିରୁ ଇସ୍ତଫା ଦେଇ ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ । ବାର ବର୍ଷ ପରେ ଅର୍ଥାତ, ୩୦.୦୧.୧୯୬୨ ରେ ଓଡିଶାଓଡ଼ିଶା ଉଚ୍ଚ ନ୍ୟାୟାୟଳରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହେଲେ ।
 
ମୁଖ୍ୟ ବିଚାରପତି ପଦବୀରେ ଥିବା ବେଳେ ସେ ୧ ଜୁଲାଇ ୧୯୭୨ ଠାରୁ ୮ ନଭେମ୍ବର ୧୯୭୨ ଓ ୨୧ ଅଗଷ୍ଟ ୧୯୭୪ ଠାରୁ ୨୫ ଅକ୍ଟୋବର ୧୯୭୪ ପର୍ଯ୍ୟନ୍ତ ଦୁଇଥର [[ଓଡ଼ିଶାର ରାଜ୍ୟପାଳ ମାନଙ୍କର ତାଲିକା|ଓଡ଼ିଶାର ରାଜ୍ୟପାଳ]] (କାର୍ଯ୍ୟକାରୀ) ଦାୟିତ୍ଵ ନିର୍ବାହ କରିଥିଲେ ।<ref>{{cite web|title=Governors List- Odisha|url=http://odishainfo.in/governors-list-odisha/|publisher=Odisha Info|accessdate=6 July 2015}}</ref><ref>{{cite web|last=Dash|first=Vivekananda|title=Odisha headed by a non-warranted non-notified Governor ! |url=http://hotnhitnews.com/Odisha-headed-by-a-non-warranted-non-notified-Governor-Muralidhar-Chandrakant-Bhandare-HotnHitNews-201021102012.htm|publisher=HotnHitNews|accessdate=6 July 2015}}</ref>
 
ଜୁଲାଇ ୦୬, ୧୯୯୨ ରେ ତାଙ୍କର ଦେହାବସାନ ହେଲା ।<ref name=Hindusthantimes>{{cite news|title=Former Orissa HC chief justice Gati Krushna Mishra passes away|url=http://www.hindustantimes.com/orissa/former-orissa-hc-chief-justice-gati-krushna-mishra-passes-away/article1-429125.aspx|accessdate=6 July 2015|newspaper=Hindustan Times|date=July 06, 2009}}</ref> ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଥିଲେ ।
୫୬ କ ଧାଡ଼ି:
== ଆଧାର ==
{{Reflist|30em}}
 
{{ମୁଣ୍ଡିଆ}}
 
[[ଶ୍ରେଣୀ:୧୯୧୧ ଜନ୍ମ]]
Line ୬୨ ⟶ ୬୪:
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:ଓଡ଼ିଶାର ରାଜ୍ୟପାଳ]]
{{ମୁଣ୍ଡିଆ}}