"ବିଶ୍ୱନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up using AWB
୧ କ ଧାଡ଼ି:
 
{{ଛୋଟ|Biswanath Pattnaik}}
{{Infobox person
Line ୮ ⟶ ୭:
|birth_name = ବିଶ୍ଵନାଥ ପଟ୍ଟନାଯକ
|birth_date = {{Birth date|df=yes|1916|11|11}}
|birth_place = [[କୁମରଡା]], [[ଗଞ୍ଜାମ ଜିଲ୍ଲା]], [[ଓଡ଼ିଶା]]
|death_date = {{Death date and age|df=yes|2010|05|29|1916|11|11}}
|death_place =
|death_cause =
|resting_place = [[କୁଜେନ୍ଦ୍ରି]],[[ବାଲିଗୁଡ଼ା]], [[ଓଡିଶାଓଡ଼ିଶା]]
|resting_place_coordinates = <!-- {{Coord|LAT|LONG|display=inline,title}} -->
|nationality = {{flag|ଭାରତୀୟ}}
Line ୩୫ ⟶ ୩୪:
 
== ସମାଜସେବା ==
ପ୍ରଥମେ ସେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ପାଈଁ ଆନ୍ଦୋଳନରେ ସାମିଲ ହେଲେ । ପରେ '''ବନବାସୀ ସେବା ସମିତି'''ରେ କାମ କରି ବିକାଶ ମୂଳକ କାମରେ ମନଦେଲେ । ସମିତି ଦ୍ବାରା ଆଦିବାସୀ ପିଲାଙ୍କ ନିମନ୍ତେ ବୋର୍ଡିଙ୍ଗ ବିଦ୍ୟାଳୟସବୁ ଏବଂ ବୃଦ୍ଧାଶ୍ରମମାନ ସ୍ଥାପନ କରାଗଲା । ସେ କୁଜେନ୍ଦ୍ରି ଓ ବାଲିଗୁଡା ଅଞ୍ଚଳରେ ଆଦିବାସିଙ୍କ ବିକାଶ ନିମନ୍ତେ ମନପ୍ରାଣ ଲଗାଇ କାମକଲେ । ତାଙ୍କର ନିଃସ୍ଵାର୍ଥପର ସେବାରେ ଅଭିଭୂତ ଆଦିବାସୀଙ୍କ ଗହଣରେ ସେ "'''ଆଜ୍ଞା'''" ନାମରେ ଖ୍ୟାତ ଥିଲେ । ଆଚାର୍ଯ୍ୟ [[ବିନୋବା ଭାବେ]]ଙ୍କ ଭୂଦାନ ଆନ୍ଦୋଳନରେ ନିଜକୁ ସାମିଲ କରି, ଗୋପବନ୍ଧୁ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲାରେ ଭୂଦାନ ଆନ୍ଦୋଳନର ନେତୃତ୍ଵ ନେଲେ ବିଶ୍ଵନାଥ ପଟ୍ଟନାଯକ<ref>[http://orissa.gov.in/e-magazine/Orissareview/2012/August/engpdf/45-48.pdf " ଓଡିଶାଓଡ଼ିଶା ରିଭ୍ୟୁ- ଅଗଷ୍ଟ,୨୦୧୨"] ଓଡିଶାଓଡ଼ିଶା ରିଭ୍ୟୁ-ଅଗଷ୍ଟ,୨୦୧୨ରେ ପ୍ରକାଶିତ ଶ୍ରୀ ରଘୁନାଥ ରଥଙ୍କ ଏକ ଲେଖା</ref><ref>[http://orissa.gov.in/e-magazine/Orissareview/2013/Feb-Mar/engpdf/feb-march-or-13.pdf "Odisha Review, February - March - 2013,ପୃଷ୍ଠା-୧୧୦"]</ref> । କୋରାପୁଟ ଜିଲ୍ଲାରେ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରିବାରେ ସେ ସଫଳ ହେଲେ । ଅସ୍ପୃଶ୍ୟତା ବିରୋଧରେ ଲଢି ଏବଂ ଖଦୀ ଆନ୍ଦୋଳନକୁ ଲୋକପ୍ରିୟ କରି ସେ "'''କୋରାପୁଟିଆ ଗାନ୍ଧୀ'''" <ref>[http://www.thehindu.com/todays-paper/tp-national/tp-otherstates/koraput-gandhi-cremated/article738031.ece " ଦି ହିନ୍ଦୁ "] ଦି ହିନ୍ଦୁ-ମାର୍ଚ୍ଚ ୩୧,୨୦୧୦ରେ ପ୍ରକାଶିତ ଏକ ଲେଖା</ref> ନାମରେ ଖ୍ୟାତ ହେଲେ । ୯୩ ବର୍ଷରେ ତାଙ୍କର ଦେହାନ୍ତ ହେଲ। ।
 
== ପୁରସ୍କାର ==
Line ୫୨ ⟶ ୫୧:
== ଅଧିକ ତଥ୍ୟ ==
*[http://www.banabasi.in/left/life_history.html " ବିଶ୍ଵନାଥ ପଟ୍ଟନାଯକଙ୍କ ଜିବନୀ"]
 
{{ମୁଣ୍ଡିଆ}}
 
{{Persondata <!-- Metadata: see [[Wikipedia:Persondata]]. -->
Line ୬୨ ⟶ ୬୩:
| PLACE OF DEATH =
}}
 
[[ଶ୍ରେଣୀ:୧୯୧୬ ଜନ୍ମ]]
[[ଶ୍ରେଣୀ:୨୦୧୦ ମୃତ୍ୟୁ]]
[[ଶ୍ରେଣୀ:ଗଞ୍ଜାମ ଜିଲ୍ଲାର ଲୋକ]]
 
{{ମୁଣ୍ଡିଆ}}