"ଅନୁଗୋଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
clean up using AWB
ଟିକେ (clean up using AWB)
 
== ଭୌଗଳିକ==
ଅନୁଗୁଳ ଭୌଗୋଳିକ ଅବସ୍ଥିତି ହେଉଛି ୨୦.୫ ଉ. ୮୫.୮୩ ପୂ. ସମୁଦ୍ର ପତ୍ତନରୁ ଏହାର ହାରାହାରି ଉଚ୍ଚତା ୧୯୫ ମି(୬୪୦ଫୁଟ) ।
 
==ପାଣି ପାଗ ==
ବିଜୁଳି ସେବା cesco ଦ୍ବାରା ପରିଚାଳିତ ହେଉଥିଲା ବେଳେ ଅନ୍ୟ ବେତାର ମାର୍ଗ ର ଯୋଗାଯୋଗ BSNL ,RELIANCE ,IDEA ,VODAFONE ଇତ୍ୟାଦି ସେବାକାରୀସଂସ୍ଥା ମାନେ ଯୋଗାଇ ଅସୁଛନ୍ତି|
ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣ ରେ TAMDA ଓ MUNICIPALITY ର କାର୍ଯ୍ୟ କାରିତା ରହିଛି ।
ରେଲ ମାର୍ଗ ଦ୍ବାରା ଅନଗୁଳ ରୁ ଓଡିଶାଓଡ଼ିଶା ର ଅନ୍ୟ ଗୁରୁତ୍ବ ପୁର୍ଣ ଜାଗା କୁ ଯୋଗା ଯୋଗ ଓ ଭାରତ ର ଅନ୍ୟ ବୃହତ୍ ସହର ମାନକୁ ଗମନା ଗମନ କରି ହେଉଛି.
ଜାତୀୟ ରାଜ ପଥ ୫୫ କଟକ ସହର ଠୁ ସମ୍ବଲପୁର ସହର ପର୍ଯ୍ୟନ୍ତ ପ୍ରସାରିତ ଏବଂ ୨୩ ନ ରାଜ ପଥ ଅନଗୁଳ ରୁ ରାଉରକେଲା ଜାଏଂ ପ୍ରସାରିତ.
ଅନ୍ୟ ରାଜ୍ୟ ପଥ ଅନ୍ୟ ସହର କୁ ଯୋଗାଯୋଗ କରୁଛି.
୧୭,୦୧୯

ଗୋଟି ସମ୍ପାଦନା