"ଶ୍ୱାସନଳୀ ପ୍ରଦାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧ କ ଧାଡ଼ି:
{{ଲେଖା ଚାଲିଛି}}
{{ଛୋଟ|Bronchitis}}
{{distinguish|କ୍ଷୁଦ୍ର ଶ୍ୱାସନଳୀ ପ୍ରଦାହ}}
Line ୨୧ ⟶ ୨୨:
'''ଶ୍ୱାସନଳୀ ପ୍ରଦାହ''' ([[ଇଂରାଜୀ ଭାଷା]]ରେ '''Bronchitis''') ରୋଗରେ ମଧ୍ୟରେ ଥିବା ବଡ଼ ଓ ମଧ୍ୟମ ଆକାରର ([[ଫୁସଫୁସ]]) ଶ୍ୱାସନଳୀରେ ପ୍ରଦାହ ସୃଷ୍ଟି ହୁଏ । <ref name=NIH2011Def>{{cite web|title=What Is Bronchitis?|url=http://www.nhlbi.nih.gov/health/health-topics/topics/brnchi|accessdate=1 April 2015|date=August 4, 2011}}</ref> ଲକ୍ଷଣ: କାଶିଲେ [[ଖଙ୍କାର]] ପଡ଼େ, [[ହୁଇଜ]] ହୁଏ, [[ଛୋଟ ଶ୍ୱାସକ୍ରିୟା]] ହୁଏ ଓ ଛାତି ଭିତରେ ବେଆରାମ ଲାଗେ । <ref name=NIH2011Def/> ଶ୍ୱାସନଳୀ ପ୍ରଦାହ ଦୁଇ ପ୍ରକାର ଅଛି: [[ତୀବ୍ର ଶ୍ୱାସନଳୀ ପ୍ରଦାହ]] ଓ [[କ୍ରନିକ ଶ୍ୱାସନଳୀ ପ୍ରଦାହ]] । <ref name=NIH2011Def/> ତୀବ୍ର ଶ୍ୱାସନଳୀ ପ୍ରଦାହକୁ ଛାତି ଥଣ୍ଡା ମଧ୍ୟ କୁହାଯାଏ । <ref name=NIH2011Def>{{cite web|title=What Is Bronchitis?|url=http://www.nhlbi.nih.gov/health/health-topics/topics/brnchi|accessdate=1 April 2015|date=August 4, 2011}}</ref>
 
<!-- ତୀବ୍ର ତୀବ୍ର ଶ୍ୱାସନଳୀ ପ୍ରଦାହ -->
[[ତୀବ୍ର ଶ୍ୱାସନଳୀ ପ୍ରଦାହ]] ରୋଗରେ କାଶ ପ୍ରାୟ ୩ ସପ୍ତାହ ରହେ । <ref name=AFP2010>{{cite journal|last1=Albert|first1=RH|title=Diagnosis and treatment of acute bronchitis.|journal=American family physician|date=1 December 2010|volume=82|issue=11|pages=1345-50|pmid=21121518}}</ref> ପ୍ରାୟ ୯୦ % ରୋଗ [[ଭୁତାଣୁ ସଂକ୍ରମଣ]] ଯୋଗୁ ହୁଏ । <ref name=AFP2010/> କାଶ ଯୋଗୁ ବା ରୋଗୀ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପେ । <!-- <ref name=NIH2011Def/> --> ସଙ୍କଟପ୍ରଦ କାରଣ: [[ଧୂମ୍ରପାନ]], ଧୂଳି ଓ ଦୂଷିତ ବାୟୁ । <ref name=NIH2011Def/> ଅଳ୍ପ ସଂଖ୍ୟକ ରୋଗ ଦୂଷିତ ବାୟୁ କିମ୍ବା ''[[ମାଇକୋପ୍ଲାଜମା ନିମୋନି]]'' ବା ''[[ବୋର୍ଡେଟେଲା ପର୍ଟୁସିସ]]'' ଜୀବାଣୁ ଯୋଗୁ ହୁଏ । <ref name=AFP2010/><ref>{{cite web|title=What Causes Bronchitis?|url=http://www.nhlbi.nih.gov/health/health-topics/topics/brnchi/causes|accessdate=1 April 2015|date=August 4, 2011}}</ref> ରୋଗୀକୁ ବିଶ୍ରାମ, ଜ୍ୱର ନିମନ୍ତେ [[ପାରାସେଟାମୋଲ]] ଓ [[ଏନଏସଆଇଡି]] ଦିଆଯାଏ । <ref name=Tac2012>{{cite journal|last1=Tackett|first1=KL|last2=Atkins|first2=A|title=Evidence-based acute bronchitis therapy.|journal=Journal of pharmacy practice|date=December 2012|volume=25|issue=6|pages=586-90|pmid=23076965}}</ref><ref>{{cite web|title=How Is Bronchitis Treated?|url=http://www.nhlbi.nih.gov/health/health-topics/topics/brnchi/treatment|accessdate=1 April 2015|date=August 4, 2011}}</ref>
 
<!-- କ୍ରନିକ ଶ୍ୱାସନଳୀ ପ୍ରଦାହ -->
 
 
== ଆଧାର ==
{{ଆଧାର}}
 
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]]