"ଇସ୍କନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୫ କ ଧାଡ଼ି:
== ଇତିହାସ ==
ବିଗତ ପାଞ୍ଚଶହ ବର୍ଷ ଧରି ଇସ୍କନର ପ୍ରତିଷ୍ଠାତା ଶ୍ରୀଲ ଭକ୍ତିବେଦାନ୍ତ ସ୍ଵାମୀ ତାକରି ଲେଖା ଏବଂ ଶ୍ରୀମଦ୍ ଭଗବତ୍ ଗୀତା, ଛୈତନ୍ୟ ଚରିତାମୃତ ଭଳି ଗ୍ରନ୍ଥର ଅନୁବାଦ ମାଧ୍ୟମରେ ପାଶ୍ଚାତ୍ୟରେ ଗୌଡୀୟ ବୈଷ୍ଣବ ମତବାଦର ବହୂଳ ପ୍ରଚାର କରିଛନ୍ତି । ବୈଷ୍ଣବମାନେ ବିଷ୍ଣୁଙ୍କ ଉପାସକ ଅଟନ୍ତି ଏବଂ ପଶ୍ଚିମବଙ୍ଗର ଗୌଡଦେଶରେ ଏହି ବିଷ୍ଣୁ ଉପାସନା କରୁଥିବା ଏହି ଶାଖାର ସୃଷ୍ଟି । ବର୍ତ୍ତମାନ ଏହି ସବୁ ଗ୍ରନ୍ଥର ଅନୁବାଦ ସତୁରୀରୁ ଅଧିକ ଭାଷାରେ ଉପଲବ୍ଧ । ଏସବୁ ଇସ୍କନର ପବିତ୍ର ଗ୍ରନ୍ଥ ରୂପେ ବିବେଚିତ । ଏହି ମତବାଦରେ କୃଷ୍ଣ ହେଉଛନ୍ତି ଭଗବାନଙ୍କ ସମସ୍ତ ଅବତାରର ଉତ୍ସ । ଅତଏବ ଇସ୍କନ ଭକ୍ତ ମାନେ କୃଷ୍ଣଙ୍କୁ ଭଗବାନଙ୍କ ପ୍ରକୃତ ଏବଂ ସର୍ବୋଚ୍ଚ ସ୍ଵରୂପ ଭାବେ ପୂଜା କରନ୍ତି । ରାଧା ହେଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣଙ୍କ ସହଭାଗିନୀ ଏବଂ ସ୍ଵର୍ଗୀର ପ୍ରେମର ଏକ ଅବତାର ମାତ୍ର । ଜୁଲାଇ ୧୯୬୬ରେ ଆମେରିକାର ନିୟୁୟର୍କରେ ଏହାର ଜନ୍ମ । ଶ୍ରୀ ଚୈତନ୍ୟଙ୍କୁ ସାକ୍ଷାତ କୃଷ୍ଣଙ୍କର ଅବତାର ଭାବେ ବିଶ୍ଵାସ କରାଯାଏ । ଚାରି ଗୁରୁ ପରମ୍ପରା ମଧ୍ୟରୁ ଇସ୍କନ ହେଉଛି ମାଧବାଚାର୍ଯ୍ୟ ଗୁରୁ ପରମ୍ପରା ସହ ସମ୍ବନ୍ଧିତ । <ref>[http://www.mayapur.com/iskcon "ମାୟାପୁର"]</ref> ପ୍ରଭୁ ଶ୍ରୀକୃଷ୍ଣଙ୍କ ଅବତାର ନେଇଆସିଥିବା ପ୍ରଭୁ ଶ୍ରୀ ଛୈତନ୍ୟ ହେଉଛନ୍ତି ଏହି ପରମ୍ପରାର ପ୍ରତିଷ୍ଠାତା ।
 
== ଆଧାର ==
"https://or.wikipedia.org/wiki/ଇସ୍କନ"ରୁ ଅଣାଯାଇଅଛି