"ନୂଆଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୯ କ ଧାଡ଼ି:
 
== ଅଞ୍ଚଳ ==
ଏହା ସମଗ୍ର ଓଡ଼ିଶାରେ ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହରେ ଆଡ଼ମ୍ବର ସହକାରେ ପାଳନ କରାଯାଇଥାଏ । ଦେଶର ବିଭିନ୍ନ ଅଞ୍ଚଳରେ ତଥା ବିଦେଶରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକ ନବାନ୍ନ ଦିନ ଘରେ ଉପସ୍ଥିତ ହେବାକୁ ଚେଷ୍ଟା କରିଥାନ୍ତି, ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଖାଇ ପାଳନ କରିଥାନ୍ତି । ବିଶେଷକରି [[ଗୁଜରାଟ]]ର [[ସୁରତ]], [[ଛତିଶଗଡ଼]]ର [[ରାୟପୁର]], [[ବିଶାଖାପାଟନାମ]], [[ଚେନ୍ନାଇ]], [[Bhopalଭୋପାଲ]], [[ମୁମ୍ବାଇ]] ଓ [[ଦିଲ୍ଲୀ]] ଆଦି ସହରରେ ଏହା ପାଳନ କରାଯାଇଥାଏ ।<ref>{{cite web |url= http://www.telegraphindia.com/1120920/jsp/odisha/story_15995176.jsp#.UGGcUyKLvR8 |title=&#60;B&#62;All set to welcome Nuakhai&#60;/B&#62; |first= Subrat |last= Mohanty |work=telegraphindia.com |year=2012 |quote=people of the region residing in Bangalore, Delhi, Mumbai and Visakhapatnam have been celebrating the festival for the past decade |accessdate=25 September 2012}}</ref>
 
== ପାଳନ ବିଧି ==
"https://or.wikipedia.org/wiki/ନୂଆଖାଇ"ରୁ ଅଣାଯାଇଅଛି