ସାହିତ୍ୟ ସର୍ଜନା
Aditya Mahar (ଆଲୋଚନା | ଅବଦାନ) ଟିକେ (removed Category:କଟକର ଲୋକ; added Category:କଟକ ଜିଲ୍ଲାର ଲୋକ using HotCat) |
Hellohappy (ଆଲୋଚନା | ଅବଦାନ) (ସାହିତ୍ୟ ସର୍ଜନା) |
||
| pseudonym =
| birth_name =
| birth_date =
| birth_place = ନାଗବଳି, [[କଟକ]]
| death_date = ୧୯୯୪
| citizenship = [[ଭାରତ|ଭାରତୀୟ]]
| education =
| alma_mater = [[ପ୍ୟାରୀମୋହନ ଏକାଡେମୀ]]
| period =
| genre =
| portaldisp =
}}
'''କାହ୍ନୁଚରଣ ମହାନ୍ତି''' ଜଣେ [[
== ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ==
କାହ୍ନୁଚରଣ ମହାନ୍ତି [[ମହାନଦୀ]] କୁଳର "ନାଗବଳି" ନାମକ ଏକ
== ସାହିତ୍ୟ ସର୍ଜନା ==
ଶୈଶବରୁ କାହ୍ନୁଚରଣ ସାହିତ୍ୟପ୍ରତି ଆକୃଷ୍ଟ ଥିଲେ । [[ଫକୀର ମୋହନ ସେନାପତି]]ଙ୍କ ରଚନାରୁ ସେ ପ୍ରଭାବିତ ହୋଇଥିଲେ । ପ୍ୟାରୀମୋହନ ଏକାଡେମୀରେ ପାଠ ପଢିବାବେଳେ ତାଙ୍କର କେତୋଟି କବିତା ବିଦ୍ୟାଳୟ ପତ୍ରିକାରେ ପ୍ରକାଶିତ ହୋଇଥିଲା । କିନ୍ତୁ ସେ କବିତା ଲେଖିବା ଜାରୀ ରଖିନଥିଲେ । ତାଙ୍କୁ ଲାଗୁଥିଲା ଯଦି [[ସଂସ୍କୃତ ଭାଷା|ସଂସ୍କୃତ]]ରେ କବିତା ଲେଖିନପାରିଲି, ତେବେ ସେ ଜଣେ ପ୍ରକୃତ କବି ବୋଲାଇପାରିବେ ନାହିଁ । ପରବର୍ତ୍ତୀ ସମୟରେ ତାଙ୍କର ହୃଦବୋଧ ହେଲା ଯେ, ତାଙ୍କ ମା ମାଉସୀ, ବାପା ଦାଦି କହୁଥିବା ଭାଷାରେ ମଧ୍ୟ ଗପ ଉପନ୍ୟାସ ଲେଖାଯାଇପାରିବ । ତାପରେ ତାଙ୍କ ଲେଖନୀ ଚଳଚଞ୍ଚଳ ହୋଇଉଠିଲା ଓ ସୃଷ୍ଟି ହୋଇ ଚାଲିଲା ଗୋଟିକ ପରେ ଗୋଟିଏ ଉପନ୍ୟାସ ।<ref>{{cite news|title='ବାଲିରାଜା'ର ସ୍ରଷ୍ଟା|url=http://sambadepaper.com/Details.aspx?id=185082&boxid=23641543|accessdate=11 August 2015|newspaper=ସମ୍ବାଦ ୧୧/୦୮/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪|date=11 August 2015}}</ref>
=== ଉପନ୍ୟାସ ===
* ବାଲିରାଜା
* ହା ଅନ୍ନ (୧୯୩୫)
* ଅଦେଖା ହାତ (୧୯୪୩)
* ବଜ୍ରବାହୁ (୧୯୫୯)
* ଇତିହ
▲<!--* ଉତ୍ସବେ ବ୍ୟସନେ (୧୯୨୩)
* ଦୁନିଆର ଦାଉ (୧୯୩୪)
* ନିଷ୍ପତ୍ତି (୧୯୩୨)
* ମେଲାଣି ମାଗୁଣି (୧୯୮୩)
* ପାବନୀ (୧୯୮୪)
* ଯକ୍ଷ (୧୯୮୫)
== ସମ୍ମାନ ଓ ପୁରସ୍କାର ==
* [[କେନ୍ଦ୍ର ସାହିତ୍ୟ ଏକାଡେମି]] ପୁରସ୍କାର, ୧୯୫୮("କା" ଉପନ୍ୟାସ ପାଇଁ)<ref>{{cite web |url= http://orissadiary.com/personality/writer/KANHUCHARAN%20.asp |title=KANHU CHARAN MOHANTY |first= |last= |work=orissadiary.com|quote=In 1958 for his novel ‘Kaa’, he was awarded by Kendra Sahitya Akademi. |accessdate=3 November 2012}}</ref>
== ଆଧାର ==
|