"ଗଣେଶ୍ୱର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Infobox +
ଟିକେ ଇଂରାଜୀ ଠିକଣା
୧ କ ଧାଡ଼ି:
{{ଛୋଟ|Ganeswar Mishra}}
{{Infobox writer <!-- For more information see [[:Template:Infobox Writer/doc]]. -->
| name = ଗଣେଶ୍ୱର ମିଶ୍ର
Line ୭ ⟶ ୮:
| pseudonym =
| birth_name =
| birth_date = ୧୯୪୨<!--{{birth date and age|1942|02|27|df=yes}}-->
| birth_place =
| death_date = {{death date|2015|8|10|df=yes}}
| death_place =
| resting_place =
Line ୧୮ ⟶ ୧୯:
| citizenship = {{flag|ଭାରତୀୟ}}
| education = ଡକ୍ଟରେଟ, ([[ଇଂରାଜୀ ଭାଷା]])
| alma_mater = [[ଉତ୍କଳ ମହାବିଦ୍ୟାଳୟବିଶ୍ଵବିଦ୍ୟାଳୟ]]
| period =
| genre =
Line ୨୫ ⟶ ୨୬:
| notableworks =
| spouse = [[ସୁରଙ୍ଗିଣୀ ମିଶ୍ର]]
| children = [[ସିଦ୍ଧାର୍ଥସୁବ୍ରତ, ମିଶ୍ର]] (ପୁଅ)ସୁନନ୍ଦ, ସନ୍ଦୀପ ମିଶ୍ର (ପୁଅ) ସିଦ୍ଧାର୍ଥ
| relatives =
| influences =
Line ୩୫ ⟶ ୩୬:
| portaldisp =
}}
'''ଗଣେଶ୍ୱର ମିଶ୍ର''' (୧୯୪୨-୨୦୧୫) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ଲେଖକ, ଅନୁବାଦକ, ପ୍ରଫେସର ଓ ଶିକ୍ଷାବିଦ ଥିଲେ । ସେ ତାଙ୍କ ରଚନା ନିମନ୍ତେ [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]]ରେ ସମ୍ମାନୀତ ହୋଇଥିଲେ । ମିଶ୍ର [[ଓଡ଼ିଶା ସାହିତ୍ୟ ଏକାଡେମୀ]]ର ସଭାପତି ଥିଲେ । ଉଭୟ [[ଓଡ଼ିଆ ଭାଷା|ଓଡ଼ିଆ]] ଓ [[ଇଂରାଜୀ]] ଭାଷାରେ ସେ ଗଦ୍ୟ ରଚନା କରିଥିଲେ । ସେ [[ଉତ୍କଳ ବିଶ୍ୱବିଦ୍ୟାଳୟ]], [[କେଣ୍ଟ ବିଶ୍ୱବିଦ୍ୟାଳୟ]] ଓ [[ଲଣ୍ଡନ ବିଶ୍ୱବିଦ୍ୟାଳୟ]]ରେ ଅଧ୍ୟାପନା କରିଥିଲେ । ସେ ଓଡ଼ିଆ ଖବରକାଗଜ [[ପ୍ରମେୟ]]ର ମୁଖ୍ୟପ୍ରଥମ ସମ୍ପାଦକ ଭୂମିକା ନିଭାଉଥିଲେଥିଲେ<ref name=OST10AUG>{{cite news|title=Eminent Odisha litterateur Ganeswar Mishra passes away|url=http://odishasuntimes.com/2015/08/10/eminent-odisha-litterateur-ganeswar-mishra-passes-away/|accessdate=10 August 2015|newspaper=OdishaSunTimes}}</ref>
ଅର୍ଥନୀତି ରିଡ଼ର [[ସୁରଙ୍ଗିଣୀ ମିଶ୍ର]] ତାଙ୍କର ଧର୍ମପତ୍ନୀ ଓ [[ଫୋକସ ଓଡ଼ିଶା]] ଟେଲିଭିଜନ ଚ୍ୟାନେଲର ମୁଖ୍ୟ ସମ୍ପାଦକ [[ସନ୍ଦୀପ ମିଶ୍ର]] ତଥା ଖେଳ-ସାମ୍ବାଦିକ [[ସିଦ୍ଧାର୍ଥ ମିଶ୍ର]]<ref name=ToI31October2014>{{cite news|title=Rich tribute paid to Siddhartha Mishra|url=http://timesofindia.indiatimes.com/city/bhubaneswar/Rich-tribute-paid-to-Siddhartha-Mishra/articleshow/44991414.cms|accessdate=10 August 2015|newspaper=Times of India|date=31 October 2014}}</ref> ତାଙ୍କର ପୁଅ । <ref name=odishachannel>{{cite web|title=Ganeswar Mishra passes away|url=http://odishachannel.com/index.php/5015/ganeswar-mishra-passes-away/|publisher=Odishachannel.com|accessdate=10 August 2015}}</ref> କ୍ୟାନସରରେ ପୀଡ଼ିତ ଥାଇ ୨୦୧୫ ମସିହାରେ ଅଗଷ୍ଟ ୧୦ ତାରିଖରେ ୭୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା ।<ref name=odishanewsinsight>{{cite web|title=Renowned Litterateur Prof. Ganeswar Mishra dies at 72|url=http://www.odishanewsinsight.com/breakingnews/renowned-litterateur-prof-ganeswar-mishra-dies-at-72/|accessdate=10 August 2015}}</ref>
 
== ଅଧିକ ପଠନ ==