"ଗଣେଶ୍ୱର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
'''ଗଣେଶ୍ୱର ମିଶ୍ର''' (୧୯୪୨-୨୦୧୫) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ଲେଖକ, ଅନୁବାଦକ, ପ୍ରଫେସର ଓ ଶିକ୍ଷାବିଦ ଥିଲେ । ସେ ତାଙ୍କ ରଚନା ନିମନ୍ତେ [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]]ରେ ସମ୍ମାନୀତ ହୋଇଥିଲେ । ମିଶ୍ର [[ଓଡ଼ିଶା ସାହିତ୍ୟ ଏକାଡେମୀ]]ର ସଭାପତି ଥିଲେ । ଉଭୟ [[ଓଡ଼ିଆ ଭାଷା|ଓଡ଼ିଆ]] ଓ [[ଇଂରାଜୀ]] ଭାଷାରେ ସେ ଗଦ୍ୟ ରଚନା କରିଥିଲେ । କ୍ୟାନସରରେ ପୀଡ଼ିତ ଥାଇ ୨୦୧୫ ମସିହାରେ ଅଗଷ୍ଟ ୧୦ ତାରିଖରେ ୭୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା ।<ref name=odishanewsinsight>{{cite web|title=Renowned Litterateur Prof. Ganeswar Mishra dies at 72|url=http://www.odishanewsinsight.com/breakingnews/renowned-litterateur-prof-ganeswar-mishra-dies-at-72/|accessdate=10 August 2015}}</ref>
 
== ଆଧାର ==
{{ଆଧାର}}
 
[[ଶ୍ରେଣୀ:୧୯୪୨ ଜନ୍ମ]]