"ଗାଲୁଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
ଅଧିକ ତ‌ଥ୍ୟ ଦିଆଗଲା
୭ କ ଧାଡ଼ି:
| ICD9 = {{ICD9|072}}
| Image = Mumps PHIL 130 lores.jpg
| Caption = Childଗାଲୁଆ withରୋଗ mumpsହୋଇଥିବା ପିଲା
| MedlinePlus = 001557
| eMedicineSubj = emerg
୨୦ କ ଧାଡ଼ି:
<!-- କାରଣ ଓ ରୋଗନିର୍ଣ୍ଣୟ -->
ଗାଲୁଆ ଏକ ଭୟାବ‌ହ [[ଡିଆଁ ରୋଗ]] ଯାହା ଦୃତ ଭାବରେ ରୋଗୀ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ବ୍ୟାପିଯାଏ । <ref name=UK2005>{{cite journal|last1=Gupta|first1=RK|last2=Best|first2=J|last3=MacMahon|first3=E|title=Mumps and the UK epidemic 2005.|journal=BMJ (Clinical research ed.)|date=14 May 2005|volume=330|issue=7500|pages=1132–5|pmid=15891229|doi=10.1136/bmj.330.7500.1132|pmc=557899}}</ref> ଶ୍ୱାସନଳୀରୁ ବାହାରୁଥିବା କ୍ଷୁଦ୍ର ତରଳକଣିକା ମାଧ୍ୟମରେ ବା ସିଧାସଳଖ ସଂସ୍ପର୍ଶରେ ଆସିଲେ ମମ୍ପ ଭୁତାଣୁ ସଞ୍ଚାରିତ ହୁଏ । <ref name=Pink2012/> ଏହି ରୋଗ କେବଳ ମାନବକୁ ଓ ମାନବଦ୍ୱାରା ହୁଏ । <ref name=WHO2007/> ରୋଗ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଓ ରୋଗ ଆରମ୍ଭ ହେବାର ୪ ଦିନ ପର ପର୍ଯ୍ୟନ୍ତ ଏହି ଏହି ରୋଗ ସଂକ୍ରାମକ ହୋଇ ରହେ । <ref name=Pink2012/> ଥରେ ଏହି ରୋଗ ହେଲେ ଆଜୀବନ ଇମ୍ମ୍ୟୁନିଟି ରହେ । <ref name=WHO2007/> ପୁନଃସଂକ୍ରମଣ ହୋଇପାରେ କିନ୍ତୁ ତାହା ଅତି ସାମାନ୍ୟ ହୁଏ । <ref name=Sen2008>{{cite journal | author = Sen2008 SN | title = Mumps: a resurgent disease with protean manifestations | journal = Med J Aust | volume = 189 | issue = 8 | pages = 456–9 | year = 2008 | pmid = 18928441| url = https://www.mja.com.au/journal/2008/189/8/mumps-resurgent-disease-protean-manifestations}}</ref> ପାରୋଟିଡ ଗ୍ରନ୍ଥି ଫୁଲା ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ [[ପାରୋଟିଡ ଡକ୍ଟ]]ରୁ ସ୍ୱାବ ନେଇ ପରୀକ୍ଷା କଲେ ନିଧାର୍ଯ୍ୟ ଭାବେ ଜଣାଯାଏ । <ref name=Pink2012/> ରକ୍ତରେ ଆଇ.ଜି.ଏମ. ଆଣ୍ଟିବଡି ପରୀକ୍ଷା କରି ରୋଗ ନିର୍ଣ୍ଣୟ ସ‌ହଜ କିନ୍ତୁ ଏହା ମିଥ୍ୟା ଫଳ ଦିଏ ଯଦି ଆଗରୁ ଇମ୍ମ୍ୟନାଇଜ କରାଯାଇଥାଏ । <ref name=Pink2012/>
 
<!-- ପ୍ରତିଷେଧ, ଚିକିତ୍ସା ଓ ପୂର୍ବାନୁମାନ -->
ଗାଲୁଆ ରୋଗକୁ ଦୁଇ ଡୋଜ [[ମମ୍ପ ଟିକା]] ଦେଇ ପ୍ରତିରୋଷ କରାଯାଇପାରିବ । <!-- <ref name=WHO2007/> --> ଅଧିକାଂଶ ବିକଶିତ ଦେଶର ଟିକା ପ୍ରୋଗ୍ରାମରେ [[ମିଳିମିଳା ଟିକା]], [[ରୁବେଲା ଟିକା|ଜର୍ମାନୀ ମିଳିମିଳା ଟିକା]] ସ‌ହିତ ମମ୍ପ ଟିକା ଦିଆଯାଉଛି । <ref name=WHO2007/> ଅଳ୍ପ ଇମ୍ମ୍ୟୁନିଟି ଥିବା ସ୍ଥାନରେ ବୟସାଧିକ୍ୟ ଲୋକଙ୍କର ଏହି ରୋଗ ହେଲେ ଫଳ ସାଂଘାତିକ ହୁଏ । <ref name=Hviid2008/> ଏହା ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । <ref name=WHO2007/> କଷ୍ଟ ନିବାରଣ ନିମନ୍ତେ [[ଆସେଟାମିନୋଫେନ]] ଦିଆଯାଏ । <!-- <ref name=Hviid2008/> --> ଜଟିଳ କେଶରେ [[ଶୀରାମାଧ୍ୟମ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ]] ସାହାଯ୍ୟକାରୀ ହୁଏ । <ref name=Hviid2008/> ମେନିଞ୍ଜାଇଟିସ ବା ଅଗ୍ନାଶୟ ପ୍ରଦାହ ହେଲେ ଡାକ୍ତରଖାନାକୁ ନିଆଯାଏ । <ref name=UK2005/><ref name=Sen2008/> ପ୍ରତି ୧୦,୦୦୦ ରୋଗୀ ମଧ୍ୟରୁ ଜଣେ ମରେ । <ref name=WHO2007/>
 
<!-- ରୋଗାନୁଶୀଳନ ଓ ଇତିହାସ -->
 
 
"https://or.wikipedia.org/wiki/ଗାଲୁଆ"ରୁ ଅଣାଯାଇଅଛି