"ଗାଲୁଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତ‌ଥ୍ୟ ଦିଆଗଲା
୧୬ କ ଧାଡ଼ି:
}}
<!-- Definition and symptoms -->
'''ଗାଲୁଆ''' ବା '''ମମ୍ପ୍‌ସ''' ବା '''ଏପିଡେମିକ ପରୋଟାଇଟିସ''' ([[ଇଂରାଜୀ]]ରେ '''Mumps''', also known as '''epidemic parotitis''' ଏକ [[ଭୂତାଣୁ ଜନିତ ରୋଗ]] ଯାହା [[ମମ୍ପ୍‌ସ ଭୁତାଣୁ]] ଯୋଗୁ ହୁଏ &nbsp: <ref name=Pink2012/> ଜ୍ଵର, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବଥା, ଓ ଅସୁସ୍ଥ ଭାବ ଇତ୍ୟାଦି ଏହାର ପ୍ରାରମ୍ଭିକ ଲକ୍ଷଣ । <ref name=WHO2007/> ଏହା ପରେ ଗୋଟିଏ ବା ଦୁଇଟିଯାକ ପାରୋଟିଡ ଗ୍ରନ୍ଥି (parotid gland) ଫୁଲିଯାଏ ଓ କଷ୍ଟ ହୁଏ । <ref name=Hviid2008>{{cite journal | author = Hviid A, Rubin S, Mühlemann K | title = Mumps | journal = [[The Lancet]] | volume = 371 | issue = 9616 | pages = 932–44 | date = March 2008 | pmid = 18342688 | doi = 10.1016/S0140-6736(08)60419-5 }}</ref> ଭୂତାଣୁ ସଂସ୍ପର୍ଶ ଆସିବାର ୧୬ ରୁ ୧୮ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ ରୁ ୧୦ ଦିନରେ ଭଲ ହୋଇଯାଏ । <ref name=Pink2012/><ref name=WHO2007/> ପିଲାଙ୍କ ଅପେକ୍ଷା ବଡ଼ ମଣିଷଙ୍କର ଲକ୍ଷଣ ଅଧିକ ଗମ୍ଭୀର ହୁଏ । <ref name=WHO2007/> ଏକ ତୃତୀୟାଂଶ ରୋଗୀଙ୍କ ଆଦୌ ଲକ୍ଷଣ ଦେଖାଯାଏନି ବା ସାମାନ୍ୟ ଲକ୍ଷଣ ଦେଖାଯାଏ । <ref name=WHO2007/> ଏହା ଜଟିଳ ଆକାର ଧାରଣ କଲେ [[ମେନିଞ୍ଜାଇଟିସ]] (୧୫ %), [[ଅଗ୍ନାଶୟ ପ୍ରଦାହ]] (୪ %), ସମ୍ପୂର୍ଣ [[କାଲ]], ଓ ଯନ୍ତ୍ରଣାଦାୟକ [[ଶୁକ୍ରାଶୟ]] ଫୁଲା ହୋଇ [[ବନ୍ଧ୍ୟାଦୋଷ]] ହୁଏ । <ref name=WHO2007>{{cite journal|title=Mumps virus vaccines.|journal=Weekly epidemiological record|date=16 Feb 2007|volume=82|issue=7|pages=49–60|pmid=17304707|url=http://www.who.int/wer/2007/wer8207.pdf?ua=1}}</ref> ମହିଳାମାନଙ୍କର [[ଉଫୋରାଇଟିସ|ଓଭାରି ଫୁଲା]] ହୁଏ କିନ୍ତୁ ଏହା ଫଳରେ ବନ୍ଧ୍ୟାତ୍ଵ ହୁଏ ନାହିଁ &nbsp; <ref name=Hviid2008/>
 
<!-- କାରଣ ଓ ରୋଗନିର୍ଣ୍ଣୟ -->
ଗାଲୁଆ ଏକ ଭୟାବ‌ହ [[ଡିଆଁ ରୋଗ]] ଯାହା ଦୃତ ଭାବରେ ରୋଗୀ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ବ୍ୟାପିଯାଏ । <ref name=UK2005>{{cite journal|last1=Gupta|first1=RK|last2=Best|first2=J|last3=MacMahon|first3=E|title=Mumps and the UK epidemic 2005.|journal=BMJ (Clinical research ed.)|date=14 May 2005|volume=330|issue=7500|pages=1132–5|pmid=15891229|doi=10.1136/bmj.330.7500.1132|pmc=557899}}</ref> ଶ୍ୱାସନଳୀରୁ ବାହାରୁଥିବା କ୍ଷୁଦ୍ର ତରଳକଣିକା ମାଧ୍ୟମରେ ବା ସିଧାସଳଖ ସଂସ୍ପର୍ଶରେ ଆସିଲେ ମମ୍ପ ଭୁତାଣୁ ସଞ୍ଚାରିତ ହୁଏ । <ref name=Pink2012/> ଏହି ରୋଗ କେବଳ ମାନବକୁ ଓ ମାନବଦ୍ୱାରା ହୁଏ । <ref name=WHO2007/> ରୋଗ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଓ ରୋଗ ଆରମ୍ଭ ହେବାର ୪ ଦିନ ପର ପର୍ଯ୍ୟନ୍ତ ଏହି ଏହି ରୋଗ ସଂକ୍ରାମକ ହୋଇ ରହେ । <ref name=Pink2012/> ଥରେ ଏହି ରୋଗ ହେଲେ ଆଜୀବନ ଇମ୍ମ୍ୟୁନିଟି ରହେ । <ref name=WHO2007/> ପୁନଃସଂକ୍ରମଣ ହୋଇପାରେ କିନ୍ତୁ ତାହା ଅତି ସାମାନ୍ୟ ହୁଏ । <ref name=Sen2008>{{cite journal | author = Sen2008 SN | title = Mumps: a resurgent disease with protean manifestations | journal = Med J Aust | volume = 189 | issue = 8 | pages = 456–9 | year = 2008 | pmid = 18928441| url = https://www.mja.com.au/journal/2008/189/8/mumps-resurgent-disease-protean-manifestations}}</ref> ପାରୋଟିଡ ଗ୍ରନ୍ଥି ଫୁଲା ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ [[ପାରୋଟିଡ ଡକ୍ଟ]]ରୁ ସ୍ୱାବ ନେଇ ପରୀକ୍ଷା କଲେ ନିଧାର୍ଯ୍ୟ ଭାବେ ଜଣାଯାଏ । <ref name=Pink2012/> ରକ୍ତରେ ଆଇ.ଜି.ଏମ. ଆଣ୍ଟିବଡି ପରୀକ୍ଷା କରି ରୋଗ ନିର୍ଣ୍ଣୟ ସ‌ହଜ କିନ୍ତୁ ଏହା ମିଥ୍ୟା ଫଳ ଦିଏ ଯଦି ଆଗରୁ ଇମ୍ମ୍ୟନାଇଜ କରାଯାଇଥାଏ । <ref name=Pink2012/>
 
 
[[ଶ୍ରେଣୀ:ଚିକିତ୍ସା ବିଜ୍ଞାନ]]
"https://or.wikipedia.org/wiki/ଗାଲୁଆ"ରୁ ଅଣାଯାଇଅଛି