"ଗଙ୍ଗାଧର ମେହେର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଆଧାର
୧୯ କ ଧାଡ଼ି:
| ethnicity =
| citizenship =
| education = ୫ମ<ref>{{cite book|last=ଆଚାର୍ଯ୍ୟ|first=ବୃନ୍ଦାବନ|title=ଓଡିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ|date=୧୯୮୫|publisher=ଗ୍ରନ୍ଥ ପ୍ରକାଶିନୀ|pagepages= ୨୦୭|pages=, ୩୩୮}}</ref>
| alma_mater =
| period =
୩୯ କ ଧାଡ଼ି:
}}
 
'''ଗଙ୍ଗାଧର ମେହେର''', ଜଣେ ୧୯ଶ ଶତାବ୍ଦୀର ଖ୍ୟାତନାମା [[ଓଡ଼ିଆ ଭାଷା|ଓଡ଼ିଆ]] ରୀତି କବି । ସେ ଜନ୍ମରୁ ଉଚ୍ଚ ଶିକ୍ଷାଦୀକ୍ଷା ପାଇ ପାରି ନଥିଲେ ମଧ୍ୟ ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ ।<ref>{{cite ତାଙ୍କରweb|last=Guru|first=Himanshu|title=Swabhaba ଭାବମୟKabi ଭକ୍ତିGangadhar କବିତାMeher ରଚନା ପାଇଁLife ତାଙ୍କୁin [[ଓଡ଼ିଆ ସାହିତ୍ୟBrief|url=http://www.enewsinsight.com/features/swabhab-kavi-gangadhar-meher-life-in-brief/|ଓଡ଼ିଆpublisher=The ସାହିତ୍ୟର]]News ଭକ୍ତInsight|accessdate=1 କବିAugust ବୋଲି କୁହାଥାଇଥାଏ ।<ref>Dr. Keshab Ch. Meher2015}}</ref> ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨) ରେ ଅବିଭକ୍ତ ସମ୍ବଲପୁର ଓ ବର୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ । ତା ୪ ଅପ୍ରେଲ ୧୯୨୪ ଚୈତ୍ର ଅମାବାସ୍ୟା ତିଥିରେ ସେ ମୃତ୍ୟୁବରଣ କରିଥିଲେ ।
ସେ ଏକାଧାରରେ ପ୍ରକୃତି କବି<ref>{{cite web|last=Samal|first=Debi Prasad|title=Dream of a cultural language comes true|url=http://www.iamin.in/en/node/31194/raise-issuedisqussion-6|publisher=iamin.in|accessdate=1 August 2015}}</ref> ଓ ସ୍ଵଭାବ କବି ଭାବେ ପରିଚିତ ।<ref>{{cite news|last=Panda|first=Namita|title=Epic dance drama captivates audience|url=http://www.telegraphindia.com/1100826/jsp/orissa/story_12855210.jsp|accessdate=1 August 2015|newspaper=The Telegraph}}</ref>
୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ ।
ସେ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ (୯ ଅଗଷ୍ଟ ୧୮୬୨) ରେ ଅବିଭକ୍ତ ସମ୍ବଲପୁର ଓ ବର୍ତ୍ତମାନର ବରଗଡ଼ ଜିଲ୍ଲାର ବରପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । କବିଙ୍କ ଜୟନ୍ତୀ ଇଂରାଜୀ ତାରିଖ ଅନୁସାରେ ନ ହୋଇ ଭାରତୀୟ ତିଥି ଅନୁସାରେ ଓଡ଼ିଶାରେ ପାଳନ କରାଯାଏ ।<ref>{{cite web|title=ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୪- ୨୦୧୫ ବର୍ଷରେ ପାଳନ କରାଯାଉଥିବା ଜୟନ୍ତୀ/ ଶ୍ରାଦ୍ଧୋତ୍ସବ|url=http://odishasahityaakademi.org/anniversary.php|publisher=Odisha Sahitya Akademi|accessdate=1 August 2015}}</ref>
 
୧୮୮୫ ମସିହାରେ ଅମିନ ଭାବେ ଚାକିରି ଆରମ୍ଭ କରି ୧୯୧୭ ମସିହାରେ ମୋହରିର ଭାବେ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ । ତା ୪ ଅପ୍ରେଲ ୧୯୨୪ ଚୈତ୍ର ଅମାବାସ୍ୟା ତିଥିରେ ସେ ମୃତ୍ୟୁବରଣ କରିଥିଲେ ।
== ଓଡ଼ିଆ ସାହିତ୍ୟରେ ପ୍ରବେଶ ==
ବାଲ୍ୟକାଳରୁ ଗଙ୍ଗାଧର କବିତା ଲେଖିବା ଆରମ୍ଭ କରିଥିଲେ। ଓଡ଼ିଶାର ପୁରାତନ କବି ମାନଙ୍କର ପଦାଙ୍କ ଅନୁସରଣ କରି ସେମାନଙ୍କ ଶୈଳୀରେ ସେ ନିଜର ପ୍ରଥମ ଲେଖା ସବୁ ଲେଖିଥିଲେ । ତାଙ୍କର ଆଦ୍ୟ ରଚନାବଳୀ ଭିତରେ '''ରସ ରତ୍ନାକର''' ଓ '''ଅହଲ୍ୟା ସ୍ତବ''' ଆଦି ଅନ୍ୟତମ। ଏ ଗୁଡ଼ିକ ରୀତି ଯୁଗୀୟ ଶୈଳୀରେ ରଚନା କରାଯାଇଥିଲା। ଏହା ପରେ କବିବର ରାଧାନାଥ ରାୟଙ୍କ ପ୍ରରୋଚନାରେ ସେ ଆଧୁନିକ ଶୈଳୀରେ '''ଇନ୍ଦୁମତୀ''' ନାମକ କାବ୍ୟ ରଚନା କରି ଓଡ଼ିଆ ସାହିତ୍ୟର ଆଧୁନିକ କବିମାନଙ୍କ ଭିତରେ ନିଜର ସ୍ଥାନ ସ୍ଥାପିତ କରି ପାରିଥିଲେ। <ref>http://www.suniv.ac.in/life_gangadhar.html </ref>ତାଙ୍କ ଲେଖା ସବୁ ଉତ୍କଳ ଭାରତୀର ଅମୂଲ୍ୟ ରତ୍ନ।
 
== ସାହିତ୍ୟ ସର୍ଜନା ==
ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣନାବର୍ଣ୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସିତ ହୋଇଛି । ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି । ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଗାନଯୋଗ୍ୟତା ଭରିଛନ୍ତି।ଭରିଛନ୍ତି । ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ।
 
=== କାବ୍ୟ ===
{{div col|2}}
Line ୮୩ ⟶ ୮୮:
*ବସନ୍ତ ବ୍ରତ
{{div col end}}
ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପକୁ ବର୍ଣନା କରିବାରେ କବିଙ୍କର କୃତିତ୍ୱ ପ୍ରଶଂସିତ ହୋଇଛି । ସେ ନିଜ ଲେଖାରେ କେବଳ ଉଚ୍ଚ ଆଦର୍ଶକୁ ସ୍ଥାନ ଦେଇ ନାହାନ୍ତି, ସେଥିରେ ସେ ମାନବତାର ଜୟଗାନ ମଧ୍ୟ କରିଛନ୍ତି । ଛନ୍ଦମାଧୁର୍ଯର ଆଧୁନିକୀକରଣ କରି ସେ ଓଡ଼ିଆ କବିତାରେ ଗାନଯୋଗ୍ୟତା ଭରିଛନ୍ତି। ଅର୍ଘ୍ୟଥାଳି କବିତାମାଳାର ଭକ୍ତି, ଅମୃତମୟ ଓ ମଧୁମୟ କବିତା ଓଡ଼ିଶାର ପୁରପଲ୍ଲୀରେ ଅତି ପରିଚିତ କବିତାମାନଙ୍କ ଭିତରୁ ଅନ୍ୟତମ ।
 
== ଉପାଧି ==
* ସ୍ୱଭାବ କବି
* ପ୍ରକୃତି କବି
* ଭକ୍ତ କବି
 
== ଆଧାର ==
{{ଆଧାରReflist|30em}}
{{ଓଡ଼ିଆ ସାହିତ୍ୟ}}