"ଗତିକୃଷ୍ଣ ମିଶ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hpsatapathy (ଆଲୋଚନା | ଅବଦାନ) ଟିକେ →ବୃତ୍ତିଗତ ଜୀବନ |
Hpsatapathy (ଆଲୋଚନା | ଅବଦାନ) ଟିକେ →ବୃତ୍ତିଗତ ଜୀବନ |
||
୩୫ କ ଧାଡ଼ି:
== ବୃତ୍ତିଗତ ଜୀବନ ==
[[ଢେଙ୍କାନାଳ ଜିଲ୍ଲା]]ର ଗଇଲୋ ଗ୍ରାମରେ ଜନ୍ମିତ ଶ୍ରୀ ମିଶ୍ରଙ୍କ ପ୍ରାଥମିକ ଶିକ୍ଷା ନିଜ ଗାଁ ବିଦ୍ୟାଳୟରେ ସମ୍ପନ୍ନ ହୋଇଥିଲା । ପାଟନା ବିଶ୍ଵବିଦ୍ୟାବିଦ୍ୟାଳୟରେ ୧୯୩୭ରେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି ପାଟନାରେ ହିଁ ଆଇନ ଶିକ୍ଷା ସମାପ୍ତ କଲେ ଓ ତାପରେ ସେ ଓଡିଶା ଫେରିଥିଲେ । ୧୯୪୦ରେ କଟକରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ୧୯୪୩ରେ ସେ ମୁନ୍ସଫ୍ ଭାବେ ସରକାରୀ ଚାକିରିରେ ଯୋଗ ଦେଲେ । ପରେ ସବ୍ ଜଜ୍ ପାହ୍ୟାକୁ ଉନ୍ନିତ ହୋଇ ବିଭିନ୍ନ ସ୍ଥାନରେ ଏହି ଦାୟୀତ୍ଵ ତୁଲାଇ ଥିଲେ ।
ଜୁଲାଇ ୦୬, ୧୯୯୨ ରେ ତାଙ୍କର ଦେହାବସାନ ହେଲା ।<ref name=Hindusthantimes>{{cite news|title=Former Orissa HC chief justice Gati Krushna Mishra passes away|url=http://www.hindustantimes.com/orissa/former-orissa-hc-chief-justice-gati-krushna-mishra-passes-away/article1-429125.aspx|accessdate=6 July 2015|newspaper=Hindustan Times|date=July 06, 2009}}</ref> ମୃତ୍ୟୁ ବେଳକୁ ତାଙ୍କର ଦୁଇ ପୁଅ ଏବଂ ଦୁଇ ଝିଅ ଥିଲେ ।
|