"ଗତିକୃଷ୍ଣ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୬ କ ଧାଡ଼ି:
== ବୃତ୍ତିଗତ ଜୀବନ ==
ଢେଙ୍କାନାଳ ଜିଲ୍ଲାର ଗଇଲୋ ଗ୍ରାମରେ ଜନ୍ମିତ ଶ୍ରୀ ମିଶ୍ରଙ୍କ ପ୍ରାଥମିକ ଶିକ୍ଷା ଗାଁ ବିଦ୍ୟାଳୟରେ ଆରମ୍ଭ ହୋଇଥିଲା । ପାଟନା ବିଶ୍ଵବିଦ୍ୟାବିଦ୍ୟାଳୟରେ ୧୯୩୭ରେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ହାସଲ କରି ପାଟନାରେ ହିଁ ଆଇନ ଶିକ୍ଷା ସମାପ୍ତ କରି ସେ ଓଡିଶା ଫେରିଥିଲେ । ୧୯୪୦ରେ କଟକରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ୧୯୪୩ରେ ସେ ମୁନ୍‌ସଫ୍ ଭାବେ ସରକାରୀ ଚାକିରିରେ ଯୋଗ ଦେଲେ । ପରେ ସବ୍ ଜଜ୍ ପାହ୍ୟାକୁ ଉନ୍ନିତ ହୋଇ ବିଭିନ୍ନ ସ୍ଥାନରେ ଏହି ଦାୟୀତ୍ଵ ତୁଲାଇ ଥିଲେ । ପରେ ୧୯୫୦ ମସିହାରେ ସରକାରୀ ଚାକିରିରୁ ଇସ୍ତଫା ଦେଇ ଓକିଲାତି ବ୍ୟବସାୟ ଆରମ୍ଭ କରିଥିଲେ । ବାର ବର୍ଷ ପରେ ସେ ୩୦.୦୧.୧୯୬୨ରେ ଓଡିଶା ଉଚ୍ଚ ନ୍ୟାୟାୟଳରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହେଲେ ।
 
ଜୁଲାଇ ୦୬, ୧୯୯୨ ରେ ତାଙ୍କର ଦେହାବସାନ ହେଲା ।
 
== ଆଧାର ==