"ରାୟଗଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୯୮ କ ଧାଡ଼ି:
* [[କୋରାପୁଟ (ଲୋକସଭା ନିର୍ବାଚନ ମଣ୍ଡଳୀ)|କୋରାପୁଟ]]
== ଦର୍ଶନୀୟ ସ୍ଥାନ ==
ରାୟଗଡ଼ା ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ଅଛି। ସେମାନଙ୍କ ମଧ୍ୟରେ [[ମଝିଘରିଆଣୀ ମନ୍ଦିର]], [[ହାତୀପଥର, ରାୟଗଡ଼ା|ହାତୀପଥର]], [[ପାଇକପଡ଼ା, ରାୟଗଡ଼ା|ପାଇକପଡ଼ା]], [[ଥେରୁବାଲି]] [[ଚାଟିକଣା]], [[ବିଷମ କଟକ]] , [[ମୀନଝୋଲା, ଗୁଡ଼ାରୀ|ମୀନଝୋଲା]] , ଦେବଗୀରି,[[ଝୁଲନ୍ତା ପୋଲ, ରାୟଗଡ଼ା|ଝୁଲନ୍ତାପୋଲ]] ଓ ଦୁର୍ଗୀର[[ଦୁର୍ଗୀ, ଓଡିଶା]] ର ନୂତନ ଜଗନ୍ନାଥ ମନ୍ଦିର ଅନ୍ୟତମ।ଅନ୍ୟତମ ।
ଏତଦ୍‌ ବ୍ୟତୀତ ସହରର ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା:-
* ରାଣୀଗୁଡା ନିକଟସ୍ଥ ମା ମଙ୍ଗଳା ମନ୍ଦିର,
* [[ଜଗନ୍ନାଥ ମନ୍ଦିର, ରାୟଗଡ଼ା|ସ୍ଥାନୀୟ ଜଗନ୍ନାଥ ମନ୍ଦିର]],
* ରେଳବାଇ କଲୋନୀର ଶିରିଡୀ ସତ୍ୟସାଈ ମନ୍ଦିର,
* ବ୍ରାହ୍ମଣ ସାହିସ୍ଥିତ ରାଧାକୃଷ୍ଣ ମନ୍ଦିର,
* ଗୌତମ ନଗରସ୍ଥିତ ଶିବ ମନ୍ଦିର ଓ ଗଣେଶ ମନ୍ଦିର,
* ପି.ଏଚ୍.ଡି କଲୋନୀସ୍ଥିତ ଶିବ ମନ୍ଦିର,
* ପି.ଏଚ୍.ଡି କଲୋନୀନିକଟସ୍ଥ ହନୁମାନ ମନ୍ଦିର ।
 
ରାୟଗଡ଼ା ଆଖପାଖରେ ଥିବା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ସବୁ ହେଲା:-
* ନିକଟବର୍ତ୍ତି [[ପଦ୍ମପୁର, ରାୟଗଡ଼ା|ପଦ୍ମପୁର]] ର [[ନୀଳକଣ୍ଠେଶ୍ଵର ଶିବ ମନ୍ଦିର, ପଦ୍ମପୁର|ନୀଳକଣ୍ଠେଶ୍ଵର ଶିବ ମନ୍ଦିର]] ଓ ଗାୟତ୍ରୀ ମନ୍ଦିର
* ନିକଟବର୍ତ୍ତି [[ବିଷମ କଟକ]] ର [[ମା ମାର୍କମା ମନ୍ଦିର]]
* ନିକଟବର୍ତ୍ତି [[ମୀନଝୋଲା, ଗୁଡ଼ାରୀ|ମୀନଝୋଲା]] ର ତିନିଟି ନଦୀର ସଙ୍ଗମ ସ୍ଥଳରେ ଥିବା ଶିବ ମନ୍ଦିର
* ନିକଟବର୍ତ୍ତି [[ଚାଟିକଣା]] ର ଜଳପ୍ରପାତ ଓ ଶିବ ମନ୍ଦିର
* ନିକଟସ୍ଥ ଭିମପୁରରେ ଥିବା [[ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ), ଭୀମପୁର|ଭୀମଶଙ୍କର ଜ୍ୟୋତିର୍ଲିଙ୍ଗ(ଡାକିନ୍ୟାଂ) ମନ୍ଦିର]] ।
* ନିକଟବର୍ତ୍ତି [[ପାଇକପଡ଼ା, ରାୟଗଡ଼ା|ପାଇକପଡା]] ର ପାତାଳେଶ୍ଵର ଶିବ ମନ୍ଦିର,
* ନିକଟବର୍ତ୍ତି [[ଥେରୁବାଲି]] ର ଲକ୍ଷ୍ମୀନାରାୟଣ ମନ୍ଦିର ଜିଲ୍ଲାର ଗୋଟିଏ ଗୋଟିଏ ଦର୍ଶନୀୟ ସ୍ଥାନ ।
 
== ଆଧାର ==