୧୦,୪୯୯
ଗୋଟି ସମ୍ପାଦନା
Hpsatapathy (ଆଲୋଚନା | ଅବଦାନ) (→ପାର୍ବଣ) |
Hpsatapathy (ଆଲୋଚନା | ଅବଦାନ) ଟିକେ (→ଇତିହାସ) |
||
== ଇତିହାସ ==
ମନ୍ଦିରଟି ପଚାଶ ବର୍ଷରୁ ଅଧିକ ପୁରୁଣା । ନୂତନ ମନ୍ଦିରଟି ଜୁନ୍ ୨୦, ୨୦୦୭ ରେ ପ୍ରତିଷ୍ଠିତ । ଏଠାକାର ପ୍ରମୁଖ ଦେବତା [[ଜଗନ୍ନାଥ]], [[ବଳଭଦ୍ର]], [[ସୁଭଦ୍ରା]] ଓ [[ସୁଦର୍ଶନ]] । ଏଥି ସହ [[ଲକ୍ଷ୍ମୀ]], [[ଗଣେଶ]], [[ହନୁମାନ]], [[ବିମଳା]] ଆଦି ମଧ୍ୟ ଏଠାରେ ପୂଜିତ । [[ଜଗନ୍ନାଥ ମନ୍ଦିର, କୋରାପୁଟ| ଶାବର ଶ୍ରୀକ୍ଷେତ୍ର କୋରାପୁଟ]]ରୁ ଏହା ୧୧୦ କି.ମି. ଦୂରରେ ଅବସ୍ଥିତ ।
== ପାର୍ବଣ ==
|
ଗୋଟି ସମ୍ପାଦନା