"ଅଧିସେକେଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ତଥ୍ୟ ଯୋଡ଼ାହେଲା
୧ କ ଧାଡ଼ି:
[[Image:Leap Second - June 30, 2012.png|thumb|right|300px|UTC ଅଧିସେକେଣ୍ଡ ଜୁନ ୩୦, ୨୦୧୨, ୨୩:୫୯:୬୦ ବେଳେ ଘଟିଥିବା UTC ଘଡ଼ିର ଏକ ସ୍କ୍ରିନ କ୍ୟାପଚର । [http://time.gov time.gov]ରୁ ଉଦ୍ଧୃତ । ]]
[[Image:Leap Second - June 30, 2012.png|thumb|right|300px]]
ପୃଥିବୀର ଘୁର୍ଣ୍ଣନ ସାମାନ୍ୟ ଧିର ଥିବାରୁ ସମୟ ଏବଂ ଆବର୍ତ୍ତନ ସହ ସମ୍ବନ୍ଧ ବଜାୟ ରଖିବା ଉଦ୍ଦେଶ୍ୟରେ ଏକ ଅଧିସେକେଣ୍ଡ ଯୋଡ଼ା ହେଉଛି । ଏହା ଲୋକମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା କୋର୍ଡିନେଟେଡ ୟୁନିଭର୍ସାଲ ଟାଇମ କିମ୍ବା UTC ଅନୁଯାୟୀ ସ୍ଥିର କରାଯାଇଛି ।<ref>http://www.bbc.co.uk/news/science-environment-33313347</ref>
 
୮ କ ଧାଡ଼ି:
ପୃଥିବୀର ଆବର୍ତ୍ତନ ସମୟକ୍ରମେ ଧିର ହେଉଥିବା କାରଣରୁ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ମାଧ୍ୟାକର୍ଷଣ ବଳ ସହ ଏକ ବାଧା ଦେଉଥିବା ବଳ କଷାକଷି ହୋଇଥାଏ । ବୈଜ୍ଞାନିକମାନେ ଆକଳନ କରନ୍ତି ଯେ ମିନ୍ ସୋଲାର ଡେ ୧୮୨୦ ମସିହା ଏବଂ ତା’ପର ଠାରୁ ୮୬,୪୦୦ ସେକେଣ୍ଡ ଦୀର୍ଘ ହୋଇନାହିଁ । ଏହି ଦୁଇ ମିଲିସେକେଣ୍ଡ ବ୍ୟବଧାନ ଏକ ସେକେଣ୍ଡ ର ଦୁଇ ହଜାର ଭାଗରୁ ଏକ ଭାଗ । ଯାହା ଏକ ଆଖି ପଲକ ପଡିବା ସମୟ ଠାରୁ ବହୁତ କମ ।
ଯଦି ଏହି ଛୋଟ ଅସଙ୍ଗତି ବାରମ୍ବାର ପ୍ରତ୍ୟେକ ଦିନ ଏକ ବର୍ଷକ ପାଇଁ ହୁଏ, ଏହା ବର୍ଷ ଶେଷକୁ ଏକ ସେକେଣ୍ଡ ଭାବେ ଯୋଡା ହେବ । ସାଧାରଣତଃ ଜୁନ ୩୦ କିମ୍ବା ଡିସେମ୍ବର ୩୧ ରେ ଏକ ଅଧିସେକେଣ୍ଡ ଯୋଡ଼ାଯାଇଥାଏ । ସାଧାରଣଭାବରେ ଘଡିର ସମୟ ୨୩:୫୯:୫୯ରୁ ପରଦିନ ୦୦:୦୦:୦୦ କୁ ପରିବର୍ତ୍ତିତ ହୋଇଥାଏ କିନ୍ତୁ ଜୁନ ୩୦ରେ ଏହି ଅଧିସେକେଣ୍ଡ ଯୋଡାହୋଇ ୨୩:୫୯:୫୯ ରୁ ୨୩:୫୯:୬୦ ହିସାବ କରାଯାଇଥାଏ ଓ ଜୁଲାଇ ୧ ତାରିଖ ପ୍ରାରମ୍ଭ ୦୦:୦୦:୦୦ରୁ ହୋଇଥାଏ ।<ref>http://time.com/3666522/leap-second/</ref><ref>http://www.washingtonpost.com/news/speaking-of-science/wp/2015/06/29/on-tuesday-the-world-gets-a-leap-second-are-we-all-gonna-die/</ref>
==ଅଧିସେକେଣ୍ଡର ପ୍ରବେଶ==
 
{| class="wikitable" style="float:right; margin-right: 0; margin-left: 1em; text-align: center;"
|+ ତାରିଖମାନଙ୍କରେ ଘୋଷିତ ଅଧିସେକେଣ୍ଡ
|-
! ବର୍ଷ !! ଜୁନ ୩୦ !! ଡିସେମ୍ବର ୩୧
|-
! 1972
|bgcolor="lime"| +1 ||bgcolor="lime"| +1
|-
! 1973
| 0 ||bgcolor="lime"| +1
|-
! 1974
| 0 ||bgcolor="lime"| +1
|-
! 1975
| 0 ||bgcolor="lime"| +1
|-
! 1976
| 0 ||bgcolor="lime"| +1
|-
! 1977
| 0 ||bgcolor="lime"| +1
|-
! 1978
| 0 ||bgcolor="lime"| +1
|-
! 1979
| 0 ||bgcolor="lime"| +1
|-
! 1980
| 0 || 0
|-
! 1981
|bgcolor="lime"| +1 || 0
|-
! 1982
|bgcolor="lime"| +1 || 0
|-
! 1983
|bgcolor="lime"| +1 || 0
|-
! 1984
| 0 || 0
|-
! 1985
|bgcolor="lime"| +1 || 0
|-
! 1986
| 0 || 0
|-
! 1987
| 0 ||bgcolor="lime"| +1
|-
! 1988
| 0 || 0
|-
! 1989
| 0 ||bgcolor="lime"| +1
|-
! 1990
| 0 ||bgcolor="lime"| +1
|-
! 1991
| 0 || 0
|-
! 1992
|bgcolor="lime"| +1 || 0
|-
! 1993
|bgcolor="lime"| +1 || 0
|-
! 1994
|bgcolor="lime"| +1 || 0
|-
! 1995
| 0 ||bgcolor="lime"| +1
|-
! 1996
| 0 || 0
|-
! 1997
|bgcolor="lime"| +1 || 0
|-
! 1998
| 0 ||bgcolor="lime"| +1
|-
! 1999
| 0 || 0
|-
! 2000
| 0 || 0
|-
! 2001
| 0 || 0
|-
! 2002
| 0 || 0
|-
! 2003
| 0 || 0
|-
! 2004
| 0 || 0
|-
! 2005
| 0 ||bgcolor="lime"| +1
|-
! 2006
| 0 || 0
|-
! 2007
| 0 || 0
|-
! 2008
| 0 ||bgcolor="lime"| +1
|-
! 2009
| 0 || 0
|-
! 2010
| 0 || 0
|-
! 2011
| 0 || 0
|-
! 2012
|bgcolor="lime"| +1 || 0
|-
! 2013
| 0 || 0
|-
! 2014
| 0 || 0
|-
! 2015
|bgcolor="lime"| +1 || 0
|-
! ବର୍ଷ !! ଜୁନ ୩୦ !! ଡିସେମ୍ବର ୩୧
|-
!rowspan="2"| ସମୁଦାୟ
| 11 || ୧୫
|-
|colspan="2"| ୨୬
|-
!colspan="3"| ଏବେକାର TAI − UTC
|-
|colspan="3"| ୩୫ <small>(୨୦୧୫ ଜୁନ ସୁଦ୍ଧା)</small>
|}
==ଇତିହାସ==
ପୂର୍ବର ଅଧିସେକେଣ୍ଡଗୁଡ଼ିକ କିଛି କମ୍ପୁଟରଗୁଡ଼ିକରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେଥିରେ ଏହିପରି ପୃଥିବୀର ଗତିରେ ଅଧିସେକେଣ୍ଡଗୁଡ଼ିଏ ଯୋଡାହେବାକୁ ଆକଳନ ହୋଇଛି କିନ୍ତୁ ପ୍ରତବର୍ଷ ଏହା ଯୋଡାହେବାର ନିର୍ଦ୍ଦିଷ୍ଟ କିଛି ପୂର୍ବାନୁମାନ କରିହେବ ନାହିଁ । ୧୯୭୨ରୁ ପ୍ରଥମେ ଅଧିସେକେଣ୍ଡ ଯୋଡାହେବା ଆରମ୍ଭ ହୋଇଥିଲା । ୧୯୯୯ଯାଏଁ ଅଧିସେକେଣ୍ଡଗୁଡ଼ିକୁ ବାର୍ଷିକ ହାରାହାରି ଏକ ସେକେଣ୍ଡ ହିସାବରେ ଯୋଡା ଯାଉଛି । ତାପର ଠାରୁ ଏହି ଅଧିସେକେଣ୍ଡର ବ୍ୟବହାର ବଢିଛି । ୨୦୦୧୫ ଜୁନ ୩୦ରେ ଯୋଡା ହେଉଥିବା ଅଧିସେକେଣ୍ଡ ୨୦୦୦ ମସିହା ପରଠୁ ଚତୁର୍ଥଥର ପାଇଁ ସରକାରୀ ଭାବେ ଯୋଡାଯାଇ ଗଣନା କରାଯାଉଛି ।