Content deleted Content added
୪୬ କ ଧାଡ଼ି:
[[File:Screenshot of moving a page title in Odia Wikipedia.png|thumb|Screenshot of moving a page title in Odia Wikipedia.]]
: ହଁ {{U|Pmsarangi|ଅପା}}, ଆପଣ ଟାଇପ କରିଚାଲନ୍ତୁ ଅଚିନ୍ତା, ସୁଧାରିବାକୁ ଆମେ ଅଛୁ! ତେବେ [[ରଜିଆ ସୁଲତାନ‎;]] ଲେଖାର ନାମଟିର ବନାନ ସୁଧାରି ଆପଣ ଠିକ ନାମକୁ ଘୁଞ୍ଚାଇପାରିଥାନ୍ତେ । (ଛବିଟି ଦେଖନ୍ତୁ, ଆଗକୁ କାମରେ ଲାଗିବ) । :) --[[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଗାହି]] <sup>[[User_talk:Psubhashish|(ଆଳାପ)]]</sup> ୧୧:୧୩, ୨୫ ଜୁନ ୨୦୧୫ (UTC)
ସୁଭ, କିନ୍ତୁ ଦେଖଣା ଓଡିଆ ଟେମ୍ପଲେଟ ଓ ଇଂରାଜୀ ଟେମ୍ପଲେଟ ଅଲଗା ଅଲଗା ଲାଗୁଛି । ଏଥିପାଇଁ କଣ ଅଲଗା ଟେମ୍ପଲେଟ ଅଛିକି ନା ତାର ଦରକାର ନାହିଁ ଯେମିତି ଦିଶିଲେ ଭି ଚଳିବ ।[[ବ୍ୟବହାରକାରୀ:Pmsarangi|Pmsarangi]] ([[ବ୍ୟବହାରକାରୀଙ୍କ ଆଲୋଚନା:Pmsarangi|ମୋ ଆଲୋଚନା]]) ୧୧:୦୦, ୨୬ ଜୁନ ୨୦୧୫ (UTC)
ସୁଭ, ଆମ ସାଇନ। କରିବା ପରେ ଯେଉଁ ସମୟ ଆସୁଛି ସେଇଟା ଭୁଲ ଆସୁଛି ମୁଁ କାଲି ତୁମକୁ ପ୍ରଶ୍ନ ପଚାରିଥିଲି ଅପରାହ୍ନରେ କିନ୍ତୁ ସମୟ ଦେଖାଉଛି ୧୧:୧୩ ସେଇଟା ଭି ବଦଳେଇଦି ।[[ବ୍ୟବହାରକାରୀ:Pmsarangi|Pmsarangi]] ([[ବ୍ୟବହାରକାରୀଙ୍କ ଆଲୋଚନା:Pmsarangi|ମୋ ଆଲୋଚନା]]) ୧୧:୦୦, ୨୬ ଜୁନ ୨୦୧୫ (UTC)