"ରାୟଗଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୭ କ ଧାଡ଼ି:
'''ରାୟଗଡ଼ା''' [[ଭାରତ]]ର [[ଓଡ଼ିଶା]]ରେ ଥିବା [[ରାୟଗଡ଼ା ଜିଲ୍ଲା]]ର ମୁଖ୍ୟ ସଦର ମହକୁମା ଓ ଏକ ମୁଖ୍ୟ ସହର । ବଣ, ପାହାଡ, ନଦୀ ଓ ଝରଣାରେ ଭରା ଏଇ ଜିଲ୍ଲା ମୁଖ୍ୟତଃ ଆଦିବାସୀଙ୍କ ବାସସ୍ଥଳୀ ।
== ଜନସଂଖ୍ୟା ==
୨୦୧୧ ଜନଗଣନା ଅନୁସାରେ ରାୟଗଡ଼ା ସହରର ଲୋକସଂଖ୍ୟା ୫୭୯,୬୧,୭୩୨୯୫୯ । ସେଥିରୁ ପୁରୁଷ ସଂଖ୍ୟା ୨୯,୫୧୪୬୯,୬୭୨ ଓ ମହିଳା ସଂଖ୍ୟା ୨୮,୨୧୮୯୨,୨୮୭ ।<ref name=Odishapanchayat>[{{cite web|title=District wise Population as per Census-2011|url=http://webodishapanchayat.archivegov.org/webin/20040616075334english/Population_2011.asp|website=http://wwwodishapanchayat.censusindiagov.net/results/town.php?stadin|accessdate=A&state5=999"ଜନସଂଖ୍ୟା16 -୨୦୧୧"]June 2015}}</ref> ହିନ୍ଦୁ ବ୍ୟତୀତ ସିନ୍ଧୀ, ଗୁଜରାଟୀ, ମାରବାଡି ସଂପ୍ରଦାୟର ଲୋକ ମଧ୍ୟ ଏଠାରେ ବସବାସ କରନ୍ତି । ପଡୋଶୀ ଆନ୍ଧ୍ର ପ୍ରଦେଶ ସହିତ ସଡକ ପଥ ଏବଂ ରେଳପଥରେ ଉତ୍ତମ ଯୋଗାଯୋଗ ରହିଥିବାରୁ ଏଠାରେ ତେଲୁଗୁ ଭାଷାଭାଷୀ ଲୋକଙ୍କ ସଂଖ୍ୟା ମଧ୍ୟ ଅଧିକ । [[ଓଡିଆ]], [[ତେଲୁଗୁ_ଭାଷା|ତେଲୁଗୁ]] ସହିତ ସୌରା ଓ କୁଇ ଭାଷା ମଧ୍ୟ ଏଠାରେ ପ୍ରଚଳିତ ।
 
== ଭୂଗୋଳ ==
"https://or.wikipedia.org/wiki/ରାୟଗଡ଼ା"ରୁ ଅଣାଯାଇଅଛି