"ନାଗାବଳୀ ନଦୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ adding reference
୮୩ କ ଧାଡ଼ି:
'''ନାଗାବଳୀ ନଦୀ''' ଦକ୍ଷିଣ ଓଡିଶା ତଥା ଉତ୍ତର-ପୂର୍ବ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ଏକ ପ୍ରମୁଖ ନଦୀ । ଏହି ନଦୀର ଅନ୍ୟ ଏକ ନାମ ହେଉଛି ଲାଙ୍ଗୁଲ୍ୟ ।
== ଉତ୍ପତ୍ତି ==
[[କଳାହାଣ୍ଡି ଜିଲ୍ଲା]]ର [[ଲାଖବାହାଲ]] ନିକଟସ୍ଥ ଏକ ପାହାଡରୁ ପ୍ରାୟ ୧୩୦୦ ମିଟଋ ଉଚ୍ଚତାରୁ ଉତ୍ପତ୍ତି ହୋଇ ନଦୀଟି [[ରାୟଗଡ଼ା ଜିଲ୍ଲା]], [[କୋରାପୁଟ ଜିଲ୍ଲା]] ଓ [[କଳାହାଣ୍ଡି ଜିଲ୍ଲା]] ରେ ପ୍ରବାହିତ ହୋଇ ଆନ୍ଧ୍ରର କଲେଇପାଲ୍ଲୀ ନିକଟରେ [[ବଙ୍ଗୋପସାଗର]]ରେ ପଡ଼ିଅଛି । ଏହି ନଦୀର କୂଳରେ [[ରାୟଗଡ଼ା]] ସହର ଅବସ୍ଥିତ ।<ref name=Googlebooks"Google Books">{{cite book|last=ThakurNag,|first=Anil KumarPrithvish|title=InterlinkingGeography ofand Rivers in IndiaEnvironment: CostsRegional and Benefitslissues|date=1997|publisher=DeepConcept andPublishing Deep PublicationsCompany|pages=31596 &and 31697|url=https://books.google.co.in/books?id=Lw0ymDceK_oCldeeRyxiG-8C&pg=PA316PA97&lpg=PA316PA97&dq=JhanjabatiNagavali+riverRiver,+Rayagada+districtOrissa&source=bl&ots=LKXBZTpyygwxTFh73ekd&sig=ayzS4YwiWy-Z8F2dFSYUDzRcTADKDfzyDWhUtU0bU96SUAU71A6cE&hl=en&sa=X&ved=0CBwQ6AEwADgKahUKEwi91_T5v4nGAhWBK6YKHfawAOE0CFMQ6AEwC2oVChMI1YSfsLSOxgIVRIC8Ch3XlwCP#v=onepage&q=JhanjabatiNagavali%20river20River%2C%20Rayagada%20district20Orissa&f=false}}</ref> ସମୁଦାୟ ୨୫୬ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ନଦୀର ୧୬୧ କି.ମି. ଅଂଶ ଓଡିଶାରେ ପ୍ରବାହିତ । ଅବଶିଷ୍ଟ ଅଂଶ ଆନ୍ଧ୍ର ପ୍ରଦେଶରେ ପ୍ରବାହିତ ।<ref name="India Mapped">{{cite web|title=Nagavali River|url=http://www.indiamapped.com/rivers-in-india/nagavali-river/|accessdate=13 June 2015}}</ref> ଏହାର ଏକ ମୁଖ୍ୟ ଉପନଦୀ ଝଞ୍ଜାବତୀ [[ରାୟଗଡ଼ା]] ନିକଟରେ ଏହି ନଦୀରେ ମିଶିଅଛି । ଅନ୍ୟାନ୍ୟ ଉପନଦୀମାନେ ହେଲେ ବେଗବତୀ, ସୁବର୍ଣ୍ଣମୁଖି, ଶିରୀକୋଣା ଇତ୍ୟାଦି ।<ref name=Indianetzone>{{cite web|title=Nagavali River|url=http://www.indianetzone.com/70/nagavali_river.htm|accessdate=13 June 2015}}</ref> ଆନ୍ଧ୍ର ପ୍ରଦେଶରେ ୯୫ କି.ମି. ପ୍ରବାହିତ ହେବା ପରେ ଏହା ବଙ୍ଗୋପସାଗରରେ ମିଶିଅଛି । ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ହୋଇଥିବା ଆନ୍ତଃରାଜ୍ୟ ଚୁକ୍ତିନାମା ଅନୁଯାୟୀ ଓଡିଶା 556 Mm3(20TMC) ପର୍ଯ୍ୟନ୍ତ ନାଗାବଳୀର ଜଳ ବ୍ୟବହାର କରିପାରିବ; ଯଦିଚ ବର୍ତ୍ତମାନ ବ୍ୟବହୃତ ଜଳ ତା ଠାରୁ କମ୍ । <ref>[http://www.dowrorissa.gov.in/SWPlan2004/ANNEXURES/ANX-C.pdf "Orissa State Water plan-2004"]</ref>
 
== ନାମକରଣ ==